Browsing Category

ଦେଶ ବିଦେଶ

ଏକକ ନିର୍ବାଚନକୁ ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି ବିଜେଡି

ଭୁବନେଶ୍ବର : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଜି ଲ' କମିଶନଙ୍କ ନିକଟରେ ମତ ରଖିଛି ବିଜେଡି । ଏକକ ନିର୍ବାଚନକୁ ବିଜେଡି ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି । ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଲ' କମିଶନଙ୍କୁ ଏହା ଜଣାଇଛନ୍ତି । ଏକସଙ୍ଗେ ନିର୍ବାଚନ ନେଇ ଲ' କମିଶନ…

ତ୍ୱରାନ୍ଵିତ ହେଉଛି ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା : ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରସ୍ତାବ ପାସ୍…

ନୂଆଦିଲ୍ଲୀ : ବିହାର, ଜମ୍ମୁ- କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା ଭଳି ଓଡ଼ିଶାରେ ଗଠନ ହେବାକୁ ଯାଉଛି ବିଧାନ ପରିଷଦ । ଏଥିପାଇଁ କମିଟି ବିହାରରୁ ଅନୁଧ୍ୟାନ କରି ଫେରିଛି । ଏହା ପରେ ଉଜ୍ଜ୍ୱଳ ହୋଇଛି ସମ୍ଭାବନା । ବିହାରରେ ପ୍ରଥମେ ବିଧାନ…

ଦୁଇ ମାସ ଭିତରେ ଓଡ଼ିଶାରେ ନିଯୁକ୍ତ ହେବେ ଲୋକାୟୁକ୍ତ : ସୁପ୍ରିମ୍‌କୋର୍ଟ ଦେଲେ ସମୟ

ଭୁବନେଶ୍ବର : ଲୋକାୟୁକ୍ତ ବିଲ୍‌ ପାସ୍‌ କରିବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । କିନ୍ତୁ ନିଯୁକ୍ତିରେ ବିଳମ୍ବ ଯୋଗୁ ତାଗିଦ୍‌ କରିଥିଲେ ସୁପ୍ରିମକୋର୍ଟ । ଆଜି ସତ୍ୟପାଠ ଦାଖଲ କରିଥିଲେ ସରକାର । ସୁପ୍ରିମ୍‌କୋର୍ଟ ଲୋକୟୁକ୍ତ ନିଯୁକ୍ତି ପାଇଁ ଦୁଇ ମାସ ସମୟ ଦେଇଛନ୍ତି । ଓଡ଼ିଶା…

୧୮ ଦିନର ସସ୍‌ପେନ୍ସ ଶେଷ : ଥାଇଲାଣ୍ଡର ପାଣିଭର୍ତ୍ତି ଅନ୍ଧାର ଗୁମ୍ଫାରୁ ଉଦ୍ଧାର ହେଲେ ସମସ୍ତ ୧୩ ଜଣ

ଥାଇଲାଣ୍ଡ୍ :  ୧୮ ଦିନର ସସ୍‌ପେନ୍ସ ଶେଷ। ମିଶନ୍‌ କେଭ୍‌ ରେସ୍‌କ୍ୟୁ ସକ୍‌ସେସ୍‌ । ପାଣିଭର୍ତ୍ତି ଅନ୍ଧାର ଗୁମ୍ଫାରୁ ସମସ୍ତ ୧୩ ଜଣ ଉଦ୍ଧାର । ଏହା ଚମତ୍କାରୀତା ନା ବିଜ୍ଞାନ, ଜଣାନାହିଁ । କିନ୍ତୁ ସମସ୍ତ ୧୩ ଜଣ ଉଦ୍ଧାର ହୋଇଥିବା ଥାଇଲାଣ୍ଡ ନେଭି କହିଛି । ଆଜି ସକାଳ ୧୦ଟାରେ ଆରମ୍ଭ…

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର

ନୁଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର। ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତ କରିଛନ୍ତି। ଲୋକାୟୁକ୍ତ ଗଠନ ନେଇ ସରକାର କ’ଣ କରିଛନ୍ତି ଓ ଆଗକୁ କେଉଁ ସବୁ କାର୍ୟ୍ୟପନ୍ଥା ଗ୍ରହଣ କରିବେ ସେନେଇ ରାଜ୍ୟ…

ଥାଇଲାଣ୍ଡରେ ମିଶନ କେଭ୍ ରେସ୍କ୍ୟୁ: ଦୁଇ ଦିନରେ ୮ ଜଣ ଉଦ୍ଧାର

 ଥାଇଲାଣ୍ଡ: ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର ହୋଇଛନ୍ତି। ପ୍ରଥମେ ୪ ଜଣ ଓ ଗତକାଲି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍। ଆଶା କରାଯାଉଛି, ଆଜି ସୁଦ୍ଧା ଗୁମ୍ଫା ଭିତରୁ ସମସ୍ତଙ୍କୁ ବାହାରକୁ…

ଆଜି ହେବ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଆଜି ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଧାରାରେ ସମଲିଙ୍ଗୀ ସଂପର୍କକୁ ଅପରାଧ ବୋଲି ବିବେଚନା କରାଯାଉଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏନେଇ ଜବାବ ରଖିବାକୁ ଅଧିକ ସମୟ ଦେବା ପାଇଁ କେନ୍ଦ୍ର…

ଜମ୍ମୁ-କାଶ୍ମୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ : ୨ ଜବାନ ଆହତ

ଜମ୍ମୁ-କାଶ୍ମୀର ଶୋପିୟା ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। କୁମଦଲାନରେ ୨ରୁ ୩ ଜଣ ଆତଙ୍କବଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏହି ଖବର ମିଳିବା ପରେ ସେନା ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏହି ଅଞ୍ଚଳରେ…

ଦୋଷୀ ପାଇବେ ଫାଶୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନିଜ ନିଷ୍ପତି କାଏମ୍ ରଖିଲେ ସୁପ୍ରିମକୋର୍ଟ

ଦିଲ୍ଲୀ: ବିନୟ ଶର୍ମା, ପଓ୍ଵନ ଗୁପ୍ତା ଓ ମୁକେଶ ସିଂହ । ଏ ସମସ୍ତଙ୍କୁ ଫାଶୀ ଆଦେଶ କାଏମ । ସୁପ୍ରିମ୍‌କୋର୍ଟ ଦଣ୍ଡ କୋହଳ କଲେନି । ଖାରଜ ହେଲା ପୁନର୍ବିଚାର ଆବେଦନ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଫାଶୀ ଆଦେଶ ହୋଇଥିଲା । ୪ଜଣଙ୍କ ମଧ୍ୟରୁ ୩ ଜଣ ରିଭ୍ୟୁ ପିଟିସନ ଦାଖଲ କରିଥିଲେ…

ଥାଇଲାଣ୍ଡରେ ପୁଣି ଆରମ୍ଭ ହେଲା ବିପଦପୂର୍ଣ୍ଣ ରେସ୍‌କ୍ୟୁ ଅପରେସନ୍‌

ଥାଇଲାଣ୍ଡ: ଥାଇଲାଣ୍ଡରେ ମିଶନ କେଭ୍‌ ରେସ୍‌କ୍ୟୁ । ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର । ଗତକାଲି ୪ ଜଣ ଓ ଆଜି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍‌ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି…

ସୁପ୍ରିମକୋର୍ଟ ନିର୍ଦ୍ଦେଶ : ତାଜମହଲରେ ହେବ ନାହିଁ ନମାଜ ପାଠ

ନୂଆଦିଲ୍ଲୀ : ବିଶ୍ୱର ସପ୍ତାଶ୍ଚର୍ୟ୍ୟ ତାଜମହଲ ଭିତରେ ନମାଜ ପାଠ ହୋଇପାରିବ ନାହିଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଜମହଲ ଭିତରେ ବାହାର ଲୋକ ନମାଜ ପାଠ କରି ପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଶୁକ୍ରବାର କେବଳ ଆଗ୍ରାବାସୀ ତାଜମହଲ…

ବର୍ଷାରେ ମାୟାନଗରୀ ବେହାଲ

ମୁମ୍ବାଇ: ସହର ଭିତରେ ଲହଡ଼ି ମାରୁଛି ବର୍ଷାପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏରୁ ଅଧିକ ପାଣି ପ୍ରବାହିତ ହୋଇଛି। ବୁଡ଼ି ଯାଇଥିଲା ରାସ୍ତା ଉପରେ ରହିଥିବା ଗାଡ଼ିମୋଟର। ସହରର ବିଭିନ୍ନ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଯିବା ଆସିବା…