ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ଟ୍ରେନ ଚଳାଚଳ, ଜନତା କର୍ଫ୍ୟୁ ପାଳନ ପାଇଁ ରେଳ ସେବା ବନ୍ଦ ରହିବ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ଟ୍ରେନ ଚଳାଚଳ । ଜନତା କର୍ଫ୍ୟୁ ପାଳନ ପାଇଁ ରେଳ ସେବା ବନ୍ଦ ରହିବ । ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ଜନତା କର୍ଫ୍ୟୁ ନେଇ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

You might also like