Below header

କୋଟି କୋଟି ଟଙ୍କାର ଘର କିଣିବାରେ ବ୍ୟସ୍ତ ଅଛନ୍ତି ବଲିଉଡ୍‌ର ଏହି ସେଲିବ୍ରିଟି, ହ୍ରିତିକ୍‌ଙ୍କ ଆପାର୍ଟମେଣ୍ଟର ଦାମ୍‌…

ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଆପାର୍ଟମେଣ୍ଟ କିଣିବାରେ ବ୍ୟସ୍ତ ଅଛନ୍ତି। କିଏ ନୂଆ ଆପାର୍ଟମେଣ୍ଟ କିଣୁଛି ତ ଆଉ କିଏ ବିକ୍ରି କରୁଛି। ଅଭିନେତ୍ରୀ କରିସ୍ମା କପୁର ଓ ତାଙ୍କ ମା’ ବବିତା ନିଜର ଏକ ଆପାର୍ଟମେଣ୍ଟକୁ ୧୦.୧୧ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର…

ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟରେ ଏୟାରପ୍ରେସରରେ ପବନ ଭରିଲା ସାଙ୍ଗ, କହିଲା-‘ମଜାରେ କରିଥିଲି’

ସାଙ୍ଗସାଥୀଙ୍କ ମଧ୍ୟରେ ହସ ମଜା ଏକ ସାଧାରଣ କଥା। କିନ୍ତୁ ଏହା ସୀମା ଭିତରେ ରହିବା ଦରକାର, ନଚେତ୍‌ ପରିଣାମ ଭୟଙ୍କର ହୋଇପାରେ। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ନିଜ ସାଙ୍ଗ ସହ ଏଭଳି ଘୃଣ୍ୟ ମଜାକ୍‌ କରିଛନ୍ତି, ଯାହା ତାଙ୍କ ଜୀବନ ପ୍ରତି ବିପଦ…

୧୦ ଦିନ ତଳେ ଗର୍ଭବତୀ ଥିବା ଜଣାପଡ଼ିଥିଲା, ୧୧ ତମ ଦିନରେ ହେଲା ଝିଅ ଜନ୍ମ; ଡାକ୍ତର ବି ଜାଣିପାରୁନାହାନ୍ତି କାରଣ

ମାତ୍ର ୧୦ ଦିନ ତଳେ ହିଁ ଜଣାପଡ଼ିଥିଲା ମହିଳା ଗର୍ଭବତୀ ଅଛନ୍ତି ଓ ୧୧ ତମ ଦିନରେ ତାଙ୍କର ଝିଅ ଜନ୍ମ ହୋଇଛି। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ଏକଦମ୍‌ ସତ। ମହିଳା ଗର୍ଭବତୀ ଥିଲେ ମଧ୍ୟ ସେ ନିଜେ ବି ଏକଥା ଜାଣିପାରିନଥିଲେ। ଅଚାନକ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ ଓ ସେତେବେଳକୁ ଡେଲିଭରି…

ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଦେଲେ ପ୍ରଣିତା ସୁଭାଷ, ହାତ ଯୋଡ଼ି ଫ୍ୟାନ୍‌ଙ୍କୁ ବି…

ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର। ଏହି ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଲୋକମାନେ ନିଜ ଆଡ଼ୁ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରୁଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ପ୍ରଣିତା ସୁଭାଷ ମଧ୍ୟ ଶ୍ରୀରାମ…

ବନ୍ଦ ହେଲା ଦେଶୀ ମେସେଜିଂ ଆପ୍‌ Hike Sticker Chat, ଟ୍ଵିଟ୍‌ କରି ସୂଚନା ଦେଲେ ସିଇଓ ଭାରତୀ ମିତ୍ତଲ

ବନ୍ଦ ହେଲା ହାଇକ୍‌ ମେସେଜିଂ ଆପ୍‌। ଭାରତର ଏହି ଦେଶୀ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ବନ୍ଦ ହୋଇଥିବା ନେଇ ହାଇକ୍‌ର ଫାଉଣ୍ଡର ତଥା ସିଇଓ କଭିନ୍‌ ଭାରତୀ ମିତ୍ତଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଥିଲେ, ଜାନୁଆରୀ ୧୪ରୁ ଏହି ଆପ୍‌ ବନ୍ଦ ହେବାକୁ ଯାଉଛି। ଏଣୁ ସମସ୍ତ ଡାଟାକୁ ସେଭ୍‌ କରି…

ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ଏହି କାମ କରୁଥିଲେ ସିଦ୍ଧାର୍ଥ ମାଲହୋତ୍ରା, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

୨୦୧୨ ମସିହାରେ ବଲିଉଡ୍‌ର ପାଦ ଥାପିଥିବା ସିଦ୍ଧାର୍ଥ ମାଲହୋତ୍ରା ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ସେ ହସି ତୋ ଫସି, ଏକ ଭିଲେନ୍‌, କପୁର ଆଣ୍ଡ୍‌ ସନ୍ସ, ବାର ବାର ଦେଖୋ, ଏ ଜେଣ୍ଟେଲମ୍ୟାନ୍‌, ଇତ୍ତେଫାକ୍‌, ଅୟୋରେ, ଜବରିଆ ଯୋଡ଼ି ଓ ମରଜାଓ୍ଵା ଭଳି ଫିଲ୍ମରେ କାମ କରିଛନ୍ତି ଓ ନିଜ…

ଫାର୍ମହାଉସ୍‌ରେ ଚୋରି କଲା ଚୋର, କିନ୍ତୁ ମାଲିକ ତାକୁ ହିଁ ଦେଇଦେଲେ ଚାକିରି; କାରଣ ଥିଲା ଏମିତି

କୁହାଯାଏ, ପଶ୍ଚାତାପଠୁ ବଡ଼ ପ୍ରାୟଶ୍ଚିତ ଆଉ କିଛି ନାହିଁ। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ମିରଠରେ। ଏଠାରେ ଏକ ଚୋରକୁ ମାଲିକ ଜଣକ ଚୋରି କରିଥିବା ଫାର୍ମହାଉସ୍‌ରେ ହିଁ ଚାକିରି ଦେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଠାରେ ଏକ ଚୋର ଚୋରି କରିବା ପରେ ହଠାତ୍‌…

୧୬ରେ କୋ-ଓ୍ଵିନ୍‌ ଆପ୍‌ ଲଞ୍ଚ୍‌ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କରୋନା ଟିକାକରଣ ପାଇଁ କେମିତି କରିବେ…

କରୋନାକୁ ହରାଇବା ପାଇଁ ଜାନୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୬ ତାରିଖ ସକାଳ ୧୧ଟା ବେଳେ ଏହି ଭ୍ୟାକ୍ସିନେସନ୍‌ ପ୍ରୋଗ୍ରାମ୍‌ ଆରମ୍ଭ କରିବେ। ଏ ଅବସରରେ ମୋଦି ଟିକାକରଣ ପାଇଁ ତିଆରି ହୋଇଥିବା କୋଓ୍ଵିନ୍‌ ଆପ୍‌କୁ ମଧ୍ୟ ଲଞ୍ଚ୍‌…

ସାଇକେଲରେ ସୁଟିଂସେଟ୍‌ରେ ପହଞ୍ଚିଲେ ରକୁଲପ୍ରୀତ ସିଂହ, କିଛି ଦିନ ତଳେ କରୋନାରୁ ହୋଇଛନ୍ତି ସୁସ୍ଥ; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ସାଇକେଲ ଚଲାଇ ସୁଟିଂ ସେଟ୍‌ରେ ପହଞ୍ଚିଛନ୍ତି। ସାଇକେଲ ଚଲାଇବା ବେଳର ଭିଡିଓକୁ ରକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ସାଇକେଲ ଚଲାଉଥିବା ବେଳେ କାରରେ କେହି ଜଣେ ତାଙ୍କର ଭିଡିଓ ସୁଟିଂ କରୁଛନ୍ତି। ଏହି ସାଇକେଲ ଚଲାଇବାକୁ…

ଶୀତଦିନେ ଅଧିକ କ୍ରିମ୍‌ ବ୍ୟବହାର ଯୋଗୁ ମୁହଁ କଳା ପଡ଼ୁଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତଦିନେ ରୁକ୍ଷ ତ୍ୱଚା ସମସ୍ୟାରୁ ମୁକ୍ତି ପାଇବାକୁ ଲୋକମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହା ତ୍ୱଚାକୁ କିଛି ସମୟ ପାଇଁ ମୁଲାୟମ ରଖୁଥିଲେ ମଧ୍ୟ ପ୍ରାକୃତିକ ଚମକ କମାଇଦିଏ। ଅଧିକାଂଶ ଲୋକଙ୍କ ଚେହେରା ଶୀତଦିନେ କଳା ପଡ଼ିଯାଏ। ଏଭଳି ସ୍ଥିତିରେ ଆପଣ ଚାହିଁଲେ…

ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୬୮ ପଇସା ବଢ଼ି ୮୫ ଟଙ୍କା ୪୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୬୮ ପଇସା ବଢ଼ି ୮୧ ଟଙ୍କା ୬୬ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ ଏବଂ…