Browsing Category

ସ୍ପେଶାଲ

ସ୍ପୋର୍ଟସ ହବ୍ ଓଡ଼ିଶା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କ ବଢୁଛି କରିସ୍ମା

ଭୁବନେଶ୍ବର : ବିଭିନ୍ନ ଖେଳରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣୁଛନ୍ତି ବହୁ ଓଡ଼ିଆ ଷ୍ଟାର୍ । ଗୌହାଟୀରେ ଜାତୀୟ ସିନିଅର ଆଥ୍ଲେଟିକ୍ ମିଟରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତୀ ଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେଲଫି ବି ନେଇଥିଲେ। ସେପଟେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ…

ମହାଭାରତର ୯ ପ୍ରସିଦ୍ଧ ପ୍ରେମକାହାଣୀ : ଯାହା ବଦଳାଇ ଦେଲା ସମ୍ପୂର୍ଣ୍ଣ ଇତିହାସ

କେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । ଗୋଟିଏ ପଟେ ବହୁପତ୍ନୀ ଏବଂ ଅନ୍ଯପଟେ ବହୁପତି । କେଉଁଠି କାହାର ଅପହରଣ ଏବଂ ଅନ୍ଯ କେଉଁଠି କାହାକୁ କରାଯାଉଥିଲା ଜବରଦସ୍ତ ବିବାହ । ହେଲେ ଏ ସମସ୍ତ ମଧ୍ୟରେ ପ୍ରେମର ଫୁଲ ମଧ୍ୟ ଖେଳିଥିଲା । ମହାଭାରତରେ ଏମିତି ତ ଅନେକ…

ଅଦ୍ଭୁତ ପରମ୍ପରାର ଦେଶ, ଯେଉଁଠି ଝିଅମାନେ ନିଜ ଜନ୍ମ କଲା ପିତାଙ୍କ ସହ କରନ୍ତି ବିବାହ

ପୃଥିବୀରେ ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରର ପ୍ରାଚୀନ ପରମ୍ପରା ଦେଖିବାକୁ ମିଳେ । କିଛି ପରମ୍ପରା ଆମକୁ ପ୍ରାଚୀନତ୍ଵର ମହତ୍ୱ ବିଷୟରେ ଅବଗତ କରାଇଥିବା ବେଳେ ଆଉ କିଛି ପରମ୍ପରା ଆମକୁ ଏହାର ଭୟାବହତା ଏବଂ ଅମାନୁଷିକତାର ପରିଚୟ ଦେଇଥାଏ । ଏମିତି ଏକ ସ୍ଥାନ ହେଉଛି ବାଂଲାଦେଶର ଏକ…

ଆତ୍ମହତ୍ୟାର ଉପତ୍ୟକା: ଆସାମର ଏହି ରହସ୍ୟମୟୀ ଘାଟିରେ ଜୀବନ ହାରୁଛନ୍ତି ପକ୍ଷୀ

ଭାରତରେ ଏମିତି ବହୁତ ସ୍ଥାନ ଅଛି,ଯାହା ନିଜର ରହସ୍ୟମୟ କାହାଣୀ ପାଇଁ ଜଣାଶୁଣା। ଆଜି ଆମେ ଆପଣଙ୍କୁ ଭାରତରେ ଏମିତି ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ। ଭାରତରେ ଆସାମ ରାଜ୍ୟର ଘାଟି ଜଣ୍ଟିଙ୍ଗା ବୈଲିରେ ଆପଣଙ୍କୁ ଏମିତି ଦୃଶ୍ୟ ଦେଖିବାକୁ ମିଳିବ, ଯାହା ଉପରେ ବିଶ୍ବାସ କରିବା ମୁସ୍କିଲ…

ଜୀବନରେ ସଫଳତା ପାଇବାର ସରଳ ଉପାୟ : ଅନୁସରଣ କରନ୍ତୁ ସ୍ବାମୀ ବିବେକାନନ୍ଦଙ୍କ ଏହି ୧୦ଟି କଥା

ଆଜି ସ୍ବାମୀ ବିବେକାନନ୍ଦଙ୍କର ୧୧୬ତମ ପୂଣ୍ୟତିଥି । ସ୍ବାମୀ ବିବେକାନନ୍ଦ ଜଣେ ଉଚ୍ଚକୋଟିର ବ୍ୟକ୍ତି ଥିଲେ । ସେ ଅନ୍ୟ ମାନଙ୍କୁ ଜୀବନ ଯିଇବାର ମାଧ୍ୟମ ସିଖାଇଥିଲେ । ପରଉପକାର, ଭାବ-ବିଚାର, ପ୍ରେମ, ଆତ୍ମସମ୍ମାନ, ଶିକ୍ଷା ଓ ମହିଳା ଚୁକ୍ତି ପାଇଁ ଅନେକ ବିଚାର ଆଜି ବି ପ୍ରାସଙ୍ଗିକ ।…

ପ୍ରେମିକ ସାଜିଲା ହାଇଟେକ୍ ଭିକାରୀ : ପ୍ରେମିକାଙ୍କୁ ପିଜା ବର୍ଗର ଖୋଇବାକୁ ଭିକ ମାଗୁଛି ଯୁବକ

ସମ୍ବଲପୁର : ଅକ୍ଷମ ବ୍ୟକ୍ତିମାନେ ବଂଚି ରହିବା ପାଇଁ ଭିକ୍ଷା ବୃତ୍ତି କରନ୍ତି । କେହିକେହି ଅଳସୁଆପଣରୁ କାମ ନକରି ଭିକ ମାଗି ଚଳନ୍ତି । ଏହି ଦୁଇ ପ୍ରକାର ଭିକାରୀଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରେମିକା ପାଇଁ କେହି ଯୁବକ ଭିକ ମାଗିବା ଆପଣ ଜାଣିଛନ୍ତି କି ? ଏମିତି ଏକ ଘଟଣା ସମ୍ବଲପୁର…

ଅନନ୍ଯ ହ୍ରଦ: ଏକା ସହ ଯେଉଁଠି ଦେଖିହୁଏ ସୂର୍ଯ୍ଯ ଓ ଚନ୍ଦ୍ର

ବିଶ୍ବବିଧାତାଙ୍କ ଏ ସୁନ୍ଦରତମ ସୃଷ୍ଟିର ଗର୍ଭରେ କେଜାଣି କେତେଯେ ରହସ୍ଯ ଏମିତି ଲୁଚି ରହିଛି । ସବୁ ସ୍ଥାନରେ କିଛି ଅଲଗା ଅଲଗା ଏବଂ ରହସ୍ଯମୟ କାହାଣୀ ଦେଖିବ।କୁ ଓ ଶୁଣିବାକୁ ମିଳୁଛି  । ଯଦି ଆମେ ପୃଥିବୀର କଥା ଆଗକୁ ଆଣିବା ତେବେ ଜଣା ନାହିଁ କେତେଯେ ନଦୀ କେତେଯେ ହ୍ରଦ ଏହା ଭିତରେ…

ଏହି ୱେବସାଇଟରେ ଭଡ଼ାରେ ମିଳୁଛନ୍ତି ମା-ବାପା ଏବଂ ସ୍ତ୍ରୀ !

ସାଧାରଣତଃ କୁହାଯାଇଥାଏ ଟଙ୍କା ଦ୍ବାରା ସବୁ ଜିନିଷ କିଣାଯାଇ ପାରେନା । କିନ୍ତୁ ଏବେ ଏହାକୁ ଭୁଲ ପ୍ରମାଣିତ କରିଛି ଜାପାନର ଏକ ୱେବସାଇଟ୍। ବର୍ତ୍ତମାନ ଗାଡ଼ି, ଘର ଏବଂ ଆସବାବପତ୍ର ନୁହଁ ବରଂ ମା-ବାପା ଏବଂ ସ୍ତ୍ରୀ ମଧ୍ୟ ଭଡ଼ାରେ ମିଳିବେ । ଏଥି ପାଇଁ ଆପଣଙ୍କୁ କେବଳ ନିର୍ଦ୍ଧିଷ୍ଟ ଟଙ୍କା…

ଜିନ୍ସ ପିନ୍ଧୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଭୋଗି ପାରନ୍ତି ଏହି ଅସୁବିଧା

ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତେ ଜିନ୍ସ ପେଣ୍ଟ୍ ପରିଧାନ କରିଥାନ୍ତି। ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଏମିତିକି ସମସ୍ତଙ୍କ ପାଖରେ ଏକରୁ ଅଧିକ ଜିନ୍ସ ରହିବା ଏବେ ଏକ ସାଧାରଣ କଥା। ତେବେ ଆପଣ ଦେଖିଥିବେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଟାଇଟ୍…

ସନ୍ନିଙ୍କ ପରେ କ୍ଷେତ ଜଗୁଆଳି ସାଜିଛନ୍ତି କାଜଲ ଅଗ୍ରୱାଲ !

ହାଇଦ୍ରାବାଦ : ସନ୍ନି ଲିଓନିଙ୍କ ପରେ ଏବେ ଫସଲକୁ ଜଗୁଛନ୍ତି କାଜଲ ଅଗ୍ରୱାଲ୍। ତେଲେଙ୍ଗାନା ସାଙ୍ଗରେଡ଼ି ଜିଲ୍ଲାର ଗୋଲାପଲ୍ଲୀ ଗ୍ରାମରେ ଚାଷ ଜମିରେ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫଟୋ ଲଗାଯାଇଥିବାର ଦେଖିବାକୁ ମିଳିଛି। ୩୦ ବର୍ଷିୟ ଚାଷୀ ଅନବର ନିଜର ୨ ଏକର ଚାଷ ଜମିକୁ ଖରାପ ନଜରରୁ ରକ୍ଷା…

ରଙ୍ଗବେରଙ୍ଗ ଭାରତୀୟ ଟ୍ରେନ୍‌ ବଗିର କାରଣ ଜାଣିଛନ୍ତି କି ? ନୀଳର ଅର୍ଥ ଏସି ରହିଥିବା ବେଳେ ଅନ୍ୟ ରଙ୍ଗର କାରଣ ଏହା…

ଭାରତୀୟ ରେଳକୁ ଏସିଆର ସବୁଠୁ ବଡ ରେଳ ନେଟୱର୍କ କୁହାଯାଇଥାଏ।ଏହାକୁ ୧୯୫୧ରେ ଜାତୀୟକରଣ କରାଯାଇଥିଲା। ସମୟ ସହିତ ଭାରତୀୟ ରେଳରେ ମଧ୍ୟ ବହୁତ ପ୍ରକାରର ଉନ୍ନତି ହୋଇଛି। ଆମେ ସାଧାରଣତଃ ଦେଖିଥାଉ ଟ୍ରେନ୍‌ ଗୁଡ଼ିକର ବଗି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ। ଏହି ରଙ୍ଗ ପଛରେ ଅନେକ କାରଣ ରହିଛି ଏବଂ…

୪ ବର୍ଷ ହେଲା ଟପଲେସ୍ ହୋଇ ବୁଲୁଛନ୍ତି ମହିଳା , କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ପୂରାତନ କାଳରୁ ହିଁ ସମାଜରେ ମହିଳା ଏବଂ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ କାନୁନ୍ ରହିଛି। ପୁରୁଷଙ୍କୁ ଜୀବନ ବଞ୍ଚିବା ପାଇଁ କୌଣସି ପ୍ରତିବନ୍ଧକ ରହିନଥିବା ବେଳେ ମହିଳାଙ୍କ ପାଇଁ ଏକ ନିଦ୍ଧିଷ୍ଟ ସୀମା ରହିଛି। ବର୍ତ୍ତମାନ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଛି। କିନ୍ତୁ ଏବେ ମଧ୍ୟ…