Below header

ବର୍ଷର ପ୍ରଥମ ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ସାରି ଦିଅନ୍ତୁ ବାକି କାମ

ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ବାକି ଅଛି ତେବେ ତାହାକୁ ତୁରନ୍ତ ଶେଷ କରିଦିଅନ୍ତୁ ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ମୁତାବକ ଜାନୁୟାରୀରେ ଦିନେ କିମ୍ବା ଦୁଇ ଦିନ ନୁହେଁ ବରଂ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ। ଏହି ୧୬ଟି ଛୁଟିରେ ଭିନ୍ନ ଭିନ୍ନ ରାଜ୍ୟର ଛୁଟି ମଧ୍ୟ ସାମିଲ ଅଛି। ଏହି ସମୟରେ ଗ୍ରାହକ ହଇରାଣ ହେବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ଜାନୁୟାରୀରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ…

୧- ନୂଆବର୍ଷ

୨-ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ

୫-ରବିବାର

୭-ଇମୋଇନୁ ଇରପ୍ପା

୮-ଗାନ ନଗାଇ

୧୧-ଦ୍ୱିତୀୟ ଶନିବାର

୧୨- ରବିବାର

୧୪-ମକର ସଂକ୍ରାନ୍ତି

୧୫-ମକର ସଂକ୍ରାନ୍ତି, ପୋଙ୍ଗଲ

୧୬-ତିରୁବୁଲ୍ଲର ଡେ

୧୭-ଉଜ୍‌ହ୍ଵାବର ନିରୁନଲ

୧୯-ରବିବାର

୨୩-ନେତାଜୀ ସୁବାସ ବୋଷ ଜୟନ୍ତୀ

୨୫-ଚତୁର୍ଥ ଶନିବାର

୨୬-ଗଣତନ୍ତ୍ର ଦିବସ, ରବିବାର

୩୦-ସରସ୍ୱତୀ ପୂଜା, ବସନ୍ତ ପଞ୍ଚମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.