ସରିଆସୁଛି ଆର୍ଥିକ ବର୍ଷ, ଟାକ୍ସ ସେଭିଂର ଶେଷ ମୌକାକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ…

ନିଜ ମନୋକାମନା ପୂର୍ଣ୍ଣ ପାଇଁ ବୁଧବାର ଗଣେଶଙ୍କୁ ଚଢ଼ାନ୍ତୁ ଏହିସବୁ ଜିନିଷ

ଆଜି ହେଉଛି ବୁଧବାର। ସମସ୍ତେ ଭାବନ୍ତି ଏହି ଦିନ କେବଳ ବୁଦ୍ଧ ଗ୍ରହଙ୍କ ଉପାସନା କରାଯାଏ। କିନ୍ତୁ ଅନେକ ହୁଏତ ଜାଣି ନଥିବେ ବୁଧବାର ହେଉଛି ପ୍ରଭୁ ବିଘ୍ନ ବିନାଶକ ଗଣେଶଙ୍କ ଦିନ। ଭଗବାନ ଗଣେଶଙ୍କୁ ସୁଖକର୍ତ୍ତା ଏବଂ ଦୁଃଖହର୍ତ୍ତା ଦେବତା ଭାବରେ ପୂଜା କରାଯାଏ । ଯେକୌଣସି ପୂଜାପାଠ ସମୟରେ…

ପାଣି ବୋତଲରେ ରହିଛି ଟୟଲେଟ ସିଟ ତୁଳନାରେ ୪୦ ହଜାର ଗୁଣା ଅଧିକ ବ୍ୟାକ୍ଟେରିଆ, ରିସର୍ଚ୍ଚରୁ ହେଲା ଖୁଲାସା

ପାଣି ବୋତଲ। ଯାହାର ବ୍ୟବହାର ଆମେ ସମସ୍ତେ କରୁଛେ। ନିତିଦିନିଆ ଜୀବନଶୈଳୀରେ ପାଣି ପିଇବା ପାଇଁ ଗ୍ଲାସ ଠୁ ଅଧିକ ବୋତଲକୁ ବ୍ୟବହାର କରାଯାଉଛି। କିନ୍ତୁ ଏହାକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଡରିଯିବେ। ବୋତଲକୁ ଧରିବା ଆଗରୁ ଏହି କଥା ଆପଣଙ୍କୁ ଅଡ଼ୁଆରେ ପକାଇବ…

ଖୁବ ଶୀଘ୍ର ବନ୍ଦ ହେବ ୧୦ ଡିଜିଟ ମୋବାଇଲ ନମ୍ବର, ଟ୍ରାଇ ପକ୍ଷରୁ ମିଳିଲା ସୂଚନା

ଆଜିକା ସମୟରେ ସମସ୍ତଙ୍କ ପାଖରେ ମୋବାଇଲ ରହିଛି। ଏଥିପାଇଁ ଏକ ସିମ କାର୍ଡ ବି ଅଛି। ପ୍ରତ୍ୟେକ ସିମ କାର୍ଡର ନମ୍ବର ଅଲଗା ଅଲଗା ଥାଏ। ଆଉ ଭାରତରେ ଏହି ନମ୍ବର ୧୦ ଅଙ୍କ ର ରହିଥାଏ। କିନ୍ତୁ ଏବେ ଏହି ୧୦ ଡିଜିଟ ନମ୍ବରକୁ ନେଇ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଅନେକ ଲୋକ ଏଥିପାଇଁ ସମସ୍ୟାରେ…

ଏହି ଟ୍ରିକ୍ରୁ ପତ୍ତା ଲଗାନ୍ତୁ ଅସଲି ଓ ନକଲି Website

ବର୍ତ୍ତମାନ ଅନେକ ବ୍ୟକ୍ତି ନିଜର ସମୟ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ସପିଂ ପ୍ରତି ଆକୃଷ୍ଠ ହେଉଛନ୍ତି । ତେବେ ଅନଲାଇନ୍‌ ରିଟେଲର ଆପ୍‌ ନିଜର ଗ୍ରାହକଙ୍କୁ ନିଜ ସହ ଯୋଡ଼ି ରଖିବା ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ମଧ୍ୟ ଦେଇଥାନ୍ତି । ଏପରିକି ‘ଫ୍ଲାସ୍‌ ସେଲ୍‌’ ନାମରେ ବିଜ୍ଞାପନ ଦେଇ…

ଏଠି ରହିଲେ ସରକାର ଆପଣଙ୍କୁ ଦେବେ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ ଦୁନିଆରେ ଥିବା ଏକ ଗାଁ ସମ୍ପର୍କରେ..

ପାହାଡ଼ ମଝିରେ ରହିଛି ଏକ ସୁନ୍ଦର ଗାଁ। ଯେଉଁଠି ରହିବା ପାଇଁ ମିଳୁଛି ସରକାରଙ୍କ ଠୁ ଟଙ୍କା। ଏହାପରେ ବି ଏଠାରୁ ଲୋକମାନେ କାହିଁକି ପଳାଇ ଯାଉଛନ୍ତି ? ଏହାକୁ ନେଇ ଏବେ ଚିନ୍ତା। ପୂର୍ବରୁ ଏଠାରେ ଅନେକ ଲୋକ ବାସ କରୁଥିଲେ। କିନ୍ତୁ ଗତ ୭-୮ ବର୍ଷ ରେ ଏଠାରୁ ଲୋକମାନେ ଘର ଛାଡ଼ି ପଳାଉଛନ୍ତି।…

ଚୈତ୍ର ମାସରେ ପାଳିତ ହେଉଥିବା ପନ୍ଥେଇ ପୂଜା ବା ବାଟ ଓଷାର ଜାଣନ୍ତୁ ପୈାରାଣିକ ମାନ୍ୟତା

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ପରମ୍ପରା ଅନୁଯାୟୀ ମାଆଙ୍କ ନୂତନ ନେତ ମନ୍ଦିର ଚୂଳରେ ବନ୍ଧା ହେବାର ବିଧି ରହିଛି। ରାତି ୨ଟାରୁ ଦ୍ୱାର ଫିଟା ନୀତି…

ପ୍ରତ୍ୟେକ ଟ୍ରେନ ଯାତ୍ରୀ ଏହି କଥାକୁ ଜାଣିରଖନ୍ତୁ, ଆପଣଙ୍କ ଯାତ୍ରାକୁ ସୁବିଧା କରିଦେବ ଏହି ଖବର

ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଟ୍ରେନର ଭିନ୍ନ ପ୍ରକାର ରୁଲ ଥାଏ। ଜଣେ ପିଲା ପାଇଁ ରେଳ ବିଭାଗ ଯେଉଁ ନିୟମ କରିଛି ତାହା ସମସ୍ତଙ୍କ ପାଇଁ ଲାଗୁ ହୋଇନଥାଏ। ଆଉ ଯଦି ସମସ୍ତଙ୍କ ପାଇଁ ରୁଲ ନିର୍ଣ୍ଣୟ ହେଲେ ସେଥିରେ ସିନିଅର ସିଟିଜେନଙ୍କ ପାଇଁ ନୂଆ କିଛି ଆଡ଼୍‍ ଥାଏ। କୋଭିଡ଼ ପରେ ଟ୍ରେନରେ ସିନିଅର…

ପେଟ୍ରୋଲ ଗାଡ଼ି ନା ଇଲେକଟ୍ରିକ ଗାଡ଼ି, କେଉଁଟା ରହିବ ଆପଣଙ୍କ ପାଇଁ ସବୁଠୁ ବେଷ୍ଟ

ଆଜିକା ସମୟରେ ଗାଡ଼ି ଏକ ଆବଶ୍ୟକୀୟ ଯାନ ହୋଇଗଲାଣି। ସବୁ କାମ ପାଇଁ ଆମେ ଗାଡ଼ି ଉପରେ ନିର୍ଭର କରିଥାଉ। ଆଉ ନିଜ ଗାଡ଼ି ହେଲେ କାମ ଆଉ ଟିକେ ଶୀଘ୍ର ହୋଇଯାଏ। ତେଣୁ ଅନେକ ନିଜ ବଜେଟ ବାହାରକୁ ଯାଇ ମଧ୍ୟ ଗାଡ଼ି କିଣିଥାନ୍ତି। ଏବେ ତ ଇଲେକଟ୍ରିକ ଯୁଗ। ତେଣୁ ଗାଡ଼ି ବି ଇଲେକଟ୍ରିକ ବାହାରିଲାଣି। ଆଉ…

ଏହି ଭୁଲ କରୁଥିଲେ AC ଶୀଘ୍ର ହୋଇଯିବ ଖରାପ, ଜାଣନ୍ତୁ ଜରୁରୀ ଟିପ୍ସ ଯାହା ଏସିକୁ ରଖିବ ଏକଦମ କୁଲ

ଗରମ ଦିନ ଆରମ୍ଭ ହେଲାଣି। ଏବେ ସମସ୍ତେ ଏସି ମୁହାଁ ହେବେ। କାରଣ ଏସି ଠୁ ବଳି ଥଣ୍ଡା ଆଉ କେଉଁ ମେସିନ ଦେଇପାରିବ ନାହିଁ। ଆଜିକାଲି ସମସ୍ତେ ଏସି ବ୍ୟବହାର କରୁଛନ୍ତି ସତ। କିନ୍ତୁ ଏହାର ସଠିକ ଯତ୍ନ ନନେବା କାରଣରୁ ଏସି ଶୀଘ୍ର ଖରାପ ହୋଇଯାଉଛି। ଏହାକୁ ବ୍ୟବହାର କରିବା ଆଗରୁ କିଛି ଜରୁରୀ…

ଏବେ ଏହି ଯୋଜନାରେ ବିନିଯୋଗ କଲେ ପାଇବେ ଖାଲି ଲାଭ

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ…

ଏବେ ମାଗଣାରେ ରାସନ ସାମଗ୍ରୀରେ ଚାଉଳ-ଗହମ ସହ ମିଳିବ ଅନ୍ୟାନ୍ୟ ସାମଗ୍ରୀ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ମାଗଣା ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଯଦି ଆପଣ ବି ରାସନ କାର୍ଡ ହିତାଧିକାରୀ ତେବେ ସରକାର ଏବେ ପୁଣି ଥରେ ରାସନ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅନ୍ତର୍ଗତ ଆପଣଙ୍କୁ ଗହମ, ଚାଉଳ ବ୍ୟତିତ ଅନ୍ୟାନ୍ୟ ଜିନିଷ ମଧ୍ୟ ମାଗଣାରେ ମିଳିବ। ଏହି ଲିଷ୍ଟରେ କଣ ସବୁ…