Browsing Category

ସ୍ପେଶାଲ

ଏହି ୱେବସାଇଟରେ ଭଡ଼ାରେ ମିଳୁଛନ୍ତି ମା-ବାପା ଏବଂ ସ୍ତ୍ରୀ !

ସାଧାରଣତଃ କୁହାଯାଇଥାଏ ଟଙ୍କା ଦ୍ବାରା ସବୁ ଜିନିଷ କିଣାଯାଇ ପାରେନା । କିନ୍ତୁ ଏବେ ଏହାକୁ ଭୁଲ ପ୍ରମାଣିତ କରିଛି ଜାପାନର ଏକ ୱେବସାଇଟ୍। ବର୍ତ୍ତମାନ ଗାଡ଼ି, ଘର ଏବଂ ଆସବାବପତ୍ର ନୁହଁ ବରଂ ମା-ବାପା ଏବଂ ସ୍ତ୍ରୀ ମଧ୍ୟ ଭଡ଼ାରେ ମିଳିବେ । ଏଥି ପାଇଁ ଆପଣଙ୍କୁ କେବଳ ନିର୍ଦ୍ଧିଷ୍ଟ ଟଙ୍କା…

ଜିନ୍ସ ପିନ୍ଧୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଭୋଗି ପାରନ୍ତି ଏହି ଅସୁବିଧା

ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତେ ଜିନ୍ସ ପେଣ୍ଟ୍ ପରିଧାନ କରିଥାନ୍ତି। ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଏମିତିକି ସମସ୍ତଙ୍କ ପାଖରେ ଏକରୁ ଅଧିକ ଜିନ୍ସ ରହିବା ଏବେ ଏକ ସାଧାରଣ କଥା। ତେବେ ଆପଣ ଦେଖିଥିବେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଟାଇଟ୍…

ସନ୍ନିଙ୍କ ପରେ କ୍ଷେତ ଜଗୁଆଳି ସାଜିଛନ୍ତି କାଜଲ ଅଗ୍ରୱାଲ !

ହାଇଦ୍ରାବାଦ : ସନ୍ନି ଲିଓନିଙ୍କ ପରେ ଏବେ ଫସଲକୁ ଜଗୁଛନ୍ତି କାଜଲ ଅଗ୍ରୱାଲ୍। ତେଲେଙ୍ଗାନା ସାଙ୍ଗରେଡ଼ି ଜିଲ୍ଲାର ଗୋଲାପଲ୍ଲୀ ଗ୍ରାମରେ ଚାଷ ଜମିରେ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫଟୋ ଲଗାଯାଇଥିବାର ଦେଖିବାକୁ ମିଳିଛି। ୩୦ ବର୍ଷିୟ ଚାଷୀ ଅନବର ନିଜର ୨ ଏକର ଚାଷ ଜମିକୁ ଖରାପ ନଜରରୁ ରକ୍ଷା…

ରଙ୍ଗବେରଙ୍ଗ ଭାରତୀୟ ଟ୍ରେନ୍‌ ବଗିର କାରଣ ଜାଣିଛନ୍ତି କି ? ନୀଳର ଅର୍ଥ ଏସି ରହିଥିବା ବେଳେ ଅନ୍ୟ ରଙ୍ଗର କାରଣ ଏହା…

ଭାରତୀୟ ରେଳକୁ ଏସିଆର ସବୁଠୁ ବଡ ରେଳ ନେଟୱର୍କ କୁହାଯାଇଥାଏ।ଏହାକୁ ୧୯୫୧ରେ ଜାତୀୟକରଣ କରାଯାଇଥିଲା। ସମୟ ସହିତ ଭାରତୀୟ ରେଳରେ ମଧ୍ୟ ବହୁତ ପ୍ରକାରର ଉନ୍ନତି ହୋଇଛି। ଆମେ ସାଧାରଣତଃ ଦେଖିଥାଉ ଟ୍ରେନ୍‌ ଗୁଡ଼ିକର ବଗି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ। ଏହି ରଙ୍ଗ ପଛରେ ଅନେକ କାରଣ ରହିଛି ଏବଂ…

୪ ବର୍ଷ ହେଲା ଟପଲେସ୍ ହୋଇ ବୁଲୁଛନ୍ତି ମହିଳା , କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ପୂରାତନ କାଳରୁ ହିଁ ସମାଜରେ ମହିଳା ଏବଂ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ କାନୁନ୍ ରହିଛି। ପୁରୁଷଙ୍କୁ ଜୀବନ ବଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ମହିଳାଙ୍କ ପାଇଁ ଏକ ନିଦ୍ଧିଷ୍ଟ ସୀମା ରହିଛି। ବର୍ତ୍ତମାନ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି। କିନ୍ତୁ ଏବେ ମଧ୍ୟ…

ଆତ୍ମା ଓ ଏହାର ଉପସ୍ଥିତି: କେତେ ସତ କେତେ ମିଛ !

କଣ ଆପଣ ବି ଆତ୍ମା ଓ ଭୂତ ପ୍ରେତଙ୍କ ଉପରେ ବିଶ୍ୱାସ କରନ୍ତି? ଯଦି ନା, ତେବେ ନିଶ୍ଚିତ ଭାବରେ ଏହି ଷ୍ଟୋରୀକୁ ଶେଷ ଯାଏ ପଢନ୍ତୁ। ହୁଏତ ଆପଣଙ୍କୁ ଆପଣଙ୍କ ଅସମାହିତ ପ୍ରଶ୍ନର ସମାଧାନ ମିଳିଯାଇ ପାରେ।

ଏପରି ଜଣେ କଣ୍ଡକ୍ଟର ଯିଏ ୧୩ ବର୍ଷ ହେଲା ନେଇ ନାହାନ୍ତି ଛୁଟି !

ସିମଲା: ହିମାଚଳ ପ୍ରଦେଶରେ ୧୩ ବର୍ଷ ହେଲା ବସ୍ କଣ୍ଡକ୍ଟର ଭାବେ କାମ କରନ୍ତି ଜଗେନ୍ଦର ସିଂ। ନିଜର ଚାକିରି ବର୍ଷ ଭିତରେ ସେ ଗୋଟିଏ ଦିନ ଛୁଟି ନନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ୨୮ ଜୁନରେ ସିରମୋରେ କଳା ସଂଗମ ସଂସ୍ଥା ତରଫରୁ ସମ୍ମାନିତ କରାଯାଉଛି।ଆଶ୍ଚର୍ୟ୍ୟର କଥା…

ୟୁଟ୍ୟୁବ୍ ବଏ ! ୭ବର୍ଷର ନାବାଳକ ଘରେ ବସି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଖେଳକୁଦର ବୟସରେ ୟୁଟ୍ୟୁବରେ ଧମାଲ ମଚାଇଛନ୍ତି ୭ବର୍ଷର ନିହାଲ ରାଜ୍। କୋଚି ସହରରେ ଘରେ ବସି ନାବାଳକ ଜଣଙ୍କ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। ଏବେ ଅପଣ ଭାବୁଥିବେ କିପରି ଜଣେ ନାବାଳକ ଏତେ କମ ବୟସରେ ରୋଜଗାର କରୁଛନ୍ତି ଏତେ ପରିମାଣର ଟଙ୍କା । ଆସନ୍ତୁ ଜାଣିବା ନିହାଲଙ୍କ ୟୁଟ୍ୟୁବ୍…

ପରକଲା ପରିବାର: ପରିଣତ ବୟସରେ ବୃଦ୍ଧ ଅସହାୟ

 କେନ୍ଦ୍ରାପଡ଼ା: ମାର୍ଶାଘାଇ ବ୍ଳକ ନରସିଂହପୁର ଗାଁର ବୃଦ୍ଧ ମୁରଲୀଧର ଲେଙ୍କା। ବୟସ ୮୦ ଛୁଇଁଲାଣି। ଦେହରେ ଆଉ ଚାଲିବାକୁ ବଳ ନାହିଁ। ଏ ଅବସ୍ଥାରେ ଅସହାୟ ବୃଦ୍ଧ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ପୁଅ ବୋହୁ ମାଡ ମାରି ଘରୁ ତଡି ଦେବା ପରେ ମୁରଲୀଧରଙ୍କ ପାଇଁ ବାସସ୍ଥାନ ପାଲଟିଛି ଏକ…

କୌଣସି କର୍ମଚାରୀ ଆତ୍ମହତ୍ୟା କଲେ ସେଥିପାଇଁ ଦାୟୀ ନୁହନ୍ତି ଉପରିସ୍ଥ କର୍ମଚାରୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ…

ନୂଆଦିଲ୍ଲୀ: ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ କୌଣସି କର୍ମଚାରୀ ଆତ୍ମହତ୍ୟା କଲେ ସେଥିପାଇଁ ଉପରିସ୍ଥ କର୍ମଚାରୀଦାୟୀ ହେବେନି। ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଅଧିକାଂଶ ସମୟରେ ଉପରିସ୍ଥ କର୍ମଚାରୀଙ୍କ କାର୍ଯ୍ୟ ଚାପ ଯୋଗୁ ମାନସିକ ଭାରସାମ୍ୟ ହରାଇ ତଳ କର୍ମଚାରୀ ଆତ୍ମହତ୍ୟା କରୁଥିବା…

ମହିଳାଙ୍କ ପାଇଁ ବିଶ୍ୱରେ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଭାରତ : ଦ୍ୱିତୀୟରେ ରହିଛି ଆଫଗାନିସ୍ତାନ

ନୂଆଦିଲ୍ଲୀ : ମହିଳାଙ୍କ ପାଇଁ ବିଶ୍ୱରେ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଭାରତ ବୋଲି ଦ ଥୋମସନ ରଏଟର୍ସ ଫାଉଣ୍ଡେସନ ସର୍ଭେରୁ ଜଣାପଡ଼ିଛି। ଜାତିସଂଘ ସଦସ୍ୟ ଥିବା ୧୯୩ ଦେଶ ମଧ୍ୟରୁ କେଉଁ ଦେଶ ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ଏହାକୁ ନେଇ ଦ ଥୋମସନ ରଏଟର୍ସ ଫାଉଣ୍ଡେସନ ସର୍ଭେ କରି ପ୍ରସ୍ତୁତ କରିଛି…

ଉଦାହରଣ ସାଜିଲେ ଜିଲ୍ଲାପାଳ : କାର୍ଯ୍ୟ ପାଇଁ ଛୁଟିଲା ପ୍ରଶଂସାର ସୁଅ

କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଜିଲ୍ଲାରେ ସାଧାରଣ ଜନସାଧାରଣଙ୍କ ସେବାରେ ନିୟୋଜିତ ହେଉଛନ୍ତି ଜିଲ୍ଲାପାଳ । ଦକ୍ଷିଣ କେରଳ ଆଲ୍ଲାପୂଜାର ଜିଲ୍ଲାପାଳ ସୁହାସ ଶିବାନ୍ନା ସ୍କୁଲ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିବା ବେଳେ ତାମିଲନାଡ଼ୁ କରୁର ଜିଲ୍ଲାର ଜିଲ୍ଲାପାଳ ଟି ଆନାବାଜାଗାନା ଜଣେ ୮୦…