Browsing Category

ସ୍ପେଶାଲ

ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ: ଏବେ ଆମେରିକାରେ କଟିବ ନୂଆ ଜୀବନ

ଭୁବନେଶ୍ବର: ଦିନେ ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ। ଏବେ ଆମେରିକାରେ କଟିବ ନୂଆ ଜୀବନ। ଭଦ୍ରକର ଅପରାଜିତାକୁ  ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତ୍ତି। ଗତ ୨୦୧୨ ଫେବ୍ରୁଆରୀ ୧୮ ତାରିଖରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ…

ମୃତ୍ୟୁର ଅ।ଭାସ ଜାଣିପାରନ୍ତି ଏହି ମହିଳା : ସାଧାରଣ ମଣିଷଙ୍କ ବୁଝିବା ଶକ୍ତି ବାହାରେ ଏହି ଶକ୍ତିର ରହସ୍ଯ

କୁହାଯାଏ ମରଣ କାହା ହାତର କଥା ନୁହେଁ । କାହାର କେତେ ବେଳେ ଯେ ଶେଷ ସମୟ ଆସିଯିବ କେହିବି ସେ ବିଷୟରେ ଜାଣି ନଥାନ୍ତି । କିନ୍ତୁ ଏମିତି କିଛି ଅଲୌକିକ ଶକ୍ତି ଭଗବାନଙ୍କ ବରଦାନ ସଦୃଶ୍ୟ ଅଟେ । ଯାହା କିଛି କମ୍ ଲୋକଙ୍କୁ ମିଳିଥାଏ ।  ଆସନ୍ତୁ ଜାଣିବା ଏମିତି ଜଣେ ମହିଳାଙ୍କ…

୧୮ ବର୍ଷ ପରେ ଦୁନିଆ ଦେଖିଲେ ସୂର୍ଯ୍ଯମଣି

ଗଞ୍ଜାମ: ପାଠ ପଢ଼ିବେ, ଘର ସମସ୍ୟା ଦୂର କରିବେ। ଏଇ ଇଚ୍ଛା ଥିଲା ସୂର୍ୟ୍ୟମଣିଙ୍କର। ମାତ୍ର ଭାଗ୍ୟର ବିଡମ୍ବନା, ଦୃଷ୍ଟିଶକ୍ତି ହରାଇଥିବା ଯୋଗୁ ଏହି ସମସ୍ତ ସ୍ୱପ୍ନ ଅଧୁରା ରହିଯାଇଥିଲା ତାଙ୍କର। ପିଲାଟି ଦିନରୁ ଦୃଷ୍ଟିଶକ୍ତି କମ୍ ରହିଥିବା ସୂଯ୍ୟର୍ମଣିଙ୍କ ବୟସ ବଢ଼ିବା ସାଙ୍ଗକୁ ଦୃଷ୍ଟି…

Indian Idol ଅଡିସନରେ ଓଡ଼ିଆ ପ୍ରତିଭାଙ୍କ ଜୟଯାତ୍ରା : ନିଜ ରେଶମୀ ଭଏସର ଯାଦୁରେ ବିଚାରପତିଙ୍କ ହୃଦୟ ଜିତିଲେ…

ଜାତୀୟ ମଂଚରେ ଓଡିଆ ପ୍ରତିଭାଙ୍କ ଜୟଯାତ୍ରା ଅନେକ ଦେଖିବାକୁ ମିଳିଛି । ଜାତୀୟ ସ୍ତରରେ ନିଜ ପ୍ରତିଭା ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ଏକାଧିକ ଓଡିଆ । କୌଣସି ସଙ୍ଗୀତ ପ୍ରତିଯୋଗୀତାର ମଂଚ ହେଉ କି ଡ୍ୟାନ୍ସ ରିୟଲିଟି ସୋ । ଅନେକ ପ୍ରତିଭାଙ୍କ ପାଇଁ ଜାତୀୟ ସ୍ତରରେ ଗର୍ବିତ…

ଝିଅଙ୍କ ନାଚ ଦେଖି ଚପଲରେ ପିଟିଲେ ମା’: ଭାଇରାଲ୍ ହେଲା ଭିଡିଓ

ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ଦେଖିବାକୁ ମିଳୁଛି। ଫେସବୁକ୍ ହେଉ ବା ଇନଷ୍ଟାଗ୍ରାମ, ପ୍ରତିଦିନ ନୂଆ ନୂଆ ଭିଡିଓ ଆପଣମାନେ ଦେଖୁଥିବେ । କିଛି ଏଥିରୁ ମଜାଦାର ଥାଏ ତ ଆଉ କିଛି ଥାଏ ସମ୍ବେଦନଶୀଳ ଏବେ ସେମିତି ଏକ ଭିଡିଓ ଆସିଛି ସାମ୍ନାକୁ । ନାଚୁଥିବା ବେଳେ ଦୁଇ ଜଣ…

ମାତ୍ର ୯୯୯ଟଙ୍କାରେ ଫ୍ଲାଇଟରେ କରନ୍ତୁ ଯାତ୍ରା : ଏହି କମ୍ପାନୀର ଚାଲିଛି ମୌସୁମୀ ଅଫର୍

ସ୍ପାଇସ ଜେଟର ସ୍ବତନ୍ତ୍ର ଅଫରରେ କରନ୍ତୁ କେବଳ ୯୯୯ ଟଙ୍କାରେ ଉଡାଣ। ଏୟାରଲାଇନ ନିଜର ମେଗା ମୌସୁମୀ ଅଫର ଆରମ୍ଭ କରିଛି। ଏହି ସେଲ କେବଳ ଘରୋଇ ଉଡାଣ ଏବଂ ଏକ ତରଫା ଯାତ୍ରା ପାଇଁ ଉପଲବ୍ଧ। ମେଗା ମୌସୁମୀ ସେଲ ୪ରୁ୮ ଜୁଲାଇ ପର୍ଯ୍ଯନ୍ତ ଚାଲିବ ଏବଂ ବୁକ୍ ହୋଇଥିବା ଟିକେଟର ବୈଧତା ୮ ଅକ୍ଟୋବର…

ଭେଟନ୍ତୁ ଏହି IAS ଅଫିସରଙ୍କୁ, ଯିଏ ଦିନେ ଟଙ୍କା ପାଇଁ ସାଇକେଲ୍ ଦୋକାନରେ କରୁଥିଲେ କାମ

ଯେଉଁ ବ୍ଯକ୍ତିତ୍ବଙ୍କ ବିଷୟରେ ଆମେ ଏବେ କହିବାକୁ ଯାଉଛୁ , ତାଙ୍କ କାହାଣୀ ନିଶ୍ଚିତ ଭାବରେ ପୁରୁଣା । କିନ୍ତୁ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ତାହା ପଛରେ ଥିବା ସଂଘର୍ଷ ଆଜିର ଯୁବପୀଢିଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ । ସଂଘର୍ଷରୁ ସଫଳତାର ଏହି କାହାଣୀ ହେଉଛି ଆଇଏଏସ୍ ଅଫିସର୍ ବରୁଣ…

ପରମ୍ପରା ନା ଅତ୍ୟାଚାର : ବିବାହର ତିନି ଦିନ ପର୍ଯ୍ଯନ୍ତ ବର-ବଧୂ ଯାଆନ୍ତି ନାହିଁ ଶୌଚାଳୟ

ଖାଲି ଭାରତୀୟ ପରମ୍ପରାରେ ନୁହଁ ବରଂ ବିଭିନ୍ନ ଦେଶରେ ରହିଛି ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରଥା। କିଛି ଦେଶ ମାନଙ୍କରେ ବିବାହକୁ ନେଇ ଏପରି ପରମ୍ପରା ରହିଛି ଯାହା ଶୁଣି ଆପଣ ବିଶ୍ୱାସ କରି ପାରିବେ ନାହିଁ । ସେଭଳି କିଛି ଏକ ଅଦ୍ଭୁତ ପ୍ରଥା ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ ।ଆସନ୍ତୁ…

କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ !

କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତକୁ ନେଇ ଥିବା ବିବାଦ ଚର୍ଚ୍ଚା ଥମି ନଥିବା ବେଳେ ଏପଟେ କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ ଦେଖାଦେଇଛି । କେନ୍ଦୁଝର ଜିଲ୍ଲା କୁଟାରୀପସି ପଂଚାୟତର ୫ଟି ଗାଁ (GFX-IN) ପୁରୁଷୋତ୍ତମପୁର, ନୟାକୃଷ୍ଣପୁର, କଙ୍କଡାପାଟ,ଲିମିତୁର ଓ…

ସ୍ପୋର୍ଟସ ହବ୍ ଓଡ଼ିଶା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କ ବଢୁଛି କରିସ୍ମା

ଭୁବନେଶ୍ବର : ବିଭିନ୍ନ ଖେଳରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣୁଛନ୍ତି ବହୁ ଓଡ଼ିଆ ଷ୍ଟାର୍ । ଗୌହାଟୀରେ ଜାତୀୟ ସିନିଅର ଆଥ୍ଲେଟିକ୍ ମିଟରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତୀ ଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେଲଫି ବି ନେଇଥିଲେ। ସେପଟେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ…

ମହାଭାରତର ୯ ପ୍ରସିଦ୍ଧ ପ୍ରେମକାହାଣୀ : ଯାହା ବଦଳାଇ ଦେଲା ସମ୍ପୂର୍ଣ୍ଣ ଇତିହାସ

କେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । ଗୋଟିଏ ପଟେ ବହୁପତ୍ନୀ ଏବଂ ଅନ୍ଯପଟେ ବହୁପତି । କେଉଁଠି କାହାର ଅପହରଣ ଏବଂ ଅନ୍ଯ କେଉଁଠି କାହାକୁ କରାଯାଉଥିଲା ଜବରଦସ୍ତ ବିବାହ । ହେଲେ ଏ ସମସ୍ତ ମଧ୍ୟରେ ପ୍ରେମର ଫୁଲ ମଧ୍ୟ ଖେଳିଥିଲା । ମହାଭାରତରେ ଏମିତି ତ ଅନେକ…

ଅଦ୍ଭୁତ ପରମ୍ପରାର ଦେଶ, ଯେଉଁଠି ଝିଅମାନେ ନିଜ ଜନ୍ମ କଲା ପିତାଙ୍କ ସହ କରନ୍ତି ବିବାହ

ପୃଥିବୀରେ ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରର ପ୍ରାଚୀନ ପରମ୍ପରା ଦେଖିବାକୁ ମିଳେ । କିଛି ପରମ୍ପରା ଆମକୁ ପ୍ରାଚୀନତ୍ଵର ମହତ୍ୱ ବିଷୟରେ ଅବଗତ କରାଇଥିବା ବେଳେ ଆଉ କିଛି ପରମ୍ପରା ଆମକୁ ଏହାର ଭୟାବହତା ଏବଂ ଅମାନୁଷିକତାର ପରିଚୟ ଦେଇଥାଏ । ଏମିତି ଏକ ସ୍ଥାନ ହେଉଛି ବାଂଲାଦେଶର ଏକ…