Below header
Browsing Category

ସ୍ପେଶାଲ

ସୁନ୍ଦର ଦେଖାଯିବା ପାଇଁ ମହିଳା ପିଉଛନ୍ତି ଦୈନିକ କୁକୁର ମୂତ୍ର

ୱାଶିଂଟନ୍ : ମହିଳା ସୁନ୍ଦର ଦେଖାଯିବା ପାଇଁ ସାତ ସମୁଦ୍ର ପାର ମଧ୍ୟ ଯିବାକୁ ପଛାନ୍ତି ନାହିଁ। ଏଥିପାଇଁ ବଜାରରେ ଆପଣ ଦେଖିଥିବେ ମହିଳାଙ୍କ ପାଇଁ ଅନେକ ପ୍ରକାରର ବିଉଟି କ୍ରିମ୍ ଏବଂ ପ୍ରଡ଼ୋକ୍ଟ ଆଦି ବିକ୍ରି ହେଉଛି। କିନ୍ତୁ ଆପଣ କେବେ ଶୁଣିଛନ୍ତି ସୁନ୍ଦର ଏବଂ ଚମକଦାର ତ୍ବଚା ପାଇଁ କୌଣସି…

ଗୁଣିଗାରେଡ଼ି ସନ୍ଦେହ : ଗାଁରୁ ବାସନ୍ଦ ପରିବାର

ଗଜପତି : ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ ଗୋଟିଏ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଗାଁର ବୁଡା ଶବରଙ୍କ ପରିବାରକୁ ହତ୍ୟା ଧମକ ଦିଆଯିବା ସହ ନିଆଁପାଣି ବାସନ୍ଦ କରିଛନ୍ତି ଗ୍ରାମବାସୀ…

ଆଉ ନୂଆ ଗ୍ରାହକ କରି ପାରିବନି ପେଟିଏମ୍‌

ନୂଆଦିଲ୍ଲୀ : ପେଟିଏମ୍‌ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା କଟକଣା । ଆଉ ନୂଆ ଗ୍ରାହକ ନନେବା ପାଇଁ ପେଟିଏମ୍‌କୁ ନିର୍ଦ୍ଦେଶ । ତୁରନ୍ତ ଏହି ପ୍ରକ୍ରିୟା ବନ୍ଦ କରିବାକୁ କୁହାଯାଇଛି । ସେପଟେ ଗ୍ରାହକ ସଂଗ୍ରହ ପ୍ରକ୍ରିୟାରେ କିଛି ତ୍ରୁଟି ରହିଥିବା ଜଣାପଡ଼ିବା ପରେ ତାର ଯାଞ୍ଚ ଆରମ୍ଭ…

ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ

ବ୍ଲୁହେ୍ଵଲ ଚ୍ୟାଲେଞ୍ଜ ପରେ ଏବେ ମୋମୋ ଚ୍ୟାଲେଞ୍ଜ । ସୋସିଆଲ ମିଡିଆରେ ଖେଳୁଛି ମୋମୋ ହ୍ଵାଟସଆପ୍ ଚ୍ୟାଲେଞ୍ଜ । ଇଏ ବି ଏକ ସୁଇସାଇଡ୍ ଗେମ୍ ଠିକ୍ ବ୍ଲୁହେ୍ଵଲ ଭଳି । ହ୍ଵାଟସଆପରେ ଏକ ନମ୍ବର ଭାଇରାଲ ହୋଇଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଏକ ଭୟାନକ ଝିଅର ଚେହେରା ରହିଛି । ତାରି ନାଁ…

କଳସର ମହତ୍ବ !

ହିନ୍ଦୁ ଧର୍ମରେ ପୂଜା ହେଉ କି କୌଣସି ଧାର୍ମିକ କର୍ମ ହେଉ ଏହି ପୂଜାରେ ସାମଗ୍ରି ସହ ଅନେକ ଗୁଡିଏ ବସ୍ତୁକୁ ବ୍ୟବହାର କରାଯାଇଥାଏ ଯେମିତିକି ଫୁଲ, ପାଣି, ଧୂପ, ଦୀପ, ଘଣ୍ଟି, ଶଙ୍ଖ, ଆସନ ଏବଂ କଳସ ଆଦି ଯାହାର ବିଶେଷ ମହତ୍ବ ରହିଥାଏ । ଭାରତୀୟ ସଂସ୍କୃତିରେ କୌଣସିବି ଅନୁଷ୍ଟାନରେ କଳସର…

ଗୁଗୁଲ୍ ଡୁଡୁଲ୍ ‘ମୀନା କୁମାରୀ’

ଯଦି ଜୀବିତ ଥାନ୍ତେ ତାଙ୍କୁ ଆଜି ୮୫ ବର୍ଷ ହୋଇଥାନ୍ତା। ତେବେ ଏଇ ଦିବଙ୍ଗତ ନାୟିକାଙ୍କ ଜନ୍ମଦିନରେ ସର୍ଚ୍ଚ ଇଞ୍ଜିନ୍ ଗୁଗଲ, ତାଙ୍କୁ ‘ଡୁଡଲ’ କରି ମନେ ପକାଇଛି। ନିଜ ସମୟର ସବୁଠାରୁ ଲୋକପ୍ରିୟ, ନାମୀ ଦାମୀ ଅଭିନେତ୍ରୀ ‘ଟାଜେଡି କୁଇନ୍’ ଭାବେ ପରିଚିତ ଥିଲେ ମୀନା କୁମାରୀ। ନାୟକମାନେ ତାଙ୍କ…

ଇଂଲିସ୍ ମନ୍ଦିର !

ଉତ୍ତରପ୍ରଦେଶ : ଦୁନିଆରେ ଲୋକମାନେ ଇଂଲିସ୍ ଶିକ୍ଷିବା ପାଇଁ କ’ଣ କରୁ ନାହାଁନ୍ତି । ପୂରା ଦୁନିଆରେ ଜଣା ନାହିଁ କେତେଯେ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଇଂଲିସ୍ ନାଁ ଶୁଣିବା ମାତ୍ରେ ସେମାନଙ୍କୁ କାନ୍ଦ ଆସିଥାଏ କାହିଁକିନା ଏମାନେ ଇଂଲିସ୍ କହିପାରନ୍ତି ନାହିଁ । ଆପଣ ଯଦି ଏମାନଙ୍କ ମଧ୍ୟରୁ…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୬ଟି ବ୍ଲକର ୧୨୨ ପଞ୍ଚାୟତକୁ ମିଳିଲା ୨୮ କୋଟି ୯୫ ଲକ୍ଷ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ରାଜ୍ୟର ୬ଟି ଜିଲ୍ଲାର ୬ଟି ବ୍ଲକ୍ ପାଇଁ ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକର ବାରଙ୍ଗ, କଳାହାଣ୍ଡିର ଥୁଆମୂଳ ରାମପୁର, ଗଜପତି ଜିଲ୍ଲାର ଗୋଷାଣି…

ଏହା ହେଉଛି ଦୁନିଅାର ୪ଟି ଦାମୀ ଜିନିଷ, ଯାହାକୁ ଭୁଲରେ ଫିଙ୍ଗି ଦିଆଯାଇଥିଲା !

ସାଧାରଣତଃ ଆମେ ଖରାପ ଜିନିଷ ସବୁ ଆମ ଘରୁବାହାରକୁ ଫିଙ୍ଗିଦେଇଥାଉ କାହିଁକି ନା ଆମ ଘରେ ଜାଗାର ଅଭାବ ଦେଖା ନଯାଉ । କିନ୍ତୁ ଅନେକ ସମୟରେ ଏମିତି ହୋଇଥାଏ କି ଲୋକମାନେ ଭୁଲରେ ନିଜର ଦାମୀ ଜିନିଷକୁ ଫୋପାଡି ଦେଇଥାନ୍ତି । ଯେଉଁ କାରଣରୁ ପାଇଁ ସେମାନଙ୍କର କୋଟିଏ ଟଙ୍କାର କ୍ଷତି ହୋଇସାରିଲାଣି ।…

ଚାଷୀଙ୍କ ପାଇଁ କାଳ ସାଜିଲା ବର୍ଷା : ପଚିଗଲା ଧାନତଳି, ଜମି ବାଲିଚର

ବନ୍ୟା ଛାଡିଯାଇଛି । କିନ୍ତୁ ଗତ କିଛି ଦିନର ଲଗାଣ ବର୍ଷା ଭାଙ୍ଗି ଦେଇଛି କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ମେରୁଦଣ୍ଡ । ବର୍ଷା ପାଣିରେ ବୁଡ଼ିରହି ତଳିସବୁ ପଚି ନଷ୍ଟ ହୋଇଯାଇଛି । ବର୍ଷକ ପାଇଁ ଦି ମୁଠା ଦାନା ଯୋଗାଡ କରିବା ଆଶାରେ ଯେଉଁ ଚାଷ ଆରମ୍ଭ କରାଯାଇଥିଲା ତାହା ଏବେ ଚାଷୀଙ୍କୁ ମହଙ୍ଗା…

୧ ଅଗଷ୍ଟରୁ ଶନିଦେବଙ୍କ ଅସୀମ କୃପା ରହିବ ଏହି ୫ଟି ରାଶି ଉପରେ !

ଦେବତା ମାନଙ୍କ ମଧ୍ୟରେ ଶନି ଦେବଙ୍କୁ କ୍ରୋଧୀ ଦେବତା ରୂପରେ ଗଣନା କରାଯାଇଛି । ଶନିଙ୍କ ନାଁ ଶୁଣିବା ମାତ୍ରେ ବ୍ୟକ୍ତିଙ୍କ ମନରେ ଡର ଭରିଯାଏ । ପ୍ରତ୍ୟେକ ଲୋକ ଶନିଦେବଙ୍କ କ୍ରୋଧରୁ ବଚିଂବା ପାଇଁ ତାଙ୍କର ପୂଜାଅର୍ଚ୍ଚନା କରିଥାନ୍ତି ଯାହା ଦ୍ବାରା ଶନିଙ୍କ ପ୍ରବାହ କମିଥାଏ ଏବଂ ତାଙ୍କ…

ଫେରାଇ ଆଣନ୍ତୁ ମୋ ସ୍ତ୍ରୀକୁ ! ଜଣେ ସ୍ବାମୀଙ୍କ ମୋଦିଙ୍କ ନିକଟକୁ ଦୁଃଖଭରା ଚିଠି

ସଡକ, ନାଳ, ଘର ଏବଂ ବିକାଶ ପରି କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋଟି କୋଟି ଲୋକ ଚିଠି ଲେଖିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ନାଁରେ ଅନେକ ଲୋକ ନିଜର ସମସ୍ୟା ବିଷୟରେ ଜଣାଇବା ପାଇଁ ଚିଠି ଲେଖିଥାନ୍ତି । ଏହି ସବୁ ଚିଠି ପିଏମ୍ କାର୍ୟ୍ୟାଳୟରେ ପହଞ୍ଚିଥାଏ । କିନ୍ତୁ କ’ଣ…