Below header
Browsing Category

ସ୍ପେଶାଲ

ବିବାହ କରିବି ତ ଏହି ପୋଷ୍ଟ ପଢୁଥିବା ପୁଅକୁ ! ଜାଣଛନ୍ତି କି କିଏ ଏହି ଟ୍ୟାଗ୍ ଗର୍ଲ ?

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ୟାଗ୍ ସିଜନ୍ ଚାଲିଛି। ପ୍ରତିଟି ଲୋକ ନିଜ ସାଙ୍ଗସାଥିଙ୍କୁ ବିଭିନ୍ନ ପ୍ରକାରର ପୋଷ୍ଟରେ ଟ୍ୟାଗ୍ କରିଥାନ୍ତି। ଏହି ସବୁ ମଧ୍ୟରେ ଆପଣ ଦେଖିଥିବେ କିଛି ନିର୍ଦ୍ଦିଷ୍ଟ ମହିଳା କିମ୍ବା ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ଲେଖାଯାଇଥାଏ। ସେହି ବ୍ୟକ୍ତି…

ରହସ୍ଯ: କ’ଣ ସତରେ ନାଗଙ୍କ ପାଖରେ ଥାଏ କୌଣସି ନାଗମଣି ? ପଢନ୍ତୁ ଏହି ରିପୋର୍ଟ

ହିନ୍ଦୁ ସମାଜରେ ନାଗଙ୍କୁ ପୂଜା କରିବା ଏକ ପୁରୁଣା ରୀତିନୀତି ଅଟେ ।  ଏବେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏକ ବିଶେଷ୍ ଦିନରେ ନାଗ ଦେବଙ୍କୁ ପୂଜା କରିଥାନ୍ତି । ଏହା ସହ କିଛି ଲୋକ ବିଶ୍ବାସ ରଖିଥାନ୍ତି ଯେ, ଯେଉଁ ବ୍ଯକ୍ତି ନାଗ ମଣି ପାଇଯିବ ସେ ଏ ଦୁନିଅାର ସବୁ ଠାରୁ…

ବଲିଉଡର ୫ ’ମୁନ୍ନା ବଜରଙ୍ଗୀ’: ଯେଉଁ ମାନଙ୍କ ଜୀବନ ଉପରେ ତିଆରି ହେଲା ସିନେମା ଆଉ ଦୋହଲିଗଲା ବକ୍ସ ଅଫିସ୍

ପୁରା ଉତରାଚଂଳରେ ଆତଙ୍କର ଖତରନାକ ଚେହେରା ଭାବରେ ଜଣାଶୁଣା ମୁନ୍ନ ବଜରଙ୍ଗୀକୁ ଜେଲରେ ହତ୍ଯା କରିଦିଆଯାଇଛି । ୯ଟି ଗୁଳି ଲାଗିବା ପରେ ଶବ ଗୃହରୁ ଜୀବିତ ଫେରିବା ଠାରୁ ଏକ – ୪୭ରୁ ଲଗାତାର ୧୦୦ ଗୁଳିକରି ବିଜେପି ବିଧାୟକଙ୍କୁ ହତ୍ଯା କରିବା ପର୍ଯ୍ଯନ୍ତ ଏହି ମାଫିଆ ଡନର ଜୀବନ କୌଣସି ମସଲାଦାର…

ଏମିତି ଏକ ଗାଁ ଯେଉଁଠି କୁକୁର ବାଣ୍ଟନ୍ତି ଘରେଘରେ କ୍ଷୀର !

ଦୁନିଆରେ ବିଭିନ୍ନ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ। ମଣିଷ ସମାଜରେ କୁକୁରଙ୍କୁ ସବୁଠାରୁ ବିଶ୍ବସ୍ତ ପାଣୀ ଭାବେ ବିବେଚିତ କରାଯାଇଥାଏ। କୁକୁର ମଣିଷର ସମସ୍ତ କଥା ମାନିଥାନ୍ତି ଏପରିକି ତାଙ୍କ କହିବା ଅନୁଯାୟୀ ସମସ୍ତ କାମ ମଧ୍ୟ କରିଥାନ୍ତି। ଏହି ବାକ୍ୟକୁ ବାରମ୍ବାର ସମସ୍ତ ସ୍ଥାନରେ…

ରକ୍ତଦାନ କରି ଜନ୍ମଦିନ ପାଳିଲେ ଡାକ୍ତର

ନବରଙ୍ଗପୁର: ରକ୍ତଦାନ କରି ମେଡିକାଲରେ ନିଜର ଜନ୍ମଦିନ ପାଳିଲେ ଡାକ୍ତର। ନିଜେ ରକ୍ତଦାନ କରିବା ସହ ଶୁଭେଛୁମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ରୋଗୀଙ୍କ ପାଇଁ ସଂଗ୍ରହ କଲେ ୨୫ ୟୁନିଟ୍ ରକ୍ତ। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବବ୍ରତ ଡାକୁଆ ଏଭଳି ଏକ ନିଆରା…

ଗ୍ରାମବାସୀଙ୍କ ଭଗବାନ ସାଜିଛନ୍ତି ମନପ୍ରୀତ୍ : ୨୨ ବର୍ଷରେ ଉଚ୍ଚତା ୨୩ଇଞ୍ଚ ଓ ଓଜନ ୬.୮୦ କିଲୋ

ଦୁନିଆରେ ଭିନ୍ନ ଭିନ୍ନ ମଣିଷ ରହିଛନ୍ତି। ସମସ୍ତଙ୍କର ଶରୀର ଗଠନ ଭିନ୍ନ ରହିବା ସହ ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ଭିନ୍ନ ଭିନ୍ନ। ତେବେ ଜଣେ ମା ନଜରରେ ତା ଛୁଆ ସବୁବେଳେ ଶ୍ରେଷ୍ଠ । ଭଲ ପାଇବା ଦେବାରେ କୌଣସି ମା ନିଜ ସନ୍ତାନରେ ପାତରଅନ୍ତର କରନ୍ତି ନାହିଁ । ମା’ ଯିଏ ସନ୍ତାନର ରକ୍ଷା କବଚ…

ଭଙ୍ଗା କାଠ କ୍ୟାବିନରେ ୧୮ ବର୍ଷ : ପରିଣତ ବୟସରେ ଦମ୍ପତି ଭୋଗୁଛନ୍ତି ଏହି ଦୁର୍ଦ୍ଦଶା

ଦିନ କି ମାସ ନୁହଁ ଦୀର୍ଘ ୧୮ ବର୍ଷ ହେଲା ଭଙ୍ଗା କ୍ୟାବିନ୍ ପାଲଟିଛି ବୃଦ୍ଧ ଦମ୍ପତିଙ୍କ ସାହାରା। ଜୀବନର ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଇ ସ୍ବାମୀ-ସ୍ତ୍ରୀ ଉଦ୍ଭୟଙ୍କର ଭରସା ହୋଇଛନ୍ତି। ବୃଦ୍ଧାଙ୍କ ନାମ କାଶିନାଥ ବାରିକ (୮୦) ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ରେଣୁବାଳା ବାରିକ (୭୦)…

ବିଧାତା ଏ କି କଲା ! ‘ଅଜ୍ଞାତ ଭୂତ’ ବିରୋଧରେ ମାମଲା ରୁଜୁ ହେଲା

ଗୁଜୁରାଟ : ଭଗବାନ ଏବଂ ବିଭିନ୍ନ ପଶୁପକ୍ଷୀଙ୍କ ପରେ ବର୍ତ୍ତମାନ ଭୁତ ଉପରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନିକଟରେ ଗୁଜୁରାଟର ବଡୋଦରା ଜିଲ୍ଲାରେ ଏକ ମହିଳା ଆତ୍ମହତ୍ଯା କରିବାକୁ ପ୍ରୟାସ କରିଥିଲେ। ଏହି ଘଟଣାରେ ’ଅଜ୍ଞାତ ଭୂତ’ ଉପରେ ପ୍ରାଥମିକ ଏତଲା ପୋଲିସ ନିକଟରେ ରୁଜୁ କରାଯାଇଛି।…

“ରକ୍ତ ଦାନର ବାର୍ତା “: ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା

ପଶ୍ଚିମବଙ୍ଗ: ରକ୍ତ ଅଭାବରୁ କାହାରି ମୃତ୍ୟୁ ହେବନାହିଁ ଏଣୁ ସମସ୍ତ ସୁସ୍ଥ ଲୋକେ ନିଜ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦରକାର ଏଭଳି ସଚେନତା ବାର୍ତା ନେଇ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀ ଶିବଲାଲ ବେଶରା। ଜୁଲାଇ ୧ରୁ ପଶ୍ଚିମବଙ୍ଗ ସ୍ଥିତ…

ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

ହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ…

ଜାଣନ୍ତି କି କେମିତି ହୋଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁ?

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର, ଦୁନିଆର ସର୍ବଶ୍ରେଷ୍ଠ ପୁରୁଷ ଏବଂ ମନୁଷ୍ୟ ସମାଜର ତ୍ରାଣକର୍ତା । ଏ ଦୁନିଆରେ ଏମିତି କେହିବି ନଥିବେ ଯିଏକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଜାଣିନଥିବେ । ସେ ଲଙ୍କାପତି ରାଵଣଙ୍କୁ ବଦ୍ଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ…

ଏହି ଗୋଟିଏ ଆଇଡିଆରୁ ଧୀରୁଭାଇ ଅମ୍ବାନୀ ବନିଥିଲେ ବିଜନେସ୍ ଦୁନିଆଁର ମୁକୁଟ ବିହୀନ ସମ୍ରାଟ

ବ୍ଯବସାୟ ଦୁନିଆର ମୁକୁଟ ବିହୀନ ସମ୍ରାଟ ରିଲାଏକ୍ସ ଇଣ୍ଡଷ୍ଟ୍ରି ମାଲିକ ଧୀରୁଭାଇ ଅମ୍ବାନୀ । ୨୦୦୨ରେ ଆଜିର ଦିନରେ ହିଁ ନିଧନ ହୋଇଥିଲା ଧୀରୁଭାଇଙ୍କର । ତେବେ ଧୀରୁଭାଇଙ୍କୁ ନେଇ ଅନେକ କାହାଣୀ ଶୁଣିଛନ୍ତି ଆପଣ । କଣ ଜାଣନ୍ତି କେମିତି ନିଜ ବ୍ଯବସାୟ ଆରମ୍ଭ କରିଥିଲେ ସେ । କୌଣସି ସିନେମା…