ଆଜି ଉତ୍କଳ ଗୌରବ ମଧୁ ସୁଦନ ଦାସଙ୍କ ଶ୍ରାଦ୍ଧ ଦିବସ, କଂଗ୍ରେସ ଦଳ ତରଫରୁ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ…

ଭୁବନେଶ୍ବର:  ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ। ମଧୁ ବାବୁଙ୍କ ୮୫ତମ ଶ୍ରାଦ୍ଧ ଦିବସ ପାଳୁଛି ଓଡ଼ିଶା।  ଓଡ଼ିଆ ଜାତି ପାଇଁ ଥିବା ତାଙ୍କର ବଳିଦାନକୁ କେବେ ପାଶୋରି ପାରିବନି ଓଡ଼ିଶା । ରାଜ୍ୟରେ ସେ ଥିଲେ ପ୍ରଥମ ବାରିଷ୍ଟର । ଏହାସହ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ସେ ମୁଖ୍ୟ…

ଝରାଫୁଲଙ୍କ ମୃତ୍ୟୁକୁ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ୍, ଆଜି ସରୁଛି ଗିରଫ ବୟଫ୍ରେଣ୍ଡ ରାକେଶର ରିମାଣ୍ଡ ଅବଧି

ଭୁବନେଶ୍ବର: ଅଡୁଆ ସୂତାରେ ଛନ୍ଦି ହୋଇଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ରିମାଣ୍ଡ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଆଜି ସରୁଛି ରାକେଶର ରିମାଣ୍ଡ ଅବଧି। ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଗେଷ୍ଟ ହାଉସକୁ ଆଣି ଡେମୋ ଦେଖାଇବା ସହ…

କୋଟିଆକୁ ନେଇ ଆନ୍ଧ୍ରର ଷଡଯନ୍ତ୍ର, ୨୧ ଗାଁରେ କରୁଛି ପଞ୍ଚାୟତ ର୍ନିବାଚନ

କୋରାପୁଟ: ବିବାଦୀୟ କୋଟିଆକୁ ନେଇ ଆନ୍ଧ୍ରର ଷଡଯନ୍ତ୍ର। ୨୧ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ର୍ନିବାଚନ କରୁଛି। ୨୧ଟି ଗାଁ ନେଇ ୩ଟି ପଞ୍ଚାୟତ ଗଠନ କରିଛି। ତଳ ଗଂଜେଇପଦର, ପାଟୁସିନେରି ଓ ଫଗୁଣସିନେରିକୁ ନେଇ ପଞ୍ଚାୟତ ଗଠନ କରି, ସରପଞ୍ଚ ଚୟନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆରମ୍ଭ ହୋଇ…

ରେଳ ବଜେଟରେ ଓଡ଼ିଶାକୁ ୫ ହଜାର ୫୨୮ କୋଟି ଟଙ୍କା, ଚଳିତ ଥର ୧୧୫୫ କୋଟି ଅଧିକ ଅନୁଦାନ

ନୂଆଦିଲ୍ଲୀ: ରେଳ ବଜେଟରେ ଓଡ଼ିଶାକୁ ୫ ହଜାର ୫୨୮ କୋଟି ଟଙ୍କା । କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାର ରେଳ ପ୍ରକଳ୍ପ ଗୁଡିକ ଲାଗି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଇଥିବା…

ଉତ୍ତରା ପବନ ଫଳରେ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ, ୮ରୁ ପୁଣି କମିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତଲହରୀ। ଉତ୍ତର ଦିଗରୁ ଥଣ୍ଡା ପବନ ବହିବାରୁ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭୁତ ହୋଇଛି। ଅଧିକାଂଶ ଜିଲ୍ଲାର ସର୍ବନିମ୍ନ…

ବିଶ୍ରା ମହିପାଣି ନିକଟରେ ରେଳ ଧାରଣା ପାର୍‌ ହେଉଥିବାବେଳେ ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

କେନ୍ଯୁଜ୍: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ରେଳ ଧାରଣା ପାର୍‌ ହେଉଥିବାବେଳେ ଚଢିଗଲା ମାଲବାହୀ ଟ୍ରେନ୍‌। ବିଶ୍ରା ମହିପାଣି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରେଳ ଧାରଣାର ଉଭୟ ପାର୍ଶ୍ୱରେ ପଡ଼ିରହିଛି ହାତୀ ୨ଟିର ଖଣ୍ଡବିଖଣ୍ଡିତ ମୃତଦେହ। ଘଟଣାସ୍ଥଳରେ…

ଗଞ୍ଜାମ ବଡ଼ଘାଟି ନିକଟରେ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୪ ଗିରଫ, ପିସ୍ତଲ ଓ ମାରଣାସ୍ତ୍ର ଜବତ 

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ସଫଳତା । ଏକ ବଡ଼ ଡ଼କାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ପୋଲିସ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟରେ ଗତକାଲି ବିଳମ୍ବତ ରାତିରେ କିଛି ଜଣ ଦୁର୍ବୃତ୍ତ ଡ଼କାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ…

ଆଧାର କାର୍ଡ ନାହିଁ ତ ବାହାଘର ବନ୍ଦ: ବରକନ୍ୟାଙ୍କ ବୟସ ଯାଞ୍ଚ ପାଇଁ ଆଧାର କାର୍ଡ ଦାଖଲ ଓ ପଞ୍ଜିକରଣ ବାଧ୍ୟତାମୂଳକ କଲା…

ଗଞ୍ଜାମ: ବାହାଘର ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ଆଧାର କାର୍ଡ ନଥିଲେ ହୋଇପାରିବନି ବିବାହ । ଉଭୟ ବର ଓ କନ୍ୟା ବାହାଘର ପୂର୍ବରୁ ଆଧାର କାର୍ଡ ପଞ୍ଜିକରଣ କରିବେ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଏମିତି ହୋିଛି ନିୟମ । ଏହାଦ୍ୱାରା ବାଲ୍ୟ ବିବାହ ରୋକାଯାଇପାରିବ । ଠକ ବର ପକ୍ଷର ଆଉ…

୮ ଲେନ୍‌ ହେବ ପାରାଦୀପ-ବଡ଼ବିଲ ରାସ୍ତା: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ…

କେନ୍ଯୁଜ୍: ୮ ଲେନ୍‌ ହେବ ପାରାଦୀପ-ବଡ଼ବିଲ ରାସ୍ତା । ୩ ଶହ କିଲୋମିଟର ରାସ୍ତା ୮ ଲେନ୍‌ ବିଶିଷ୍ଟ ହେବ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଏହାଦ୍ୱାରା କେନ୍ଦୁଝର ଖଣି ଅଞ୍ଚଳ ସହ ପାରାଦୀପ ବନ୍ଦରକୁ ସଂଯୋଗ…

ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଚେରୀ ଡେଇଁ ପଶିଲା ଭାଲୁ, ଆକ୍ରମଣରେ ଦୁଇ କର୍ମଚାରୀ ଆହତ

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଭାଲୁ ଆତଙ୍କ । ଆଜି ଅପରାହ୍ନରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଭିତରେ ଏକ ଜଙ୍ଗଲୀ ଭାଲୁ ପାଚେରୀ ଡେଇଁ ପଶିଯାଇଥିଲା । କ୍ୟାମ୍ପସରେ ଭାଲୁ ଦେଖି ଭୟଭିତ ହେବା ସହ ଛାତ୍ରଛାତ୍ରୀ ଡରରେ ପାଟି କରିଥିଲେ । ଦୁଇ କର୍ମଚାରୀଙ୍କୁ ଭାଲୁ…

ଭୁବନେଶ୍ୱର-ପୁରୀ ବାଇପାସ୍‌ ହେବ ଆଲୋକମୟ: ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିବ ଲାଇଟ୍

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ବାଇପାସ୍‌ ହେବ ଆଲୋକମୟ । ହାଇଟେକ ଛକରୁ ଦୟା ବ୍ରିଜ ଯାଏ ୧୨ କିଲୋମିଟର ରାସ୍ତାରେ ଜଳିବ ଲାଇଟ । ଆସନ୍ତାକାଲି ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ବର୍ଷ ତଳେ ବାଇପାସ୍‌ ରାସ୍ତା ଲୋକର୍ପିତ ହୋଇଥିଲେ ମଧ୍ୟ ଆଲୋକୀରଣ ହୋଇନଥିଲା ।…

ପୁଅ ପାଲଟିଲା ଚଣ୍ଡାଶୋକ, କାଠ ଫାଳିଆରେ ବାପାକୁ ନିର୍ଦ୍ଧୁମ ପିଟିଲା

ରେଢାଖୋଲ (କେ ନ୍ୟୁଜ୍) : ନିଶାଖୋର ପୁଅର ଭୟଙ୍କର କାଣ୍ଡ । ଗୋଡ଼ାଇ ଗୋଡ଼ାଇ ନିଜ ବାପାକୁ ପିଟିଲା । ଆଜି ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁରେ ଘରୋଇ କଳିରୁ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଯାହାଫଳରେ ବାପାର ଗୋଡ ଭାଙ୍ଗିଯିବା ସହିତ…