Browsing Category

ମନୋରଂଜନ

ଆରମ୍ଭ ହେଲା ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ର ସୁଟିଂ, ଭାଇରାଲ ହେଉଛି ଭିଡିଓ

ଦ୍ୱିତୀୟ ଥର ସିନେ ପରଦାରେ ଏକାଠି ନଜର ଅସେିବେ ବରୁଣ ଧୱନ ଏବଂ ଜାହ୍ନବୀ କପୁର । ତେବେ ଫିଲ୍ମ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ ରେ ସେମାନଙ୍କୁ ଦେଖିବାକୁ ମିଳିବ ଏକାଠି । ଉଭୟଙ୍କୁ ପୁଣି ଥରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏବେ କରଣ ଜୋହର ତାଙ୍କର ଅପ୍‌କମିଂ…

୩୩ ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ରଜନୀକାନ୍ତ ଓ ଅମିତାଭ ବଚ୍ଚନ, ସୁଟିଂ ସେଟ୍‌ରୁ ଭାଇରାଲ ହେଉଛି ଫଟୋ

ଭେଟେରାନ ଅଭିନେତା ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନ ନିଜ ନିଜ ଫିଲ୍ମରେ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଦମ୍‌ଦାର ଅଭିନେତା ଭାବରେ ଜଣାଶୁଣା । ଖୁବ୍ ଶୀଘ୍ର ଦୁହେଁ ଏକାଠି ‘ଭ୍ୟାଟିୟନ’ ଫିଲ୍ମରେ ନଜର ଆସିବେ । ତେବେ ଏହି ଫିଲ୍ମ ପାଇଁ ଦୁହେଁ ଏକାଠି ସୁଟିଂ…

ଇଡି ଜାଲରେ ଏଲଭିଶ ଯାଦବ, ମନି ଲଣ୍ଡ୍ରିଂ ମାମଲାରେ ପଚରାଉଚରା

ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ୍ ଯାଦବଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଏଲଭିଶଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ଇଡି ଏଫ୍‌ଆଇଆର ଦାଖଲ କରିଛି । ଏଲଭିଶଙ୍କ ପାଖରେ ଥିବା ଦାମୀ କାରଗୁଡିକର ପାଇଁ ମଧ୍ୟ ଇଡି ଯାଞ୍ଚ କରିବେ । ସୂଚନା ଅନୁଯାୟୀ, ଏଲଭିଶଙ୍କ ବିରୋଧରେ ବଡ଼…

ହସ୍ପିଟାଲରେ ଭର୍ତ୍ତି ହେଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ପୁଅକୁ ମନେ ପକାଇ ସେୟାର କଲେ ଭିଡିଓ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ । ସେ ସେହି ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଦର୍ଶକଙ୍କୁ ହସାଇବାରେ ସର୍ବଦା ସଫଳ ହୋଇଆସୁଛନ୍ତି । ଭାରତୀ ସିଂଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ତେବେ ଭାରତୀ ସିଂଙ୍କୁ ହସ୍ପିଟାଲରେ…

ନିଜ ଡ୍ରେସରେ ଯାଦୁ ଦେଖାଇଲେ ଉର୍ଫି, ତାଳି ମାରିବା ମାତ୍ରେ ହିଁ ଗାଉନରୁ ଉଡିଲେ ପ୍ରଜାପତି

ନିଜ ଅତରଙ୍ଗୀ ଫ୍ୟାଶନ୍ ଯୋଗୁଁ ଉର୍ଫି ଜାଭେଦ ସୋସିଆଲ ମିଡିଆରେ ସବୁବେଳେ ଭାଇରାଲ ହୋଇଥା’ନ୍ତି । ସୋସିଆଲ୍ ମିଡିଆ ସେନ୍ସେସ୍ ଏବଂ ଫ୍ୟାଶନ୍ କ୍ୱିନ୍ ଉର୍ଫି ଜାଭେଦ୍ ନିଜ ଅଜବ ଗଜବ ଫ୍ୟାଶନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଉର୍ଫି ଜାଭେଦଙ୍କ ଫ୍ୟାନ୍ସମାନେ ତାଙ୍କ ନୂଆ ଆଉଟଫିଟ୍ ପାଇଁ…

ପୁଣିଥରେ ମାହିଷ୍ମତି ସାମ୍ରାଜ୍ୟ ଦେଖାଇବେ ରାଜାମୌଲି, ଏଥର ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ ‘ବାହୁବଳୀ’

ଫିଲ୍ମ ନିର୍ମାତା ଏସ୍‌ଏସ୍‌ ରାଜାମୌଲି ତାଙ୍କର ଲୋକପ୍ରିୟ ଫ୍ରାଞ୍ଚାଇଜ୍ ବାହୁବଳୀର ଏକ ନୂତନ ଆନିମେଟେଡ୍ ସିରିଜ୍ ଘୋଷଣା କରିଛନ୍ତି । ଏହି ସିରିଜର ନାମ ହେଉଛି 'ବାହୁବଳୀ: କ୍ରାଉନ୍ ଅଫ୍ ବ୍ଲଡ୍' ଏବଂ ଏହି ବାହୁବଳୀ ୟୁନିଭର୍ସ ଉପରେ ଆଧାରିତ ହେବାକୁ ଯାଉଛି । ଏହି ସିରିଜ୍ OTT ପ୍ଲାଟଫର୍ମରେ…

ନିଜର ୪୪ତମ ବାର୍ଷିକୀରେ ପୁଣିଥରେ ବିବାହ କଲେ କି ଧର୍ମେନ୍ଦ୍ର-ହେମା, ଫୁଲମାଳ ପିନ୍ଧିଥିବା ଫଟୋ ଭାଇରାଲ

ବଲିଉଡର ମୋଷ୍ଟ୍‍ ପପୁଲାର କପଲ୍‌ଙ୍କ ମଧ୍ୟରୁ ଧର୍ମେନ୍ଦ୍ର ଓ ହେମା ମାଳିନୀ ଅନ୍ୟତମ । ଗତକାଲି ମେ’ ୨ରେ ଧର୍ମେନ୍ଦ୍ର ଓ ହେମା ପାଳନ କରିଥିଲେ ସେମାନଙ୍କ ୪୪ତମ ବିବାହ ବାର୍ଷିକୀ । ଭେଟେରାନ ଅଭିନେତ୍ରୀ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହିତ ୪୪ତମ ବିବାହ ବାର୍ଷିକୀର କିଛି ସୁନ୍ଦର ଫଟୋ ସୋସିଆଲ…

ଜୁନିୟର NTRଙ୍କ ଫ୍ୟାନ୍ ହେଲେ ଅନୁପମ ଖୈର, ସେୟାର କଲେ ଫଟୋ

ନିଜର ଚମତ୍କାର ଅଭିନୟ ଏବଂ ଦମଦାର ଚରିତ୍ର ପାଇଁ ଅନୁପମ ଖେର ସର୍ବଦା ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଅଟନ୍ତି । ଏବେ ଅନୁପମ ଖେର ଏବଂ ଜୁନିଅର ଏନଟିଆରଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଫିଲ୍ମ ‘ପୁଷ୍ପା ୨’ର ଜବରଦସ୍ତ ଟିଜର ପରେ, ସାମ୍ନାକୁ ଆସିଲା ଏହାର ପ୍ରଥମ ଦମ୍‌ଦାର ଗୀତ

୨୦୨୧ ମସିହାରେ 'ପୁଷ୍ପା: ଦି ରାଇଜ୍'ରେ ଅଲ୍ଲୁ ଅର୍ଜୁନଙ୍କ ଦମ୍‌ଦାର ଅଭିନୟ ଲୋକଙ୍କ ମନ ଜିତିଥିଲା । ଫିଲ୍ମଟି ଏତେ ଲୋକପ୍ରିୟ ଥିଲା ଯେ ତିନି ବର୍ଷ ପରେ ମଧ୍ୟ ଏହାର ଲୋକପ୍ରିୟତା କମିନାହିଁ । ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ଆସିବାକୁ ଯାଉଛି । ତେବେ ଫିଲ୍ମର ପୋଷ୍ଟରଗୁଡିକ ପୂର୍ବରୁ…

ଧର୍ମେନ୍ଦ୍ର-ହେମା ମାଳିନୀଙ୍କ ବିବାହକୁ ପୁରା ହେଲା ୪୪ ବର୍ଷ, ଝିଅ ଇଶା ଦେଓଲ ସେୟାର କଲେ ସୁନ୍ଦର ଫଟୋ

ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ଆଜି ନିଜର ୪୪ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଲୋକମାନେ କେବଳ ଏହି ଅନ୍‌ ସ୍କ୍ରିନ୍‌ ନୁହେଁ ଅଫ ସ୍କ୍ରିନ୍‌ରେ ମଧ୍ୟ ଏହି ଦମ୍ପତିଙ୍କୁ ଦେଖିବାକୁ ଭଲ ପାଆନ୍ତି । ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ୪୪ ତମ ବିବାହ ବାର୍ଷିକୀ ଅବସରରେ, ଫିଲ୍ମ…

ଦେଖିବାକୁ ମିଳିଲା ଅନୁଷ୍କା ଓ ବିରାଟଙ୍କ ପୁଅ ଅକାୟର ପ୍ରଥମ ଝଲକ, ଭାଇରାଲ ହେଉଛି ଫଟୋ

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ପିଲା ଭାମିକା ଓ ଅକାୟଙ୍କୁ ନେଇ ବହୁତ ପ୍ରୋଟେକ୍ଟିଭ୍‌ ରହିଥାନ୍ତି । ଯେତେବେଳେ ଅନୁଷ୍କା ପ୍ରଥମ ଥର ଗର୍ଭବତୀ ହୋଇଥିଲେ, ସେତେବେଳେ ସେ ସୋସିଆଲ ମିଡିଆରେ ଏହା ଆନାଉନ୍ସମେଣ୍ଟ କରିଥିଲେ, କିନ୍ତୁ ଏଥର ସେ ଏହି ବିଷୟରେ ମଧ୍ୟ ସେୟାର କରିନଥିଲେ । ତେବେ…

ଲୋକପ୍ରିୟ ତାମିଲ ଗାୟିକା ଉମା ରାମନନଙ୍କ ନିଧନ, ୩୫ ବର୍ଷରେ କରିଛନ୍ତି ୬,୦୦୦ରୁ ଅଧିକ କନସର୍ଟ

ନିଜର ସ୍ୱର ଯାଦୁରେ ସମସ୍ତଙ୍କୁ ପାଗଳ କରିଥିବା ଲୋକପ୍ରିୟ ତାମିଲ ଗାୟିକା ଉମା ରାମନନଙ୍କ ପରଲୋକ ହୋଇଛି । ମାତ୍ର ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ତାମିଲ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।…