Below header

ପାଳିତ ହେଲା ସିଦ୍ଧେଶ୍ୱର ପୀଠରେ ଅଶୋକାଷ୍ଟମୀ ପର୍ବ

ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳ ଚଂଚଳ ହୋଇ ଉଠିଛି ଯାଜପୁରର ସିଦ୍ଧେଶ୍ୱର ପୀଠ । ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ । ବିଶ୍ୱାସ ରହିଛି ଅଶୋକାଷ୍ଟମୀ ଦିନ ପ୍ରଭୁ ସିଦ୍ଧେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିସହିତ ଏଠାରେ ପିତୃପୁରୁଷ ଙ୍କୁ ପିଣ୍ଡଦାନ…

PPF ଓ ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ନୂଆ ନିୟମ

ଯଦି ଆପଣ ବି ନିଜ ପରିବାରର ଭିବଷ୍ୟତକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଭଲ ସରକାରଙ୍କ ଭଲ ଯୋଜନାରେ ନିବେଶ କରନ୍ତୁ। କାରଣ ଏହା ସେଫ୍ଟି ସହ ଦେଇଥାଏ ବଢ଼ିଆ ରିଟର୍ଣ୍ଣ ରାଶି। ତେବେ ଯଦି ଆପଣ ପିପିଏଫ କିମ୍ବା ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥାନ୍ତି ତେବେ ଏହି ଖବର କେବଳ ଆପଣଙ୍କ…

କାହିଁକି ପାଳନ ହୁଏ ଅଶୋକାଷ୍ଟମୀ ?

ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ପ୍ରତିବର୍ଷ ମହାପ୍ରଭୁ ଲିଙ୍ଗରାଜ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯାଇଥାନ୍ତି` ଆଉ ସାଙ୍ଗରେ ଥାନ୍ତି ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । [ପ୍ରତି ଥର ଭଳି ଏଥର ମଧ୍ୟ ଏକାମ୍ର କ୍ଷେତ୍ର ପୁରୁଣା…

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ଟ୍ରେନ ଟ୍ରାକ, ଏଥିରେ ଯାତ୍ରୀ ନିଜ ମୃତ୍ୟୁ କୁ ଅତିକ୍ରମ କରି କରନ୍ତି ଯାତ୍ରା

ଟ୍ରେନ ଯାତ୍ରା ତ ସମସ୍ତେ କରିଛନ୍ତି। ତେବେ ବି ଦୂର ସ୍ଥାନ କୁ ଯାତ୍ରା କଲେ ଟ୍ରେନ ଲାଇନ ଜଙ୍ଗଲ ଓ ପାହାଡ ମଝି ଦେଇ ଯାଇଥାଏ। ତେଣୁ ଯାତ୍ରୀ ମାନେ ପ୍ରକୃତିର ଭରପୂର ମଜା ମଧ୍ୟ ନେଇଥାନ୍ତି। କିନ୍ତୁ ଏହାରି ମଧ୍ୟରେ କିିଛି ଏମିତି ଭୟାନକ ଟ୍ରେନ ଲାଇନ ମଧ୍ୟ ରହିଛି , ଯେଉଁବାଟ ଦେଇ ଗଲେ ମନରେ…

Flight ରେ ବ୍ୟାନ Appleର ଏହି ଡିଭାଇସ୍‌!

ଫ୍ଲାଇଟରେ ଆପଲ ଡିଭାଇସ୍‌ କୁ କରାଯାଇଛି ବ୍ୟାନ। ଯଦି ଆପଣ ବି ଫ୍ଲାଇଟରେ ଯାତ୍ରା କରୁଛନ୍ତି ଆଉ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଏହା ଉପରେ ରୋକ ଲାଗିବ। ଆପଣ ମନଇଚ୍ଚା ଆପଲ ଡିଭାଇସ୍‌ ନେଇ ଫ୍ଲାଇଟରେ ଯାତ୍ରା କରିପାରିବେ ନାହିଁ। ଜାଣନ୍ତୁ ଏହାକୁ ନେଇ ଏବେ ସମ୍ପୂର୍ଣ୍ଣ ଅପଡେଟ। ଆପଲ…

ବ୍ରେକଅପ ଅବା ଛାଡ଼ପତ୍ର ପାଇଁ ଏହି ମନ୍ଦିରରେ ଲୋକେ କରନ୍ତି ପୂଜା, ଏନେଇ ନବରାତ୍ରୀରେ ଲାଗେ ପ୍ରବଳ ଭିଡ଼

କ'ଣ ଆପଣ ନିଜ ସର୍ମ୍ପକକୁ ନେଇ ବିରକ୍ତି ହୋଇଗଲେଣି କି? ଏଥିପାଇ ନିଜ ପାର୍ଟନରଠୁ ଅଲଗା ହେବାକୁ ଚାହୁଁଛନ୍ତି ତେବେ ଯାଆନ୍ତୁ ଥରେ ଏହି ମନ୍ଦିର। କରନ୍ତୁ ପୂଜା। ଏଠାରେ ମାଆଙ୍କର ଥରେ ଦର୍ଶନ କଲେ ସବୁପ୍ରକାର ବନ୍ଧନ ଦୋଷରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ଆଜି ଏପରି ଏକ ନିଆରା ମନ୍ଦିର…

ନୂଆ କାର କିଣିବା ଆଗରୁ ତୁରନ୍ତ କରନ୍ତୁ ଏହି କାମ, କମିବ ପ୍ରିମିୟମ ସହ ମିଳିବ ବଢ଼ିଆ ଇନସୁରାନ୍ସ କଭରେଜ

ଗାଡ଼ି କିଣିବା ସମୟରେ ଯଦି ଆପଣ କିଛି ଜରୁରୀ କଥା ଉପରେ ଧ୍ୟାନ ନଦେବେ ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ରକମ ଦେବାକୁ ପଡ଼ିପାରେ। ଏମିତିରେ ଆପଣ ଠକାମିରୁ ରକ୍ଷା ପାଇବେ। ଏଠାରେ ଆମେ ଆପଣଙ୍କୁ କାର ଇନସୁରାନ୍ସ ସମ୍ପର୍କରେ କିଛି ଜରୁରୀ ଟମର୍ସ ସମ୍ପର୍କରେ କହିବୁ ଯାହାକୁ ଜାଣିବା ଆପଣଙ୍କ…

ପେନସନଭୋଗୀଙ୍କ ପାଇଁ ଖୁସି ଖବର, ବଢ଼ିଲା ୪% DR , ଏବେ ଆକାଉଣ୍ଟ କୁ ଆସିବ ଏତିକି ଟଙ୍କା

କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ୪ % ବୃଦ୍ଧି କରିଛନ୍ତି । ଏହା ସହିତ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ ବା Dearness Relief ମଧ୍ୟ ୪% ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨ %କୁ ବୃଦ୍ଧି ପାଇଛି । ଏଥିରୁ ପ୍ରାୟ…

କ୍ରେଡିଟ କାର୍ଡ ଦେଉଛି Railwayର ସବୁ ସୁବିଧା

ଅଧିକ ଲୋକ ଟ୍ରେନ୍‌ରେ ଯିବାଆସିବା କରନ୍ତି । କିଛି ଜଣ ଟ୍ରେନ ଆସିବା ଆଗରୁ ଷ୍ଟେସନ୍ ରେ ଆସିକି ଅପେକ୍ଷା କରି ରହିଥାନ୍ତି` ଯେମିତିକି ଟ୍ରେନ ମିସ ନକରିବେ ` ତେବେ ଅନେକ ଥର ରେଳ ଷ୍ଟେସନରେ ସମୟ ପୂର୍ବରୁ ପହଞ୍ଚିଗଲେ ପ୍ଲାଟଫର୍ମରେ ଅଧିକ ସମୟ ବିତାଇବାକୁ ପଡେ । ଏଭଳି ସ୍ଥିତିରେ କିଛି…

ସରକାର ଆଣିଲେ ନୂଆ ନିୟମ, ଏହି ସବୁ କାରଣରୁ ଲୋକଙ୍କର ରାସନ କାର୍ଡ ହୋଇଯିବ ରଦ୍ଦ

ବିପିଏଲ କ୍ୟାଟୋଗରୀରେ ଆସୁଥିବା ଲୋକଙ୍କ ପାଇଁ ରାସନ କାର୍ଡ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍‌। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି କାର୍ଡରେ ଲୋକଙ୍କୁ ଶସ୍ତା ମୂଲ୍ୟରେ ରାସନ ଯୋଗାଇଦିଆଯାଏ। ତେବେ ଏହି ସୁବିଧା କେବଳ ଗରିବ ଶ୍ରେଣୀ ର ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା। କିନ୍ତୁ ଅନେକ…

ହୁଗୁଳୀର ଜଗଧାତ୍ରୀ ମନ୍ଦିରରେ ମା’ଙ୍କର ହୁଏ ନିଆରା ପୂଜା

ମନ୍ଦିର ଯିବା ଠାକୁରଙ୍କ ଦର୍ଶନ କରି ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ବଢ଼ିଥାଏ। ଏଥିପାଇଁ ତ ସକାଳୁ ଉଠିବା ଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନାମ ନିଅନ୍ତି। କୁହନ୍ତି ଭଗବାନଙ୍କୁ ସ୍ମରଣ କଲେ ମନରେ ଭୟ ଦୂର ହୋଇଯାଏ । ଆତ୍ମବିଶ୍ୱାସ ବଢ଼ିଥାଏ।…

ଟ୍ରେନର ଯେକୌଣସି ବଗି ରୁ ଚେନ ଟାଣିଲେ ତୁରନ୍ତ ଜାଣି ନିଅନ୍ତି RPF, ଏପରି ମିଳିଯାଏ ସୂଚନା

ଆପଣ ସମସ୍ତେ ଟ୍ରେନ ରେ ଯାତ୍ରା କରୁଥିବେ। ଏଥିରେ ଅନେକ ବଗି ରହିଛି। ଯେଉଁଥିରେ ଯାତ୍ରୀ ମାନେ ବସି ଯାତ୍ରା କରିଥାନ୍ତି । ଆଉ ପ୍ରତେକ ବଗି ରେ ଚେନ ଲାଗିଥାଏ। କୌଣସି ଜରୁରୀ କାଳୀନ ପରିସ୍ଥିତି ରେ ଯାତ୍ରୀ ମାନଙ୍କ ପାଇଁ ଏହି ଚେନ ପୁଲ କରିବାର ବ୍ୟବସ୍ଥା ରହିଛି। ତେବେ ଏହା କୁ ମନ ଇଚ୍ଛା…