ପ୍ରକାଶ ପାଇଲା ଓଡିଶା ସିଭିଲ୍‌ ସର୍ଭିସ୍‌ ପାଇଁ ବିଜ୍ଞପ୍ତି

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୨ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ୩୯୨ ଟି ବିଭିନ୍ନ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଏହି ବିଜ୍ଞାପନ କରିଛି।

ଆବେଦନ କରିବାର ପ୍ରାରମ୍ଭିକ ତାରିଖ : ୧୨ ତାରିଖ, ୨୦୨୧

ଆବେଦନ କରିବାର ଶେଷ ତାରିଖ : ୧୮ ତାରିଖ

ପଦ ସଂଖ୍ୟା : ୩୯୨

  • ମହିଳାଙ୍କ ପାଇଁ ପଦ : ୧୨୮
  • ଓଏଏସ : ୧୩୭
  • ଓଏଫସ : ୧୦୪
  • ଓପିଏସ : ୬
  • ଓସିଏସ : ୮
  • ଓଆରଏସ : ୭୪

ରାଜ୍ୟର ୫ଟି ଜୋନରେ ପରୀକ୍ଷା ହେବ। ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.