Below header

BSNLର ସୁପରହିଟ ପ୍ଳାନରେ ମିଳୁଛି ଅନଲିମିଟେଡ ଡାଟା ସହ ସବୁ ଫ୍ରି, ଶୀଘ୍ର ଉଠାନ୍ତୁ ଫାଇଦା

ଭାରତୀୟ ଦୂରସଂଞ୍ଚାର ନିଗମ ବା ବିଏସଏନଏଲ ଦ୍ୱାରା ୮୭ ଟଙ୍କାରେ ଏକ ପ୍ଲାନ୍ ପ୍ରଦାନ କରାଯାଇଛି । ଏହି ପ୍ଲାନରେ ଜିଓ ଓ ଏୟାରଟେଲ ଅପେକ୍ଷା ଅଧିକ ଲାଭ ଦିଆଯାଉଛି, ଯେଉଁଥିପାଇଁ ଜିଓ ଓ ଏୟାରଟେଲର ଚିନ୍ତା ବଢ଼ିଛି । ଯେଉଁଠାରେ କୌଣସି ପ୍ରକାରେ ଏୟାରଟେଲର ବେସିକ୍ ପ୍ଲାନର ମୂଲ୍ୟ ୧୫୫ ଟଙ୍କାକୁ…

ଥରେ ଶନିଙ୍କ ଏହି ମନ୍ଦିର ଦର୍ଶନ କରନ୍ତୁ, ଶିନଦୋଷରୁ ମୁକ୍ତି ସହ ପଡ଼ିବ ଆପଣଙ୍କ ଉପରେ ଶୁଭଦୃଷ୍ଟି

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ମନାଯାଏ। ତେବେ କେତେକ ଶନି ଗ୍ରହକୁ ପାପି ଗ୍ରହ ବୋଲି କୁହାଯାଏ। ଯେକୌଣସି ଜାତକର କୁଣ୍ଡଳୀରେ ଶନି ଅଶୁଭ ସ୍ଥିତିରେ ଥିଲେ ତାହା ଖରାପ ହୋଇଥାଏ। ଏହାସହ ଶନିଙ୍କୁ କର୍ମ ଦେବତା ବୋଲି ମଧ୍ୟ କୁହନ୍ତି। ମନାଯାଏ ଯେ ଶନିଦେବ…

କ୍ୟାବିନେଟ ବୈଠକରେ ଲାଗିଲା ମୋହର, କେନ୍ଦ୍ରୀୟ ର୍କଚରାରୀଙ୍କ ବଢ଼ିଲା ୪% ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ଼ ଖୁସିଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବା ଡିଏ ରେ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ମହଙ୍ଗା ଭତ୍ତାକୁ ୩୮…

ଚାଷୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା

କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ ଲଗାତାର ଭାବେ ପ୍ରୟାସ କରୁଛନ୍ତି। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି। ଏହାଭିତରୁ ପିଏମ କିସାନ ଏଫପିଓ ଯୋଜନା ଅନ୍ୟତମ। ଏହି ଯୋଜନା ଅନ୍ତର୍ଗତ ସରକାର ସାରା ଦେଶରେ କୃଷକ ଙ୍କ ପାଇଁ ନୂଆ କୃଷି…

୩୦ ଜୁନ ଯାଏ କରିପାରିବେ ରାସନ-ଆଧାର କାର୍ଡ ଲିଙ୍କ

ରାସନ କାର୍ଡ଼କୁ ନେଇ ସରକାର ଆଣିଲେ ବହୁତ ବଡ଼ ଖବର। ଏବେ ରାସନ କାର୍ଡ ସହିତ ଆଧାର ଲିଙ୍କ ପାଇଁ ସମୟ ସୀମାକୁ ବଢ଼ାଇ ଦେଇଛନ୍ତି। ସମସ୍ତ ରାସନ କାର୍ଡ ଧାରୀ ଏବେ ଆଗାମୀ ୩୦ ଜୁନ ଭିତରେ ଏହି କାମକୁ ସହଜରେ କରିପାରିବେ। ଜାଣନ୍ତୁ ଏହାକୁ ନେଇ ବଡ଼ ଅପଡେଟ.. ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି…

ଏଠାରେ ଟିକେଟ କିଣନ୍ତି କିନ୍ତୁ ଟ୍ରେନରେ ଯାତ୍ରା କରନ୍ତି ନାହିଁ

ଦେଶରେ ଏପରି ଏକ ରେଳ ଷ୍ଟେସନ ରହିଛି। ଯେଉଁଠି ଲୋକେ କେବଳ ଟିକେଟ କିଣିଥାନ୍ତି। ହେଲେ ରେଳ ଯାତ୍ରା କରିନଥାନ୍ତି। ଟିକେଟ୍ କିଣିବା ପରେ ମଧ୍ୟ ଲୋକେ କାହିଁକି କରିନଥାନ୍ତି ରେଳ ଯାତ୍ରା? ଏହା ପଛରେ କେଉଁ କାରଣ ରହିଛି? ଆମେ ଆପଣଙ୍କୁ କହିବୁ.. ସାଧାରଣତଃ ରେଳ ଯାତ୍ରା ପାଇଁ ଆମକୁ ଟ୍ରେନ୍…

ଭୂକମ୍ପ ଆସିବାର ପ୍ରକୃତ କାରଣ କ’ଣ? ଭାରତ ପାଇଁ ଏହା କେତେ ବିପଦପୂର୍ଣ୍ଣ? 

ଗତ କିଛି ଦିନ ହେବ ଭୂମିକମ୍ପର ଖବର ସମସ୍ତଙ୍କୁ ଭୟଭୀତ କରି ରଖିଛି। ସେମିତିରେ ତ ପ୍ରତିବର୍ଷ ଦୁନିଆରେ କେଉଁଠି ନା କେଉଁଠି ଭୂକମ୍ପ ହୋଇଥାଏ। ତେବେ ବି ବନ୍ୟା ବାତ୍ୟା ଭଳି ପୂର୍ବନୁମାନ ଭୂମିକମ୍ପ କ୍ଷେତ୍ରରେ କରାଯାଇପାରେ ନାହିଁ। କାରଣ ଭୂମିକମ୍ପ ଏକ ଏଭଳି ପ୍ରାକୃତିକ ଦୁର୍ବିପାକ ଯାହାର…

Good Morning ମେସେଜ ପଠାଇଲେ ଆକାଉଣ୍ଟ ହୋଇଯିବ ବନ୍ଦ

ଯଦି ହ୍ଵାଟସଆପ୍‌ ରେ ଆପଣ ଅଧିକ ମେସେଜ ପଠାଉଛନ୍ତି ତେବେ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ। ଲୋକଙ୍କୁ ଗୁଡ଼ ମର୍ଣ୍ଣିଂ ମେସେଜ ପଠାଉଥିଲେ ସତର୍କ ରୁହନ୍ତୁ । କେତେବେଳେ ବି ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ଆପଣଙ୍କୁ ବି ଜଣାପଡ଼ିବ ନାହିଁ। କ'ଣ ରହିଛି ପୂରା ଘଟଣା…

ପେନସନ୍ ମାମଲାରେ ଭାରତର ସ୍ଥାନ କେଉଁଠି?

ଅବସର ସମୟରେ ଯେପରି ସହଜ ଓ ସୁବିଧା ରେ ଜଣେ ଚଳିପାରିବ , ନିଜ ଗୁଜୁରାଣ ମେଣ୍ଟାଈ ପାରିବ ସେଥିପାଇଁ ସରକାର ପେନ୍ସନ ବ୍ୟବସ୍ଥା କୁ ଲାଗୁ କରିଛନ୍ତି। ସବୁ ଦେଶରେ ପେନସନ୍ ସ୍କିମ୍ ଭିନ୍ନ ଭିନ୍ନ ରହିଥାଏ। ଖାସ କରି ସରକାରୀ ଚକାରିଆ ଙ୍କ ପେନ୍ସନ ସୁବିଧା ଆଗରୁ ଥିଲେ ବି ପରେ ପ୍ରାଇଭେଟ…

୩୩୩ ଟଙ୍କା ରଖି ରିଟର୍ଣ୍ଣରେ ପାଆନ୍ତୁ ୧୬ ଲକ୍ଷ ଟଙ୍କା

ପୋଷ୍ଟ ଅଫିସରେ ନିବେଶ କରିବା ସବୁଠୁ ସୁରକ୍ଷିତ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକ ଅନ୍ୟ ସବୁ ଅପେକ୍ଷା ପୋଷ୍ଟ ଅଫିସକୁ ବେଶି ବିଶ୍ୱାସ କରିଥାନ୍ତି। କେନ୍ଦ୍ର ସରକାର ଅଧିନସ୍ଥ କାର୍ଯ୍ୟ କରୁଥିବା ଏହି ବିଭାଗ ସେଫ୍ଟି ସହିତ ଭଲ ରିଟର୍ଣ୍ଣ ରାଶି ମଧ୍ୟ ପ୍ରଦାନ କରେ। ପୋଷ୍ଟ ଅଫିସ୍‌‌ରେ RD କଲେ…

ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ, ଏହା ପୂର୍ବରୁ ସାରିଦିଅନ୍ତୁ ସବୁ ଜରୁରୀ କାମ, ନଚେତ ହଇରାଣରେ ପଡ଼ିବେ

୩୧ ମାର୍ଚ୍ଚ ପରେ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ। ଯାହାକି ୧ ଅପ୍ରେଲରୁ ଆରମ୍ଭ ହେବ। ତେଣୁ ଏହା ପୂର୍ବରୁ ଯେତିକି ଜରୁରୀ କାମ ରହିଛି ସେସବୁକୁ ସାରି ଦିଅନ୍ତୁ। ୩୧ ମାର୍ଚ୍ଚ ପୂର୍ବରୁ ଏସବୁ କାମକୁ ଶେଷ କରିଦେବା ଉଚିତ। ନଚେତ ଆପଣଙ୍କୁ ଭାରି ସମସ୍ୟା ହୋଇପାରେ। ଇନକମ ଟାକ୍ସ ରିଟର୍ଣ୍ଣ ଠୁ…

ଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଆସନ୍ତା ମାସରେ ଲାଗିବ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଯାହାକି ମାତ୍ର କିଛି ସମୟ ବାକି ରହିଛି। ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ କରାଯାଇଛି। ପ୍ରତିବର୍ଷ…