Browsing Category

ଲାଇଫ୍ ଷ୍ଟାଇଲ୍

ଘରେ ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପଟାଟୋ ପାଲକ

ପ୍ରତିଦିନ ସମସ୍ତକୁ କିଛି ନା କିଛି ନୂଆ ଖାଇବା ଇଛା ହୋଇଥାଏ । କାରଣ ପ୍ରତିଦିନ ଘରେ ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ସମସ୍ତେ ବୋର ହୋଇଯାଇଥାନ୍ତି । ତେବେ ସବୁଦିନ କିଛି ୟୁନିକ ଡ଼ିସ ପ୍ରସ୍ତୁତ କରିବା ମଧ୍ୟ ସମ୍ଭବପର ନୁହେଁ । ସେଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏପରି ଏକ ୟୁନିକ…

ବିବାହ ପୂର୍ବରୁ ନିଶ୍ଚୟ କରନ୍ତୁ ଏସବୁ ମେଡିକାଲ ଟେଷ୍ଟ, ନଚେତ୍‌ ଦାମ୍ପତ୍ୟ ଜୀବନ ହୋଇପାରେ ବରବାଦ

ଆରମ୍ଭ ହୋଇଗଲାଣି ବିବାହ ଋତୁ। ଏହି ସିଜନ୍‌ରେ ଅନେକ କୁମାର କୁମାରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ହୋଇସାରିବେଣି। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ତଥା ପାର୍ଟନରଙ୍କୁ ବୁଝିବାକୁ ଏହି ସମୟରେ ସମସ୍ତେ ଚେଷ୍ଟା ଚଳାଇଥାନ୍ତି। କିନ୍ତୁ ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ…

ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଘିକୁଆଁରୀ ସେବନ, ଏସବୁ ରୋଗ ଥିଲେ ଛୁଇଁବା ମନା

ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଘିକୁଆଁରୀ ସାହାଯ୍ୟ କରିଥାଏ। ଘିକୁଆଁରୀ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଏହା ତ ସମସ୍ତେ ଜାଣନ୍ତି, କିନ୍ତୁ ଏହା ଦ୍ୱାରା ଶରୀରର କ୍ଷତି ହୋଇଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଘିକୁଆଁରୀ ରସ ବା…

ଝିଅମାନେ ଅଣ୍ଡିରାଚଣ୍ଡୀ ହେବା ପଛରେ ରହିଛି କି କାରଣ? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ମହିଳାଙ୍କ ଶରୀରରେ ଅଧିକ ମାତ୍ରାରେ ପୁରୁଷ ହରମୋନ୍‌ କ୍ଷରଣ ହେବାକୁ ହାଇପର ଏଣ୍ଡ୍ରୋଜେନିଜମ୍‌ କୁହାଯାଏ। ଏହି ସମସ୍ୟା ଦେଖାଯାଉଥିବା ମହିଳାଙ୍କଠାରେ କେଶ ଝଡ଼ିବା, ମୁହଁରେ ବ୍ରଣ, ତ୍ୱଚାରେ କୁଣ୍ଡିଆ, ମୁହଁରେ ଚୁଟି ବଢ଼ିବା ଓ ମାସିକ ଧର୍ମରେ ଅନିୟମିତତା ଭଳି ସମସ୍ୟା ଦେଖାଯାଏ। ଏଥିସହ ଶରୀରରେ…

ଏହି ସବୁ ରୋଗରୁ ରକ୍ଷାକରିଥାଏ ଶରୀରରେ ଥିବା ପର୍ଯ୍ୟାପ୍ତ ଜଳ

ଆମେ ପିଲା ଦିନରୁ ପଢିଛୁ ଯେ ଆମ ଶରୀରରେ ୭୦ ପ୍ରତିଶତ ଜଳ ଅଛି । ଆମ ଶରୀରକୁ ସୁସ୍ଥ ଏବଂ ଫିଟ୍ କରିବା ପାଇଁ ପାଣି ର ବହୁ ଗୁରୁତ୍ଵ ରହିଛି । ତେଣୁ ଆମକୁ ଦିନ ସାରା ପାଣି ପିଇବା ଦରକାର ହେଲେ ସକାଳୁ ଉଠିକି ପାଣି ପିଇଲେ ଏହି ସବୁ ଫାଇଦା ରହିଛି, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ।…

ଛୋଟପିଲାଙ୍କୁ ଦେଉଛନ୍ତି କି ଫ୍ରୁଟ ଜୁସ ତାହେଲେ ହୋଇଯାଆନ୍ତୁ ସାବଧାନ

ଅନେକ ସମୟରେ ବାପା ମା’ ଛୋଟ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଓ ପାନୀୟ ଦେଇ ଦେଇଥାନ୍ତି । ତେବେ ସ୍ନେହବଶତଃ ଯଦି ଆପଣ ନିଜର ଛୋଟ ପିଲାକୁ ଫ୍ରୁଟ ଜୁସ ପିଇବାକୁ ଦେଉଥାନ୍ତି ଏବଂ ଏହା ତା’ ପାଇଁ ଭଲ ବୋଲି ଭାବୁଥାନ୍ତି ତା ହେଲେ ସତର୍କ ହୋଇଯାଆନ୍ତୁ । ଛୋଟ ପିଲାଙ୍କ ପାଇଁ ବିଶେଷ କରି ୩…

ଡ୍ରାଏଫ୍ରୁଟ ବି ହୋଇଥାଏ ଶରୀର ପାଇଁ କ୍ଷତିକାରକ, ଏହାର ପ୍ରଭାବ ବିଷୟରେ କେବେବି ଜାଣିନଥିବେ ଆପଣ

ସାଧାରଣତଃ ଡ୍ରାଏଫ୍ରୁଟ ବା ଶୁଖିଲା ଫଳ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ କିନ୍ତୁ ଯେତେ ପର୍ଯ୍ୟନ୍ତ ଏହାକୁ ସୀମିତ ପରିମାଣରେ ଖିଆଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ଅତ୍ୟଧିକ ସେବନ ଶରୀରକୁ କ୍ଷତି ପହଂଚାଇଥାଏ । ତାହେଲେ ଆସନ୍ତୁ ଜାଣିବା ଏହାକୁ ଅଧିକ ମାତ୍ରାରେ ଖାଇବା…

କଣ ଆପଣ ଜାଣନ୍ତି କି ମୋଜା ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀରକୁ ହୋଇଥାଏ କେଉଁ ପ୍ରକାର କ୍ଷତି

ପ୍ରଫେସନାଲ ଲାଇଫରେ ମୋଜା ପିନ୍ଧିବା ଆମ ଦିନଚର୍ଯ୍ୟାର ଏକ ଅଂଶ ହୋଇଥାଏ କିନ୍ତୁ ମୋଜା ପିନ୍ଧିବା ସମୟରେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ନିହାତି ଜରୁରୀ ଯେପରି ଏହା ଆପଣଙ୍କ ପାଦକୁ ଅଧିକ ଟାଇଟ ନହୁଏ । ଯଦି ଆପଣ ପ୍ରତିଦିନ ଟାଇଟ ମୋଜା ପିନ୍ଧୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ । ନଚେତ…

ଜାଣନ୍ତୁ ମହିଳାମାନଙ୍କୁ କାହିଁକି କରିବା ଦରକାର କସୁରିମେଥିର ସେବନ

ସାଧାରଣତଃ ମହିଳାମାନଙ୍କ ରୋଷେଇଘରେ କସୁରିମେଥି ରହିଥାଏ ଯାହାକି ଖାଇବାର ସ୍ୱାଦ ଏବଂ ବାସ୍ନା ବଢାଇବା କାମରେ ଆସିଥାଏ । ତେବେ ଆପଣ ଜାଣିନଥିବେ ଯେ ଏହା ଖାଇବା ମହିଳାମାନଙ୍କ ସ୍ୱାସ୍ଥ୍ୟପାଇଁ କେତେ ଲାଭଦାୟକ ହୋଇଥାଏ । କସୁରିମେଥି ମହିଳାମାନଙ୍କ ପାଇଁ ଏକ ବରଦାନ କହିଲେ ଚଳେ । ତାହେଲେ…

ବିନା ଅପରେସନର ଦୂର କରନ୍ତୁ ବଧିରପଣ, ଆପଣାନ୍ତୁ ଏହି ଉପାୟ

ବୟସ ବଢିବା ସହିତ କାନକୁ କମ୍‌ ଶୁଣାଯାଏ। କିନ୍ତୁ ଆଜିକାଲି ଯୁବାବସ୍ଥାରେ ମଧ୍ୟ ବଧିରାପଣ ସମସ୍ୟା ଅନେକ ଲୋକଙ୍କର ଦେଖିବାକୁ ମିଳୁଛି। ଏଥିପାଇଁ ଲୋକେ କାନରେ ମେସିନ ଲଗାଇବା ସହ ଅପରେସନ ମଧ୍ୟ କରୁଛନ୍ତି। କିନ୍ତୁ କିଛି ଘରୋଇ ଉପାୟରେ ଆପଣ ବଧିରାପଣ ସମସ୍ୟାକୁ ମଧ୍ୟ ଦୂର କରିପାରିବେ। ଆସନ୍ତୁ…

ଜାଣନ୍ତିକି ଛୋଟ ଛୁଆଙ୍କ କୃମି ସମସ୍ୟା ଦୂର କରିପାରେ ଅଖରୋଟ

ଡ୍ରାଏ ଫ୍ରୁଟସ ମାନଙ୍କ ଭିତରେ ଅଖରୋଟର ସ୍ଥାନ ଅନ୍ୟତମ । ମଣିଷ ବ୍ରେନ ଆକାରର ହୋଇଥିବାରୁ ଏହାକୁ ଅନ୍ୟ ନାମରେ 'ବ୍ରେନ ନଟ୍ସ' ବୋଲି ମଧ୍ୟ ଜଣାଯାଏ  । ଏମିତିରେ ଶରୀରର ପାଇଁ  ଅତ୍ୟନ୍ତ ଲାଭକାରୀ ହୋଇଥିଲେ ମଧ୍ୟ   ଅଖରୋଟର କେତେ ଗୁଡିଏ ବିଶେଷ ଗୁଣ ମଧ୍ୟ ରହିଛି । ବ୍ରେନ ପାୱାର ବଢାଇବା ଓ…

ତ୍ୱଚାରେ ଚମକ ଆଣିବ କୋକୋ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆଜିକାଲି ବଢୁଥିବା ପ୍ରଦୂଷଣ ଯୋଗୁଁ ତ୍ୱଚା ଖରାପ ହେବାରେ ଲାଗିଛି। ଏହାସହ ଚେହେରାର ଉଜ୍ୱଳତା ମଧ୍ୟ ହ୍ରାସ ପାଉଛି। ଏମିତିରେ ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଥିବା ବେଳେ ଏହା ବହୁତ କଷ୍ଟ ଦେଉଛି। ଏହାକୁ ଦୂର କରିବା ପାଇଁ ଆପଣ ମୁହଁରେ କୋକୋ ମାସ୍କ ଲଗାନ୍ତୁ, କିଛି ଦିନରେ ଫାଇଦା…