Browsing Tag

janata curfew

ମୁଁ ସମାଜର ଶତ୍ରୁ, ଘରେ ରହିବି ନାହିଁ: ମଧ୍ୟ ପ୍ରଦେଶ ପୋଲିସର ଏହି ନିଆରା ଆଇଡିଆକୁ ସୋସିଆଲ ମିଡିଆରେ ପ୍ରଶଂସା

କରୋନା ଭାଇରସ ଯୋଗୁ ଏବେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଚାଲିଛି , ଏଭଳି ସ୍ଥିତିରେ ଯେଉଁ ଲୋକ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଦେଶରେ ଏମିତି ଗମ୍ଭୀର ପରିସ୍ଥିତିକୁ ନଜରରେ ରଖି ମଧ୍ୟ ପ୍ରଦେଶ ପୋଲିସ ଏକ ନିଆରା ଉପାୟ ବାହାର କରିଛି । ପୋଲିସ ଏକ…

ସବୁ ଘରେ ଥିବାବେଳେ ପୋଲିସକର୍ମୀ କରୁଛନ୍ତି ଡ୍ୟୁଟି, ଆଉ ଏଥିପାଇଁ ମହିଳା ନିଜ ହାତରେ ତିଆରି କରି ଆଣିଛନ୍ତି ଟିଫିନ୍‌,…

ଭାରତରେ କରୋନା ଭାଇରସର ସଂକ୍ରମଣ ଦ୍ୱାରା ରବିବାର ତିନି ଜଣଙ୍କର ମୃତ୍ୟୁ ହୋଇଛି, ଫଳରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦିଲ୍ଲୀ ସରକାର ପୂରା ମହାନଗରରେ ୨୩ ମାର୍ଚ୍ଚରୁ ନେଇ ୩୧ ମାର୍ଚ୍ଚ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକଡାଉନ ଲଗାଇବାକୁ ଘୋଷଣା କରାଯାଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ…

ଅପରାହ୍ନ ୫ଟାରେ ବାଜିଲା ତାଳି, ଥାଳି, ଘଣ୍ଟ ଓ ଶଙ୍ଖ, ଜନତା କର୍ଫ୍ୟୁକୁ ସଫଳ କଲା ସାରା ଭାରତ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଏ ହାତରେ ତାଳି ବଜାଉଥିଲା ତ ଆଉ କିଏ ଥାଳି ଧରି ଘଣ୍ଟ ଭଳି ବଜାଉଥିଲା । ପୁଣି କିଏ ଘଣ୍ଟ ତ ଶଙ୍ଖ ବଜାଇ କରୋନା ସହ ଲଢୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଓ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଇଛି ସାରା ଦେଶ । ଏଥିରୁ ବା…

ଆସନ୍ତାକାଲି ଭୋର୍‌ ୫ଟା ଯାଏଁ ଜନତା କର୍ଫ୍ୟୁର ଅବଧି ବଢ଼ାଇଲେ ତାମିଲନାଡ଼ୁ ସରକାର

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଅପିଲ କରାଯାଇଥିବା ଜନତା କର୍ଫ୍ୟୁକୁ ସବୁ ରାଜ୍ୟରେ ବହୁଳ ଭାବେ ସମର୍ଥନ ମିଳୁଛି। ରବିବାର ସକାଳ ୭ଟାରୁ ରାତି ୯ ପର୍ଯ୍ୟନ୍ତ କରାଯାଇଥିବା ଏହି କର୍ଫ୍ୟୁ ବେଳେ ସହର ବଜାର, ଦୋକାନ, ଗାଡ଼ିମଟର ବନ୍ଦ କରିବାକୁ…

ପୋଲିସ କମିଶନରଙ୍କ ପ୍ରେସ୍‌ ମିଟ୍‌ : ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କଲେ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ କରୋନାକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଆଜି ପୋଲିସ କମିଶନର ବିଭିନ୍ନ କଟକଣା ଜାରି କରିଛନ୍ତି । ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବରିଷ୍ଠ ନାଗରିକଙ୍କୁ ପରାମର୍ଶ…

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅପିଲ୍‌, ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ପାଳନ ଆହ୍ଵାନକୁ ସମର୍ଥନ କରିବା ପାଇଁ…

କେନ୍ୟୁଜ୍(ବ୍ୟୁରୋ):  କରୋନା ଭାଇରସ୍‌ ମୁକାବିଲା ପାଇଁ ଜନସାଧାରଣ ସଚେତନ ରହିବା ପାଇଁ ୧୫ ଦିନ ହେଲା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବିଭିନ୍ନ ଜରିଆରେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ଡକ୍ଟର ସାମନ୍ତ କିଟ୍‌ ଓ କିସ୍‌ କର୍ମଚାରୀଙ୍କ ଜରିଆରେ ଓଡ଼ିଶାର ସମସ୍ତ ପଞ୍ଚାୟତ ଓ ବ୍ଲକ…

କଣ ଏହି ଜନତା କର୍ଫ୍ୟୁ ? ଆପଣଙ୍କ ପ୍ରଶ୍ନର ଉତ୍ତର ପାଇବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଦେଶ ଏମିତି ଏକ ପରିସ୍ଥିତି ଦେଇ ଗତି କରୁଛି ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଯେମିତି ଏକ କୋକୁଆଭୟ ଖେଳି ଯାଇଛି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଗଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ରୋଗ ଧୀରେ ଧୀରେ ବିଶ୍ୱର ଅନ୍ୟ ଦେଶ ଗୁଡିକରେ ନିଜ କାୟା ବିସ୍ତାର…

ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ଟ୍ରେନ ଚଳାଚଳ, ଜନତା କର୍ଫ୍ୟୁ ପାଳନ ପାଇଁ ରେଳ ସେବା ବନ୍ଦ ରହିବ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ଟ୍ରେନ ଚଳାଚଳ । ଜନତା କର୍ଫ୍ୟୁ ପାଳନ ପାଇଁ ରେଳ ସେବା ବନ୍ଦ ରହିବ । ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ଜନତା କର୍ଫ୍ୟୁ ନେଇ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ, ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  କରୋନା ଭାଇରସ୍‌ ସହ ଲଢ଼େଇ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର। ସଂକଳ୍ପ ଓ ସଂଞ୍ଜମ ରକ୍ଷା ପାଇଁ ଆହ୍ଵାନ ଦେଇଛନ୍ତି। ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବାକୁ ସଂକଳ୍ପ କରିବାକୁ କହିଛନ୍ତି। ଏପରି କି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ…