Below header
Browsing Category

ଦେଶ ବିଦେଶ

ବିଦେଶୀ ପୋଷାକ ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ବଢ଼ିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ : ବିଦେଶରୁ ଆମଦାନୀ ହେଉଥିବା ପୋଷାକ ଉପରେ ବଢ଼ିଲା ଶୁଳ୍କ । ଏଭଳି ୩୨୮ ପ୍ରକାର ପୋଷାକ ଉପରେ ଆମଦାନୀ ଶୁଳ୍କ ପ୍ରାୟ ୨୦ ପ୍ରତିଶତ ବଢ଼ିଛି । ଜ୍ୟାକେଟ୍‌, ଟ୍ରାଉଜର, ସୁଟ୍‌, ପିଲାଙ୍କ ପୋଷାକ, କାର୍ପେଟ ଆଦି ଉପରେ ଶୁଳ୍କ ବଢ଼ା ଯାଇଥିବା ବେଳେ କିଛି ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ…

ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ

ନୂଆଦିଲ୍ଲୀ : ଏନସିପିର ବନ୍ଦନା ଚଭନ ନୁହନ୍ତି, କଂଗ୍ରେସର ବି.କେ. ହରିପ୍ରସାଦ ହେବେ ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ । ଗତକାଲି ୟୁପିଏ ପ୍ରାର୍ଥୀ ନେଇ ବନ୍ଦନା ଚଭନଙ୍କ ନାଁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବି.କେ. ହରିପ୍ରସାଦ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ବି.କେ.…

କିସକିଟର ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାସହ ସୁସ୍ଥ ରହିବା ଲାଗି କ୍ରୀଡ଼ା ଜରୁରୀ। ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, କିସକିଟର ଛାତ୍ରଛାତ୍ରୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି। ରବିବାର ଦିନ ୨୫ ଜଣ କିସକିଟ୍ ଛାତ୍ରଛାତ୍ରୀ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ।…

ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ’

ଆଜି ମୁମ୍ବାଇରେ ବିଭିନ୍ନ କଂପାନୀର ମୁଖ୍ୟ ଓ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ'। ଏଥିରେ ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ…

ଆଜି କରୁଣାନିଧିଙ୍କ ଶେଷକୃତ୍ୟ : ତାମିଲନାଡୁରେ ସରକାରୀ ଛୁଟି ,୭ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ

ଚେନ୍ନାଇ : ଚେନ୍ନାଇର ମାରିନା ବିଚରେ ହିଁ ହେବ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ କରୁଣାନିଧିଙ୍କ ଶେଷକୃତ୍ୟ । ଏନେଇ ଚାଲିଥିବା ମାମଲାକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ମାରିନା ବିଚରେ ଶେଷକୃତ୍ୟ ହେଲେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟରେ ଓକିଲଙ୍କ…

କରୁଣାନିଧିଙ୍କ ଦେହାନ୍ତ

ଚେନ୍ନାଇ : ଡିଏମ୍‌କେ ନେତା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ପରଲୋକ । ପ୍ରାୟ ପାଞ୍ଚ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ଅସୁସ୍ଥ ଥିଲେ । ତେବେ ଗତ ଜୁଲାଇ ୨୯ ତାରିଖରେ ଅତି ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଚେନ୍ନାଇର କାଭେରୀ ହସପିଟାଲରେ ଭର୍ତ୍ତି ହୋଇଥିଲେ ।…

ବିବାହ କରିପାରିବନି ଆବୁ ସାଲେମ୍ : ଡନକୁ ଝଟକା ଦେଲେ ହାଇକୋର୍ଟ

ଆବୁ ସାଲେମକୁ ହାଇକୋର୍ଟଙ୍କ ଝଟକା । ଅଧାରେ ରହିଗଲା ଡନର ବିବାହ ସ୍ବପ୍ନ । ଅନୁମତି ଦେଲେନି ବମ୍ବେ ହାଇକୋର୍ଟ । ବିବାହ ପାଇଁ ୪୫ ଦିନ ପାରୋଲରେ ଯିବାକୁ ଅନୁମତି ମାଗିଥିଲା ମୁମ୍ବାଇ ବମ୍ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । ହେଲେ ଏହାକୁ ଖାରଜ କରିଦେଲେ ବମ୍ବେ ହାଇକୋର୍ଟ । ଏହା ପୂର୍ବରୁ ମଧ୍ୟ…

ମୁଜାଫରପୁର ସେଲଟରହୋମରେ ଦୁଷ୍କର୍ମ ମାମଲା : ବିହାର ସରକାରଙ୍କୁ ତୀବ୍ର ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ମୁଜାଫରପୁର ବାଳିକାଗୃହରେ ଦୁଷ୍କର୍ମ ମାମଲାକୁ ନେଇ ବିହାର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାମଲାର ଶୁଣାଣି ପାଇଁ ଗଠିତ ତିନି ଜଣିଆ ଖଣ୍ଡପୀଠ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ ଏନ୍‌ଜିଓ ଦ୍ୱାରା ପରିଚାଳିତ ଏହି ବାଳିକା ଗୃହରେ ଯେଭଳି…

କେଜ୍ରିୱାଲ୍ ସରକାରଙ୍କ ବଡ଼ ନିଷ୍ପତ୍ତି : ୧୦ କୋଟି ହେଲା ବିଧାୟକ ପାଣ୍ଠି

ନୂଆଦିଲ୍ଲୀ : କେଜ୍ରିୱାଲ୍ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢାଇଲେ ଦିଲ୍ଲୀ ବିଧାୟକଙ୍କ ପାଣ୍ଠି । ୪କୋଟିରୁ ବଢି ଏବେ ବିଧାୟକଙ୍କ ଫଣ୍ଡ ହେବ ୧୦ କୋଟି । କ୍ୟବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତେବେ…

ରାଜ୍ୟସଭା ନିର୍ବାଚନ : ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ ୧୨୩ ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ : ରାଜ୍ୟସଭାରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୪୪। ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ ୧୨୩ ସାଂସଦଙ୍କ ସମର୍ଥନ। ଏନଡିଏ ପାଖରେ ୧୧୦ ସାଂସଦ ଅଛନ୍ତି। ରାଜ୍ୟସଭାରେ ବିଜେଡିର ୯ ସାଂସଦ ଅଛନ୍ତି। ଯଦି ହରିବଂଶଙ୍କୁ ବିଜେଡିର ସମର୍ଥନ ମିଳେ, ତେବେ ଏନଡିଏକୁ ମିଳିବ ୧୧୯…

ନବୀନଙ୍କ ସହ କଥା ହେଲେ ନିତୀଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତୀଶ କୁମାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ନବୀନଙ୍କ ସହ ନିତୀଶ କୁମାର କଥା ହୋଇଛନ୍ତି । ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି…

ସୁପ୍ରମିକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିନୀତ ଶରଣ

ସୁପ୍ରମିକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ । ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏମ୍. ଯୋଶେଫ ଏବଂ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ମଧ୍ୟ…