Below header
Browsing Category

ୱାର୍ଲଡ କପ

ମ୍ୟାକ୍ସୱେଲଙ୍କ ଦମଦାର ଦ୍ୱିଶତକ ଆଫଗାନିସ୍ତାନ ଠାରୁ ଛଡାଇ ଆଣିଲା ବିଜୟ, ହେଲେ ଭାଙ୍ଗିପାରିଲାନି ଈଶାନଙ୍କ ରେକର୍ଡ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଆଫଗାନିସ୍ତାନ ଠାରୁ ବିଜୟ ଛଡାଇ ଆଣିଛନ୍ତି । ଆଫଗାନିସ୍ତାନ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୧ ରନ୍‌ କରିଥିଲା । ହେଲେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ଆଫଗାନିସ୍ତାନ ଠାରୁ ବିଜୟ ଛଡାଇନେଇଛି ।…

ଇତିହାସ ରଚିଲା ଆଫଗାନିସ୍ତାନ, ଚାମ୍ପିଅନ୍ସ ଟ୍ରଫି ପାଇଁ କଲା କ୍ୱାଲିଫାଏ

ବିଶ୍ୱକପରେ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ଟିମ୍‌ ଭଲ ପ୍ରଦର୍ଶନ କରିଛି । ଗତ ୩ଟି ମ୍ୟାଚ୍‌ ଜିତିଛି ଆଫଗାନିସ୍ତାନ । ଆଜି ମୁମ୍ବାଇ ଓ୍ଵାଙ୍ଖଡେରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବ ଆଫଗାନିସ୍ତାନ । ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଇତିହାସ ରଚିଛି । ପ୍ରଥମ ଥର ପାଇଁ…

ଆଫଗାନିସ୍ତାନ ଟିମ୍‌କୁ ସାକ୍ଷାତ କଲେ ସଚିନ ତେନ୍ଦୁଲକର, ରାସିଦ ଖାନ ଜଣାଇଲେ ଧନ୍ୟବାଦ

ବିଶ୍ୱକପ ୨୦୨୩ର ୩୯ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଆଫାଗାନିସ୍ତାନ ଟିମ୍‌ ଖେଳାଳିଙ୍କ ସହିତ ସଚିନ ତେନ୍ଦୁଲକର ସାକ୍ଷାତ କରିଛନ୍ତି । ଓ୍ଵାଙ୍ଖଡେରେ ଟିମ୍‌ ସହିତ ଫଟୋ…

ଚୁଟି କାଟିବା ବେଳେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ମଜା ନେଲେ ବିରାଟ କୋହଲି, ଫଟୋ ଭାଇରଲ

ଆଇସିସି ବିଶ୍ୱକପ ୨୦୨୩ରେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଚୁଟି କାଟିଛନ୍ତି । ଆଜି ସାଉଥ ଆଫ୍ରିକା ସହିତ ମ୍ୟାଚ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ । ଗତକାଲି ବିଶ୍ୱକପ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍ମ ଚିନ୍ନାସ୍ୱାମୀ…

ଶତକ କରିପାରିଲେନି ହେଲେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ବିଶ୍ୱକପ ୨୦୨୩ ମ୍ୟାଚରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ଦଳ ମୁହାଁମୁହିଁ ହୋଇଛନ୍ତି । ଶ୍ରୀଲଙ୍କା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ବିରାଟ କୋହଲି ତାଙ୍କର ୪୯ ତମ ଶତକରୁ ବଞ୍ଚିତ ହୋଇଛନ୍ତି । ବିରାଟ କୋହଲି ୯୪ ବଲରେ ୮୮ ରନ କରି ଆଉଟ୍‌…

ଅଷ୍ଟ୍ରେଲିଆ ଟିମ୍‌କୁ ଝଟକା, ବ୍ୟକ୍ତିଗତ କାରଣ ଯୋଗୁଁ ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ ଅଷ୍ଟ୍ରେଲିଆ ଟିମକୁ ଝଟକା । ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ତଥା ବ୍ୟାଟର ମିଚେଲ ମାର୍ଶ ବ୍ୟକ୍ତିଗତ କାରଣ ଯୋଗୁଁ ହଠାତ୍‌ ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ପାରିବାରିକ ମାମଲା ନେଇ ସ୍ୱଦେଶ ଫେରିଥିବା ସୂଚନା ମିଳିଛି । ତେବେ ମାର୍ଶ ବିଶ୍ୱକପରେ ଆଗାମୀ ମ୍ୟାଚ…

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ, ବିସିସିଆଇ ନେଲା ନିଷ୍ପତ୍ତି

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ଏହି ଦୁଇଟି…

ନ୍ୟୁଜିଲାଣ୍ଡକୁ ଝଟକା, ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଅଧିନାୟକ କେନ ଓ୍ଵିଲିୟମସନ

ଆଜି ବିଶ୍ୱକପରେ ପୁନେ ଏମସିଏରେ ସାଉଥ ଆଫ୍ରିକା -ନ୍ୟୁଜିଲାଣ୍ଡ ଲଢେଇ । ଉଭୟ ଦଳ ୬ଟି ମ୍ୟାଚ ଖେଳିଛନ୍ତି । ସାଉଥ ଆଫ୍ରିକା ୫ଟି ବିଜୟ ସହ ପଏଣ୍ଟ ଟେବୁଲ ତାଲିକାର ୫ମ ଓ ନ୍ୟୁଜିଲାଣ୍ଡ ୪ଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଜିତିଲେ ସାଉଥ ଆଫ୍ରିକା ଟିମ ସେମି ଫାଇନାଲରେ…

ଆଫଗାନିସ୍ତାନର ବିଜୟ ପରେ ପୁଣି ନାଚିଲେ ଇରଫାନ ପଠାନ, ଏଥର ହରଭଜନ ସିଂ ଦେଲେ ସାଥ୍‌

ଚଳିତ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ହରାଇବା ପରେ ଡ୍ୟାନ୍ସ କରିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ଏକୁଟିଆ ନୁହେଁ ହରଭଜନ ସିଂଙ୍କ ସହିତ । ଫରକ କେବଳ ଏତିକି, ସେତେବେଳେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ଜିତିବା ବେଳେ ମଇଦାନରେ ନାଚିଥିବା ବେଳେ…

ଏଥର ଶ୍ରେଷ୍ଠ ଫିଲ୍ଡର ମେଡାଲ ନେଲେ କେଏଲ ରାହୁଲ, ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ୍‌

ଆଇସିସି ବିଶ୍ୱକପ ୨୦୨୩ରେ ଭାରତୀୟ ଟିମ୍‌ ଷଷ୍ଠ ବିଜୟ ହାସଲ କରିନେଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତୀୟ ଟିମ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମ୍‌ ଡ୍ରେସିଂ ରୁମରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି । ଏହି ଟ୍ରେଣ୍ଡ ଅନୁସାରେ ମ୍ୟାଚ୍‌ ପରେ…

ବିଶ୍ବକପ-୨୦୨୩, ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡସ୍

କୋଲକାତା : ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୮୭ ରନରେ ହରାଇଦେଇଛି ନେଦରଲାଣ୍ଡସ୍ । ବାଂଲାଦେଶକୁ ନେଦରଲାଣ୍ଡସ ୨୩୦ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ବାଂଲାଦେଶ ଦଳ ମାତ୍ର ୧୪୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମେହିଦି ହାସାନ ମିରାଜ ସର୍ବାଧିକ ୩୫ ରନ କରିଥିଲେ ।…

ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମ୍‌କୁ ଝଟକା, ଭାରତ ଆସିବା ପାଇଁ ଏଯାଏଁ ମିଳିନି ଭିସା

ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । ଫଳରେ ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଆଶଙ୍କା ଦେଖାଦେଇଛି । ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୬ ତାରିଖରେ ପାକିସ୍ତାନ ମ୍ୟାଚ୍‌ ରହିଛି । ବାବର ଆଜମଙ୍କ…