Below header
Browsing Category

ଦେଶ ବିଦେଶ

ଦିଲ୍ଲୀରେ ଆତଙ୍କବାଦୀ ହବିବୁର୍ ରେହମାନକୁ ଜେରା କରିଛି କ୍ରାଇମବ୍ରାଞ୍ଚ STF

ନୂଆଦିଲ୍ଲୀ (କେ ନ୍ଯୁଜ୍) : ଦିଲ୍ଲୀରେ ଆତଙ୍କବାଦୀ ହବିବୁର୍ ରେହମାନକୁ ଜେରା କରି ଓଡ଼ିଶା ଫେରିଛି କ୍ରାଇମ୍ବ୍ରାଞ୍ଚ STF । NIA ସହଯୋଗରେ STF ହବିବୁରକୁ ଜେରା କରିଛି । ଆତଙ୍କବାଦୀ ଶେଖ୍ ଅବଦୁଲ ନଇମର ଓଡ଼ିଶା ଲିଙ୍କ୍ ଅଛି କି? ନଇମକୁ କଟକରେ କେଉଁଠି ଲୁଚାଇ ରଖିଥିଲା କେନ୍ଦ୍ରାପଡ଼ାର ଆତଙ୍କୀ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା । ଗତ ୬ ତାରିଖ ପୋଲିସ ଏନ୍କାଉଣ୍ଟରରେ ୧୫ଜଣ ମାଓବାଦୀଙ୍କ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଦକ୍ଷିଣ ବସ୍ତର ମାଓ ସଙ୍ଗଠନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ବନ୍ଦ ଯୋଗୁ ସୁକମାରୁ…

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକାତା : ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ । କୋଲକତାର ଏକ ଘରୋଇ ହସପିଟାଲରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ସୋମନାଥ ଚାଟାର୍ଜୀଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ହୃଦ୍ରୋଗ ଓ କିଡନୀ ସମସ୍ୟା ପାଇଁ ତାଙ୍କର ଚିକିତ୍ସା…

କେରଳରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଗମ୍ଭୀର

କେରଳ : ପୁଣି ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ପ୍ରଭାବିତ ହୋଇଛି ଉଦ୍ଧାର ଏବଂ ରିଲିଫ କାର୍ୟ୍ୟ । କେରଳରେ ବନ୍ୟାରେ ଏଯାଏଁ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ, ୮ହଜାର ୩ଶହ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି…

୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମ ମାମଲାରେ ମିଳିବ ମୃତ୍ୟୁଦଣ୍ଡ : ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ହେଲା ଆଇନ

ନୂଆଦିଲ୍ଲୀ : ୧୨ ବର୍ଷରୁ କମ୍ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀଖୁଣ୍ଟରେ ଝୁଲିବ ଆସାମୀ । ସଂଶୋଧିତ ଅପରାଧିକ ବିଲ୍- ୨୦୧୮କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଥିଲା। ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ…

ରିଜେକଟେଡ୍‌ ରାଜନେତା : କିଏ କାହାକୁ କହିଲେ?

ନୂଆଦିଲ୍ଲୀ : ତୁମେ ଜଣେ ରିଜେକଟେଡ୍‌ ବା ପ୍ରତ୍ୟାଖ୍ୟାତ ରାଜନେତା । ପ୍ରଥମେ ତୁମକୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ପରେ ସବୁ ରାଜନୈତିକ ଦଳ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପ୍ରତି ସିଧାସଳଖ ଏଭଳି ମନ୍ତବ୍ୟ ଦେଇଚନ୍ତି ବିଜେପି ବିଧାୟକ ଓମ…

ମୋ ପିଲା କାହାର ହେବ, ହିନ୍ଦୁସ୍ତାନ ନା ପାକିସ୍ତାନର ? : ମୁହଁ ଖୋଲିଲେ ସାନିଆ ମିର୍ଜା

ମୁମ୍ବାଇ : ମା ହେବାକୁ ଯାଉଛନ୍ତି ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା । ତେବେ ପାକିସ୍ତାନ କ୍ରିକେଟ୍‌ ଷ୍ଟାର ସୋଏବ ମଲ୍ଲିକଙ୍କୁ ବିବାହ କରି ସବୁ ବେଳେ ଚର୍ଚ୍ଚାରେ ରହୁଥିବା ସାନିଆଙ୍କ ପିଲା ଭାରତର ନା ପାକିସ୍ତାନର ନାଗରିକ ହେବ ତାକୁ ନେଇ କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକ ଚର୍ଚ୍ଚା…

ପ୍ରାକୃତିକ ବିପର୍ଯ୍ୟୟରେ ବିଧ୍ୱସ୍ତ କେରଳ ପାଇଁ କେନ୍ଦ୍ରର ୧୦୦ କୋଟି ଅନୁଦାନ

ତିରୁବନନ୍ତପୁରମ୍‌ : ବର୍ଷା ଓ ବନ୍ୟା ଯୋଗୁଁ ବିଧ୍ୱସ୍ତ ହୋଇପଡ଼ିଥିବା କେରଳ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ଅଦୁଦାନ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ଓ ବନ୍ୟା ସହିତ ଭୂସ୍ଖଳନ ଭଳି ଦୈବୀ ଦୁର୍ବିପାକ ଗତ ୫ ଦିନ ଧରି ରାଜ୍ୟର…

କେରଳ : ବିର୍ଷା ବିତ୍ପାତ ପରେ ଉଦ୍ଧାର କାର୍ଯ୍ୟ ଜାରି

କୋଚି : କେରଳ ପରିସ୍ଥିତି ଏବେବି ସୁଧୁରି ନାହିଁ । ବର୍ଷା ଓ ବନ୍ୟା ବିତ୍ପାତରେ ୩୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ଜାଗାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେଉଁଠି ପୋଲ ଭାଙ୍ଗିଛି ତ କେଉଁଠି ରାସ୍ତା ଧୋଇ ଯାଇଛି । ଆଉ କେଉଁଠି ଗଛପଡ଼ି ରାସ୍ତା ଅବରୋଧ ହୋଇଛି । ଶହ ଶହ ଘର…

ଜିଏସ୍‌ଟି ମୁକ୍ତ ହେଲା ରାକ୍ଷୀ ଓ ଗଣେଶ ମୂର୍ତ୍ତି : ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : ଆସୁଛି ରାକ୍ଷୀ ପୂର୍ଣ୍ଣିମା ଓ ଗଣେଶ ପୂଜା । ଏହା ପୂର୍ବରୁ ରାକ୍ଷୀକୁ ଜିଏସ୍‌ଟି ମୁକ୍ତ କରିଛନ୍ତି କେନ୍ଦ୍ର ସରକାର । ତା ସହିତ ଗଣେଶ ମୂର୍ତ୍ତି ଏବଂ ଅନ୍ୟ ଠାକୁର ମୂର୍ତ୍ତି ସହ ହସ୍ତଶିଳ୍ପ ଉପରୁ ମଧ୍ୟ ଜିଏସ୍‌ଟି ଉଠାଇ ଦିଆଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋଲ୍‌…

ଆଇଏସ୍‌ଆଇଏସ୍‌ ଲିଙ୍କରେ ୨ ଗିରଫ

ହାଇଦ୍ରାବାଦ : ଆଇଏସ୍‌ଆଇଏସ୍‌ ଲିଙ୍କ ଅଭିଯୋଗରେ ଏନ୍‌ଆଇଏ ହାଇଦ୍ରାବାଦରୁ ଦୁଇଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ମହମ୍ମଦ ଅବଦୁଲ୍ଲା ବାସିତ ଏବଂ ମହମ୍ମଦ ଅବଦୁଲ କାଦିର । ଏମାନଙ୍କୁ ଗିରଫ କରି ଏନ୍‌ଆଇଏ ଅଧିକାରୀ ପଚରା ଉଚରା କରୁଛନ୍ତି ।

ରହସ୍ୟମୟ ଯୁବକ ଦୀପକ : ଯାହାଙ୍କ ଶରୀରରେ ୧୧ହଜାର ଭୋଲ୍ଟ ବିଜୁଳିର ଲାଗେନି ଝଟକା

ହରିୟାଣା : ଆଜି ଆମେ ଆପଣଙ୍କୁ ଏପରି ଜଣେ ଯୁବକ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଶରୀରରେ ୧୧ହଜାର ଭୋଲ୍ଟର ବିଦ୍ୟୁତ୍ ମଧ୍ୟ କିଛି କ୍ଷତି ପହଞ୍ଚାଇ ନଥାଏ। ଆଜ୍ଞା ହଁ , ଆପଣ ଠିକ୍ ଶୁଣିଛନ୍ତି । ହରିୟାଣାର ସୋନିପତରେ ରହୁଥିବା ଦୀପକ ଜାଙ୍ଗଡ଼ା ବିଦ୍ୟୁତ୍ ଯୁବକ ଭାବେ ତାଙ୍କ ଅଞ୍ଚଳରେ ପରିଚିତ।…