Browsing Category

ଦେଶ ବିଦେଶ

ଆଜିଠୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ : ଏଥର ଗୃହ କେମିତି ଚାଲିବ, ତା’ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଳୀ : ଆଜିଠୁ ମୌସୁମୀ ଅଧିବେଶନ ,କାର୍ୟ୍ୟ ଦିବସ ଆରମ୍ଭରୁ ରାଜନୈତିକ ତାତି ବଢି ଯାଇଛି । ଗୃହ କାର୍ୟ୍ୟ ସୁରୁଖୁରୁରେ ଚଳାଇବାକୁ ସରକାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସମସ୍ତେ ଦେଶର ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ରାଜି ହୋଇଛନ୍ତି । କିନ୍ତୁ କଂଗ୍ରେସର ଅଭିଯୋଗ,…

ଭୁଷୁଡିଲା ନିର୍ମାଣଧୀନ କୋଠା : ୩ ମୃତ , ୩୦ରୁ ୩୫ଜଣ ଦବି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ଦୁର୍ଘଟଣାରେ ବର୍ତ୍ତମାନ ପର୍ୟ୍ୟନ୍ତ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଠା ତଳେ ଏବେବି ୩୦ରୁ ୩୫ଜଣ ଲୋକ ଦବି ରହିଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଇଛି। ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ କୋଠା ତଳେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି।…

ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ : ପେଲାଠେଲା, ବିଧା ଓ ଗୋଇଠା ମାଡ଼ ଅଭିଯୋଗ

ନୂଆଦିଲ୍ଳୀ : ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ କରାଯାଇଛି। ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଜି ସ୍ୱାମୀ ଅଗ୍ନିବେଶ ଝାଡ଼ଖଣ୍ଡର ପାକୁରରେ ଏକ ସମ୍ମିଳନୀରେ ଯୋଗଦେବାକୁ ଆଦିବାସୀ ସମର୍ଥକଙ୍କ ସହ ଯାଉଥିଲେ । ସେ…

ବିଜେଡି ରଣନୀତି : ଏଥର ସଂସଦରେ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ବର : ଏଥର ମଧ୍ୟ ସଂସଦରେ ବିଜେଡି ଉଠାଇବ ମହାନଦୀ, ପୋଲଭାରମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ। ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଓ ନିଯୁକ୍ତି ସୁଯୋଗ ପ୍ରସଙ୍ଗ ଉଠାଇବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ସଂସଦରେ ହେବ ଘମାସନ। ଏଥର ମଧ୍ୟ ବିଜେଡି ଉଠାଇବ,…

୮୮ବର୍ଷ ବୟସରେ ପୂରା କଲେ ପିଲା ବେଳର ସ୍ବପ୍ନ !

ସ୍ବପ୍ନ ଯାହା ସମସ୍ତଙ୍କ ଆଖିରେ ଥାଏ, କିନ୍ତୁ ଫରକ୍ ଏତିକି କି କାହାର ସ୍ବପ୍ନ ବଡ ହୋଇଥାଏ ତ କାହାର ସ୍ବପ୍ନ ଛୋଟ । ହେଲେ ସ୍ବପ୍ନ ସବୁ ବେଳେ ସ୍ବପ୍ନ । ସ୍ବପ୍ନକୁ ସତ କରିବା ପାଇଁ କିଏ କେତେ ଚେଷ୍ଟା କରିଥାନ୍ତି ତ କିଏ ଭୁଲି ଯାଇଥାନ୍ତି । କିନ୍ତୁ ଏମିତି କିଛି ସ୍ବପ୍ନ ଥାଏ ଯାହା ପୁରା…

ଆଇନକୁ ହାତକୁ ନେଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଆଇନକୁ ହାତକୁ ନେଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । ଗୋ ରକ୍ଷା ନାଁରେ ହିଂସା ଓ ସନ୍ଦେହରେ ଅଜଣା ଲୋକଙ୍କୁ ଆକ୍ରମଣ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦେଶ ଦେଇଛନ୍ତି, ଏନେଇ ସରକାର…

ଚେନ୍ନାଇ ଲଜ୍ଜା : ୧୨ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ମାସାଧିକ କରାଗଲା ଗଣଦୁଷ୍କର୍ମ

ଚେନ୍ନାଇ : ୬ମାସରୁ ଅଧିକ ସମୟ ଧରି ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବନ୍ଦ ଆପାର୍ଟମେଣ୍ଟରେ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଘଟିଛି ଚେନ୍ନାଇର ଆୟାନ-ଭରମରେ। ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୭ ଜଣଙ୍କୁ…

ଫିନ୍‌ଲ୍ୟାଣ୍ଡରେ ଏକାଠି ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ନୁଆଦିଲ୍ଲୀ: ହାତ ମିଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନ୍‌। ଫିନ୍‌ଲ୍ୟାଣ୍ଡ ରାଜଧାନୀ ହେଲ୍‌ସିଙ୍କିରେ ଶିଖର ବୈଠକରେ ଏକାଠି ହୋଇଛନ୍ତି ଦୁଇ ନେତା। ଉଭୟଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମସ୍କୋର ହସ୍ତକ୍ଷେପକୁ ଭୁଲି…

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି : ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଉ

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି। କଂଗ୍ରେସ ବିଲ୍ ପାସ କରାଇବାରେ ସମସ୍ତ ସହଯୋଗ କରିବ। ଏହି ବିଲ୍ ୨୦୧୦ରେ ୟୁପିଏ ସରକାର ଆଗତ କରିଥିଲେ। ଯାହା ରାଜ୍ୟସଭାରେ ପାସ୍ ହୋଇଛି। କିନ୍ତୁ ଆଠ ବର୍ଷ ହେଲା ଲୋକସଭାରେ ଅଟକି ରହିଛି।…

କିଏ ପଶୁ ? ପ୍ରତିଶୋଧର ନିଆଁରେ ୩୦୦ କୁମ୍ଭୀର ମାରିଦେଲେ ଉତ୍ତ୍ଯକ୍ତ ଲୋକେ

କୁମ୍ଭୀରକୁ ମୃତ୍ୟୁଦଣ୍ଡ । କୁମ୍ଭୀର ଉପରେ ରାଗ ଶୁଝାଇଲେ ଉତ୍ତ୍ୟକ୍ତ ଲୋକ । ପିଟିପିଟି ମାରିଦେଲେ । ଗୋଟିଏ କି ଦୁଇଟି ନୁହେଁ, ୩ ଶହ କୁମ୍ଭୀରଙ୍କୁ ଲୋକ ମାରିଦେଇଛନ୍ତି । ଏଭଳି ନିର୍ଦ୍ଦୟ ଓ ଭୟାନକ ଘଟଣା ଇଣ୍ଡୋନେସିଆରେ ଘଟିଛି । ଅତି ନିର୍ଦ୍ଦୟ ଭାବରେ ଘୋଷାଡ଼ି ଘୋଷାଡ଼ି ନେଇ ଅପରାଧୀ ଭଳି…

ନ୍ୟାୟର ମନ୍ଦିରରେ ମୁଣ୍ଡ ନୁଆଁଇଲା ମାନବିକତା : କୋର୍ଟରେ ମହିଳା ଓକିଲଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ନ୍ୟାୟର ମନ୍ଦିରରେ ଲଜ୍ଜିତ ହେଲା ମାନବିକତା। ଦିଲ୍ଲୀର ସାକେତ କୋର୍ଟରେ ଏଭଳି ଏକ ଘଟଣା ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ କରିଦେବ ତଳକୁ। କୋର୍ଟ ପରିସରରେ ମହିଳା ଓକିଲଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମର ଏହି ଅଭିଯୋଗ ଲଗା ଯାଇଛି ସାଥି ଓକିଲଙ୍କ ଉପରେ। ପୀଡିତାଙ୍କ ଅଭିଯୋଗ…

ମୋଦିଙ୍କ ସଭାରେ ଅଘଟଣ : ଟେଣ୍ଟ୍ ଭାଙ୍ଗି ୨୦ରୁ ଅଧିକ ଆହତ, ଡାକ୍ତରଖାନାରେ ପହଂଚିଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ : ମୋଦିଙ୍କ ସଭାରେ ଅଘଟଣ । ପଶ୍ଚିମବଙ୍ଗ ମିଦିନାପୁରରେ ନରେନ୍ଦ୍ରମୋଦିଙ୍କ ସମ୍ବୋଧନ ସମୟରେ ଭାଙ୍ଗିପଡିଲା ଟେଣ୍ଟ । ଯେଉଁଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆହତମାନଙ୍କୁ ଦେଖାକରିବାକୁ ଡାକ୍ତରଖାନାରେ…