ଶସ୍ତାରେ ୨ ମାସ ଯାଏ ଉଠାନ୍ତୁ ଅନଲିମିଟେଡ ଫାଇଦା
ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆଉ ଏକ ସୁପରହିଟ ପ୍ଳାନ। ପ୍ରତିଥର ଭଳି ଏଥର ମଧ୍ୟ ଗ୍ରାହକଙ୍କୁ ବଢ଼ିଆ ପ୍ରିପେଡ ପ୍ଲାନ ଅଫର କରୁଛି କମ୍ପାନୀ। ଏଥିରେ ଯେଉଁ ବେନିଫିଟ୍ସ ମିଳେ ତାହା ମହଙ୍ଗା ବେନିଫିଟ୍ସ ସହିତ ପାଖାପାଖି ସମାନ। ଯଦି ଆପଣ ପ୍ରତି ମାସରେ ପ୍ରିପେଡ ପ୍ଲାନ କୁ ରିଚାର୍ଜ…