Browsing Category

ମନୋରଂଜନ

ସଲମାନ ଖାନ ଘର ବାହାରେ ଗୁଳିମାଡ଼ ଘଟଣା : ପୋଲିସ ହେପାଜତରେ ଜୀବନ ହାରିଲା ଜଣେ ଅଭିଯୁକ୍ତ

() ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିମାଡ ଘଟଣାରେ ନୂଆ ମୋଡ । ଭାଇଜାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ କରିଥିବା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଜୀବନ ହାରିଛି । ପୋଲିସ କହିବା ମୁତାବକ, ଗିରଫ ଅଭିଯୁକ୍ତ ପୋଲିସ ହେପାଜତରେ ଜୀବନ ହାରିଛି । ତା ନାଁ ଅନୁଜ…

ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍ ଓ ତବୁ, ସାମ୍ନାକୁ ଆସିଲା ଫିଲ୍ମର ରିଲିଜ୍‌ ଡେଟ୍‌

ଫିଲ୍ମ ନିର୍ଦ୍ଦେଶକ ନୀରଜ ପାଣ୍ଡେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଔର ମେ କାହାଁ ଦମ୍ ଥା' ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ଚଳିତ ବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି । ବର୍ତ୍ତମାନ…

ବରଫ ପାହାଡ଼ରେ କିଲର୍ ଲୁକରେ ନଜର ଆସିଲେ ସୁନୀଲ ସେଟ୍ଟି, ଭାଇରାଲ ହେଉଛି ଫଟୋ

'ମୋହରା', 'ବର୍ଡର' ଏବଂ 'ଧଡକନ୍' ଭଳି ହିଟ୍ ଫିଲ୍ମ ଦେଇଥିବା ଅଭିନେତା ସୁନୀଲ ଶେଟ୍ଟୀ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ସେ ନିଜ ଲୁକ୍ସ ଯୋଗୁଁ ତ କେତେବେଳେ ନିଜ ଫିଟନେସ୍ ସହିତ ସୁନୀଲ ଶେଟ୍ଟୀ ତାଙ୍କ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି । ୬୨ ବର୍ଷ ବୟସରେ ମଧ୍ୟ ସୁନୀଲ…

ଜନ୍ମଦିନରେ ଜାଣନ୍ତୁ ଅନୁଷ୍କା ଶର୍ମାଙ୍କ ନେଟ୍ ୱର୍ଥ କେତେ?

ଅନୁଷ୍କା ଶର୍ମା ଆଜି ନିଜର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଅନୁଷ୍କା ଶର୍ମା ବଲିଉଡର ଜଣେ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ଅଟନ୍ତି । ୨୦୦୮ ରେ ଶାହାରୁଖ ଖାନଙ୍କ ସହ 'ରବ ନେ ବନା ଦି ଯୋଡି' ସହିତ ବଲିଉଡରେ ଡେବ୍ୟୁ କରିଥିବା ଅନୁଷ୍କା ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଛନ୍ତି । 'ଏ…

ବିଗିଡିଲା ଆମୀର ଖାନଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଚେନ୍ନାଇ ପରେ ଏବେ ମୁମ୍ବାଇରେ ହେଉଛନ୍ତି ଚିକିତ୍ସିତ

ବଲିଉଡ ଅଭିନେତା ଆମୀର ଖାନ ତାଙ୍କ ସୁନ୍ଦର ଅଭିନୟ ଯୋଗୁ ଏବେ ମଧ୍ୟ ଲୋକଙ୍କ ମନରେ ରହିଛନ୍ତି । କିନ୍ତୁ ସେ ଏବେ କୌଣସି ଫିଲ୍ମରେ ନଜର ଆସୁନାହଁନ୍ତି । ଆଜିକାଲି ଅଭିନେତା ଫିଲ୍ମ ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେ ଖୁବ୍ ଶୀଘ୍ର ଏକ ନୂତନ ପ୍ରୋଜେକ୍ଟ ସହିତ ଅଭିନୟ ଜଗତକୁ ଫେରିବେ ଏବଂ ଏହା…

ପାହାଡ଼ ଉପରେ ମସ୍ତି କରୁଥିବାର ନଜର ଆସିଲେ ଶେହେନାଜ ଗିଲ୍‌, ଡ୍ୟାନ୍ସ ଦେଖି ଫିଦା ହେଲେ ଫ୍ୟାନ୍ସ

ଶେହେନାଜ ଗିଲ୍‌ ସବୁବେଳେ ଫ୍ୟାନ୍ସଙ୍କ ପାଇଁ ନିଜର ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ସେ ଟ୍ରିପ୍‌ ର ମଜା ନେଉଛନ୍ତି । ଏହି ସମୟରେ ଶେହନାଜ ଇନଷ୍ଟାଗ୍ରାମରେ ପାହାଡ଼ ଉପରେ ବୁଲି ବୁଲି ନିଜର ସୁନ୍ଦର ଫଟୋ ଓ ଭିଡିଓକୁ ସେୟାର କରୁଛନ୍ତି । ଭିଡିଓରେ ଶେହନାଜଙ୍କ ଡ୍ୟାନ୍ସ…

ଫାଇନାଲକୁ ଗଲା ରଣବୀରଙ୍କ ଫୁଟବଲ ଟିମ୍, ପତ୍ନୀ ଆଲିଆଙ୍କ ସହ ଏଭଳି କରିଲେ ସେଲିବ୍ରେଟ୍

ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ନିଜର ଅନେକ ପ୍ରୋଜେକ୍ଟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ରଣବୀର କପୁର ଖୁବ ଖୁସି ଅଛନ୍ତି କାରଣ ତାଙ୍କ ଫୁଟବଲ ଟିମ 'ମୁମ୍ବାଇ ସିଟି ଏଫସି' ସୋମବାର ଦିନ ମୁମ୍ବାଇ ଫୁଟବଲରେ ଏରେନାରେ ଜିତିବା ପରେ ତାଙ୍କ ଟିମ ଇଣ୍ଡିଆନ…

ଲାଇଭ୍‌ କନସର୍ଟରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କୁ କ୍ଷମା ମାଗିଲେ ଅରିଜିତ ସିଂ, ଜାଣନ୍ତୁ କାହିଁକି 

ବଲିଉଡ ଇଣ୍ଡଷ୍ଟ୍ରୀ ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂ, ଏପ୍ରିଲ ୨୭ ଶନିବାର ଦିନ ଦୁବାଇର କୋକାକୋଲା ଏରିନାରେ ଏକ ଲାଇଭ୍‌ କନସର୍ଟରେ ଆୟୋଜନ କରିଥିଲେ । ଏହି କନସର୍ଟରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ଉପସ୍ଥିତ ଥିଲେ । ସାରା ବିଶ୍ୱରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କର ବହୁତ…

ଭାବିଜୀ ଘର ପର ହୈ ଫେମ ସୌମ୍ୟା ଟଣ୍ଡନ ହସପିଟାଲରେ ଭର୍ତ୍ତି, ଚିନ୍ତାରେ ଫ୍ୟାନ୍ସ

ଭାବିଜୀ ଘର ପର ହୈ’ର ଗୌରୀ ମ୍ୟାମ୍‌ ଫେମ ସୌମ୍ୟା ଟଣ୍ଡନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି । ଫଟୋରେ ଦେଖିବାକୁ ମିଳିଛି କି, ସୌମ୍ୟା ହସପିଟାଲରେ ବେଡରେ ପଡିଥିବା ବେଳେ ହାତରେ ଡ୍ରିପ୍‌ ଲାଗିଛି । ଆଉ ଏହି ଫଟୋ ଦେଖି ଫ୍ୟାନ୍ସ…

ଅପେକ୍ଷାର ଅନ୍ତ, ସାମ୍ନାକୁ ଆସିଲା ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘କଲ୍କି 2898 AD’ ରିଲିଜ ଡେଟ୍

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ 'କଲ୍କି 2898 AD' ଦୀର୍ଘ ଦିନ ଧରି ଖୁବ ଚର୍ଚ୍ଚାରେ ରହିଆସିଛି । ଫ୍ୟାନ୍ସମାନେ ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମକୁ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଫିଲ୍ମର ଷ୍ଟାରମାନଙ୍କର ପ୍ରଥମ ଲୁକ୍ ମଧ୍ୟ ପ୍ରକାଶ ପାଇଛି । ନିକଟରେ…

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ନିଧନ, ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ

ଭୋଜପୁରୀ ସିନେମା ଜଗତରୁ ଆସିଛି ଏକ ଦୁଃଖଦ ଖବର । ଲୋକପ୍ରିୟ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ନିଧନ ହୋଇଛି । ଅଭିନେତ୍ରୀଙ୍କ ମୃତ୍ୟୁରେ ଭୋଜପୁରୀ ଷ୍ଟାର୍‌ ଏବଂ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଭାଗଲପୁରରେ ଅନ୍ନପୂର୍ଣ୍ଣା ଓରଫ୍‌ ଅମୃତା ପାଣ୍ଡେଙ୍କ ମୃତଦେହ ସନ୍ଦେହଜନକ…

ମହାଦେବ ବେଟିଂ ଆପ୍ ମାମଲା, ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ ପୋଲିସ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି । ମୁମ୍ବାଇ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ତାଙ୍କୁ ଛତିଶଗଡରେ ଅଟକ ରଖି ଏବେ ମୁମ୍ବାଇକୁ ଆଣିଛନ୍ତି । ଗିରଫ ଖଣ୍ଡା ପୂର୍ବରୁ ସାହିଲ ଖାନଙ୍କ ଉପରେ ରହିଥିଲା । ମୁମ୍ବାଇ ପୋଲିସ ଏଫଆଇଆରରେ ୩୨ ଜଣଙ୍କ ନାମ…