Browsing Category

ଦେଶ ବିଦେଶ

ବୃଦ୍ଧ ବାପା ମାଆଙ୍କୁ ଦୁର୍ବ୍ଯବହାର କରୁଛନ୍ତି ? ତେବେ ଜାଣିନିଅନ୍ତୁ ବମ୍ବେ ହାଇକୋର୍ଟର ଏହି ଗୁରୁତ୍ବପୂର୍ଣ୍ଣ ରାୟ

ମୁମ୍ବାଇ : ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବୃଦ୍ଧ ବାପାମାଆଙ୍କର ପୁଅ ଠିକ୍ ଭାବେ ଯତ୍ନ ନନେଲେ କିମ୍ବା ହଇରାଣ କଲେ, ପୁଅକୁ ବାପାମାଆ ଉପହାର ସ୍ୱରୂପ ଦେଇଥିବା ସଂପତ୍ତି ଫେରାଇ ନେଇ ପାରିବେ। ସେହିପରି ଯଦି ପୁଅ ସମ୍ପତ୍ତିର ସଠିକ୍ ଦେଖାରେଖା କରିପାରୁନଥିବ, ତେବେ ବାପା-ମାଆ…

ଉଦ୍ଧାର ପାଇଲେ ବଂଶଧାରା ନଦୀ ବନ୍ୟା ଜଳରେ ଫସିଥିବା ୫୩ ଜଣ ଶ୍ରମିକ

ଆନ୍ଧ୍ର ପ୍ରଦେଶ: ଉଦ୍ଧାର ପାଇଲେ ବଂଶଧାରା ନଦୀ ବନ୍ୟା ଜଳରେ ଫସିଥିବା ୫୩ ଜଣ ଶ୍ରମିକ। ବଂଶଧାରା ନଦୀର ଆନ୍ଧ୍ର ପ୍ରଦେଶ ଗଟା ବ୍ୟାରେଜରେ ବନ୍ୟା ଜଳ ନିଷ୍କାସନ ପାଇଁ ୨୨ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲାଯିବା ପରେ ଶ୍ରୀକାକୁଲମ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ବାଲି ଖାଦାନରେ ଫସି ଯାଇଥିଲେ…

ଥାଇଲାଣ୍ଡ ଗୁମ୍ପାରୁ ଉଦ୍ଧାର ପରେ ଆସିଲା ଫୁଟବଲ ଖେଳାଳିଙ୍କ ପ୍ରଥମ ବାର୍ତ୍ତା

ଥାଇଲାଣ୍ଡ: ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ସୁସ୍ଥ ଓ ଠିକ ଅଛୁ। ଥାଇଲାଣ୍ଡର ଅନ୍ଧାରୀ ଗୁମ୍ପାରୁ ଉଦ୍ଧାର ପରେ ଆସିଛି ଫୁଟବଲ ଖେଳାଳି ଓ କୋଚଙ୍କ ଭିଡିଓ ମ୍ୟାସେଜ୍। ଜଣେ ଜଣେ ବାଳକ ଜଣାଇଛନ୍ତି ବାର୍ତ୍ତା। ଉଦ୍ଧାରକାରୀ ଟିମ୍,ଡାକ୍ତର, ଥାଇ ନୈସେନା ଓ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା : ପଦୋନ୍ନତି ପାଇ ପାରନ୍ତି ୬ ଜଣ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରଣଙ୍କ ସମେତ ମୋଟ୍ ୬ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇ ପାରନ୍ତି। ଚଳିତ ସପ୍ତାହରେ ବସିପାରେ ସୁପ୍ରିମକୋର୍ଟ କଲେଜିୟମ। ଏଥିରେ ଅତି କମରେ ସୁପ୍ରିମକୋର୍ଟ ଜଜ୍ ଭାବେ…

ଟ୍ଵିଟକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ! ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ରରେ ବିକୃତ ଓଡ଼ିଆ…

ଭୁବନେଶ୍ବର : ଓଡ଼ିଆରେ କଦର୍ଯ୍ୟ ଓ କଦର୍ଥ ଲେଖା । ଶବ୍ଦ ଓ ବାକ୍ୟ କିଛି ବି ଠିକ୍‌ ନାହିଁ । ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଏମିତି ଏକ ନିମନ୍ତ୍ରଣ ପତ୍ର ଅପ୍‌ଲୋଡ୍‌ ହୋଇଛି । ତାହା ହେଉଛି ଦକ୍ଷତା ବିକାଶ ମନ୍ତ୍ରାଳୟର ନିମନ୍ତ୍ରଣପତ୍ର ।…

ସାଧାରଣ ସଭାରେ କାନ୍ଦି ପକାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ଝାଡଖଣ୍ଡ: ମେଣ୍ଟ ସରକାରରେ ରୁନ୍ଧି ହୋଇ ଗଲେଣି। ବହୁ କଷ୍ଟ ସହିବାକୁ ପଡୁଛି। ମହାଦେବଙ୍କ ପରି ବିଷ ପିଇବାକୁ ପଡୁଛି। କୋହ ସମ୍ଭାଳି ନପାରି ଏକ ସାଧାରଣ ସଭାରେ ଏକଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ। ସେ କାନ୍ଦି ବି ପକାଇଥିଲେ। କୁମାରସ୍ୱାମୀ କହିଛନ୍ତି,…

ଝାଡ଼ଖଣ୍ଡରେ ଗଣଆତ୍ମହତ୍ୟା: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଝାଡ଼ଖଣ୍ଡ: ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପିଲା। ମୃତକମାନେ ମାରଓ୍ଵାଡି ସମ୍ପ୍ରଦାୟର। ୫ ଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟ ଜଣେ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା…

ମାଓବାଦୀଙ୍କ ଆମ୍ବୁସରେ ଫସିଲେ ବିଏସଏଫ୍ ଯବାନ : ଗୁଳିବିନିମୟରେ ୨ ଯବାନ ସହିଦ

ଛତିଶଗଡ଼ : କାଙ୍କୋର ଜିଲ୍ଲାର ମହାଲ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ। ମାଓବାଦୀଙ୍କ ଆମ୍ବୁସରେ ଫସିଲେ ବିଏସଏଫ୍ ଯବାନ । ମାଓବାଦୀଙ୍କ ଗୁଳିରେ ୨ ଜଣ ବିଏସଏଫ୍ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ବିଏସଏଫ୍ ଯବାନ ୧୭୫ ବାଟାଲିୟନର । ତିନି ଜଣ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ…

ପ୍ରୋଟୋକଲ ଭାଙ୍ଗି ବାରଣାସୀ ବୁଲିଲେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପ୍ରୋଟୋକଲ ଭାଙ୍ଗି ରାତି ଅଧରେ ବାରଣାସୀ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପୂର୍ବାଞ୍ଚଳ ଗସ୍ତରେ ଅଛନ୍ତି । ଗତକାଲି ସେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ପହଞ୍ଚିଥିଲେ। ବାରଣାସୀରେ ସେ ରାତ୍ରିଯାପନ କରିଥିଲେ। ଏହା ଭିତରେ ରାତିରେ ଅଚାନକ…

କ୍ୟାନସର ରୋଗରୁ ଏହି ଫର୍ମୁଲା ଦେବ ଆରୋଗ୍ୟ !

ଛତିଶଗଡ଼ : ଦୁନିଆ ବଢ଼ିବା ସହ ବଢ଼ି ଚାଲିଛି ରୋଗ। ତେବେ ଏଥିମଧ୍ୟରେ ସବୁଠାରୁ ମାରାତ୍ମକ ରୋଗ ଭାବେ ଜଣାଯାଇଥାଏ କ୍ୟାନସର।ଏବେ କିନ୍ତୁ ଏହି ମାରାତ୍ମକ ରୋଗରୁ ମିଳିବ ଆରୋଗ୍ୟ। ଏହି ରୋଗରୁ ଆରୋଗ୍ୟ ପାଇଁ ଛତିଶଗଡ଼ର ଗବେଷକ ମମତା ତ୍ରିପାଠୀ ଏକ ଫର୍ମୁଲା ପ୍ରସ୍ତୁତ କରିଛନ୍ତି। ସେ ଦାବି…

ରାଜ୍ୟସଭାକୁ ମନୋନୀତ ହେଲେ ଦୁଇ ଓଡିଆ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହ

ଭୁବନେଶ୍ବର : ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ରାଜ୍ୟସଭାକୁ ଯିବେ । କଳାକ୍ଷେତ୍ରରେ ପାରଦର୍ଶିତା ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନୋନୀତ କରିଛନ୍ତି । ପୁରୀ ଜିଲ୍ଲାରେ ଜନ୍ମିତ ରଘୁନାଥ ମହାପାତ୍ର ଦୀର୍ଘଦିନ ଧରି ପଥର ଖୋଦେଇ କଳାରେ ଉତ୍କର୍ଷ…

ମୁକେଶ ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି !

ନୂଆଦିଲ୍ଳୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଡ଼େଟର ମୁଖ୍ୟ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ଭାବେ ବିବେଚିତ ହୋଇଛନ୍ତି। ଏପରିକି ମୁକେଶ ଏବଂ ଏସିଆର ସବୁଠାରୁ ଧନୀ ଭାବେ ଜଣାଯାଉଥିବା ଜାକ୍ ମା ତାଙ୍କ ଠାରୁ ୩ଲକ୍ଷ ଡ଼ଲାରରେ ଅଧିକ ରହିଛନ୍ତି। ମୁକେଶ ଭାରତର ସବୁଠାରୁ ଧନୀ ମାନଙ୍କ ମଧ୍ୟରେ…