Below header
Browsing Category

ଦେଶ ବିଦେଶ

ଗୁମ୍ଫାରେ ୧୫ ବର୍ଷ ଧରି ଦୁଷ୍କର୍ମ ଶିକାର ମହିଳା ଉଦ୍ଧାର

ଯେତେବେଳେ ତାକୁ ମାତ୍ର ୧୩ ବର୍ଷ ହୋଇଥିଲା ଝିଅଟି ନିଖୋଜ ହୋଇଯାଇଥିଲା । ଦୀର୍ଘ ୧୫ ବର୍ଷ ପରେ ଏକ ଗୁମ୍ଫାରୁ ଉଦ୍ଧାର ହୋଇଛି । ତାକୁ ଏବେ ୨୮ ବର୍ଷ । ହେଲେ ଏଇ ୧୫ ବର୍ଷ ଭିତରେ ସେ ଅନେକଥର, ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛି । ତାକୁ କୁହାଯାଇଥିଲା ଯେ ତା ଦେହରେ ଏକ ଆତ୍ମା ରହିଛି ।…

ମଦୁଆ ପୋଲିସ ବାବୁଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ

ଉତ୍ତରପ୍ରଦେଶ : ମଦୁଆ ପୋଲିସକୁ ପାନେ । ରାସ୍ତାରେ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ । ପ୍ୟାଣ୍ଟ ସାର୍ଟ ଚିରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବୁଲନ୍ଦସରରେ । ଥାନା ବାବୁଙ୍କୁ ଲୋକ ବିଧା ଗୋଇଠା ବି ମାରିଛନ୍ତି । ତଳେ ପକାଇ ନିର୍ଧୂମ ପିଟିଥିଲେ । ଅଭିଯୋଗ…

ସେନସେକ୍ସ ଟପିଲା ୩୮ ହଜାର

ମୁମ୍ବାଇ : ସେନସେକ୍ସ ଓ ନିଫଟିର ଉତ୍‌ଥାନ ଥମିବାର ନାଁ ନେଉନି । ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୮ ହଜାର ପଏଣ୍ଟ ଛୁଇଁ ଏକ ନୂଆ ରେକର୍ଡ଼ କରିଛି । ସେହିପରି ନିଫଟି ପହଞ୍ଚିଛି ୧୧,୪୯୫ ପଏଣ୍ଟରେ । ସକାଳ ସାଢ଼େ ୯ଟା ସୁଦ୍ଧା ସେନସେକ୍ସ ୧୧୮ ପଏଣ୍ଟ ଓ ନିଫଟି ୫୦ ପଏଣ୍ଟ ଆଗକୁ ବଢ଼ି ସାରିଥିଲା ।

ପାକିସ୍ତାନ ଗାୟିକାଙ୍କୁ ଗୁଳି ମାରି ହତ୍ୟା

ଲାହୋର : ପାକିସ୍ତାନର ଖାଇବର ପାଖତୁନଖ୍ଵାରେ ଜଣେ କଣ୍ଠଶିଳ୍ପୀଙ୍କୁ ଗୁଳି କାରି ହତ୍ୟା । ଅଭିନେତ୍ରୀ ତଥା ଗାୟିକା ରେଶମାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି । ପାରିବାରିକ ବିବାଦରୁ ଏଭଳି ଘଟିଥିବା କୁହାଯାଉଛି । ରେଶମା ତାଙ୍କ ସ୍ୱାମୀଙ୍କର ଚତୁର୍ଥ ପତ୍ନୀ ଥିଲେ । ତାଙ୍କୁ…

ଶିକ୍ଷକ ନାଁରେ କଳଙ୍କ : ଛାତ୍ରୀଙ୍କୁ ଡ଼୍ରେସ ବଦଳାଉଥିବା ଦେଖିବାରୁ ଛେଚିଲେ ଅଭିଭାବକ

ଆଗ୍ରା : ଛାତ୍ରୀଙ୍କୁ ସୁରକ୍ଷା ଦେବେ କ'ଣ, ସେମାନଙ୍କ ଉପରେ ଶିକ୍ଷକ ରଖିଥିଲେ ଖରାପ ନଜର । ଡ୍ରେସ୍ ବଦଳାଇବା ବେଳେ ଲୁଚି ଦେଖୁଥିଲେ ସାର୍। ଘଟଣାଟି ଅଭିଭାବକଙ୍କ ନିକଟକୁ ଆସିଲାରୁ ନିର୍ଧୂମ ପିଟା ଖାଇଛନ୍ତି ଶିକ୍ଷକ । ଅଭିଭାବକମାନେ ହାତରେ ଓ ଜୋତାରେ ଛେଚିଛନ୍ତି । ଶେଷକୁ ସାରଙ୍କୁ ବେଶ…

ଆଜି ରାଜ୍ୟସଭାରେ ହେବ ହରି-ହରି ଟକ୍କର

ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ । ହରି-ହରି ଟକ୍କର ।ଏନଡ଼ିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ସହ ୟୁପିଏ ପ୍ରାର୍ଥୀ ବି. କେ. ହରିପ୍ରସାଦଙ୍କ ମଧ୍ୟରେ ମୁକାବିଲା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ସମର୍ଥନ କରିବ ବୋଲି…

ଦ୍ରାବିଡ଼ ଯୋଦ୍ଧାଙ୍କୁ ଅନ୍ତିମ ବିଦାୟ : ଚେନ୍ନାଇ ମାରିନା ବିଚ୍‌ରେ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ

ତାମିଲନାଡୁ : ଦ୍ରାବିଡ଼ ଯୋଦ୍ଧାଙ୍କୁ ଅନ୍ତିମ ବିଦାୟ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଚେନ୍ନାଇ ମାରିନା ବିଚ୍‌ରେ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ । ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ତାମିଲନାଡୁ ବାସିନ୍ଦା, ଡିଏମକେ କର୍ମୀ, ନେତା ଓ ଶୁଭେଚ୍ଛୁ । ରାଜାଜୀ ହଲ୍‌ରୁ…

ଦଲାଇ ଲାମାଙ୍କ ବିବାଦୀୟ ମନ୍ତବ୍ୟ : କହିଲେ ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ବିଭାଜନ ହୋଇନଥାନ୍ତା

ପାନାଜି : ନେହେରୁଙ୍କୁ ସମାଲୋଚନା, ଜିନ୍ନାଙ୍କୁ ପ୍ରଶଂସା । ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମ । ଗୋଆରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ମହମ୍ମଦ ଅଲୀ ଜିନ୍ନାଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କରିବାକୁ…

ମୁଜାଫରପୁର ବାଳିକା ଗୃହରେ ଦେହ ବ୍ୟବସାୟ ମାମଲା : ଶେଷରେ ଇସ୍ତଫା ଦେଲେ ବିଭାଗୀୟ ମନ୍ତ୍ରୀ

ମୁଜାଫରପୁର : ବିହାର ମୁଜାଫରପୁର ବାଳିକା ଗୃହରେ ଦେହବ୍ୟବସାୟ ମାମଲାରେ ଶେଷରେ ଇସ୍ତଫା ଦେଇଛନ୍ତି ରାଜ୍ୟ ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବାଳିକା ଗୃହ ଚଳାଉଥିବା ବ୍ରଜେଶ ଠାକୁର ସହିତ ମନ୍ତ୍ରୀଙ୍କ ସ୍ୱାମୀ ଚନ୍ଦ୍ର ଶେଖର ବର୍ମାଙ୍କର ଘନିଷ୍ଠ…

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ : ୩୪ ଆହତ,୮ ଗୁରୁତର

ମୁମ୍ବାଇ ଚେମ୍ବୁରସ୍ଥିତ ମାହୁଲ ଠାରେ ଥିବା ଭାରତ ପେଟ୍ରୋଲିୟମ ପ୍ଲାଣ୍ଟରେ ବଡ ଧରଣର ଅଗ୍ନିକାଣ୍ଡ। ଏହି ଘଟଣାରେ ୩୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ଅଗ୍ନିସମ କର୍ମଚାରୀ ମାନେ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ତେବେ ନିଆଁ ଏତେ ଭୟଙ୍କର ଭାବରେ ଲାଗିଛିଯେ ଅଗ୍ନିସମ…

କିଛି ସମୟ ପରେ ଦ୍ରାବିଡ଼ ଯୋଦ୍ଧାଙ୍କୁ ଦିଆଯିବ ଅନ୍ତିମ ବିଦାୟ

ଆଉ କିଛି ସମୟ ପରେ ଦ୍ରାବିଡ଼ ଯୋଦ୍ଧାଙ୍କୁ ଦିଆଯିବ ଅନ୍ତିମ ବିଦାୟ । ଚେନ୍ନାଇର ମାରିନା ବିଚରେ ହେବ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଶେଷକୃତ୍ୟ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇ ମାରିନା ବିଚ ଏବେ ଲୋକାରଣ୍ୟ । ଚେନ୍ନାଇର…

ମେକ ଇନ ଓଡିଶା : ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ନବୀନ

ଓଡ଼ିଶା ସରକାର ନିବେଶକଙ୍କୁ ଦେବେ ସବୁ ପ୍ରକାର ସାହାଯ୍ୟ। ଯାହା ଆଉ କେଉଁଠୁ ମିଳିବନି। ଭୁବନେଶ୍ୱରରେ ୱାର୍ଲଡ ସ୍କିଲ୍‌ ସେଣ୍ଟର ଖୋଲିଛି । ଖୁବ ଶୀଘ୍ର ଷ୍ଟାର୍ଟ ଅଫ୍‌ ଓଡ଼ିଶା ଅଭିଯାନ ଆରମ୍ଭ ହେବ । ବିଶ୍ୱର ୫୦ ଟପ୍‌ ସ୍ମାର୍ଟ ସିଟି ମଧ୍ୟରୁ ଭୁବନେଶ୍ୱର ଗୋଟିଏ । ମୁମ୍ବାଇ ଇନ୍‌ଭେଷ୍ଟର୍ସ…