Below header
Browsing Category

ସ୍ପେଶାଲ

“ରକ୍ତ ଦାନର ବାର୍ତା “: ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା

ପଶ୍ଚିମବଙ୍ଗ: ରକ୍ତ ଅଭାବରୁ କାହାରି ମୃତ୍ୟୁ ହେବନାହିଁ ଏଣୁ ସମସ୍ତ ସୁସ୍ଥ ଲୋକେ ନିଜ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦରକାର ଏଭଳି ସଚେନତା ବାର୍ତା ନେଇ ପଶ୍ଚିମବଙ୍ଗରୁ କନ୍ୟାକୁମାରୀ ଯାତ୍ରା ଆରମ୍ଭ କରିଛନ୍ତି ଜୟଦେବ ରାଉତ ଓ ତାଙ୍କ ସାଥୀ ଶିବଲାଲ ବେଶରା। ଜୁଲାଇ ୧ରୁ ପଶ୍ଚିମବଙ୍ଗ ସ୍ଥିତ…

ପୋଲିସ ଦକ୍ଷତାର ପ୍ରମାଣ: ପରିକ୍ଷାର୍ଥୀ ୧୨୨, ଫେଲ ହେଲେ ୧୧୯

ହାଇଦ୍ରାବାଦ: ପରୀକ୍ଷା ଦେଇଥିଲେ ୧୨୨ ଜଣ ଫେଲ ହେଲେ ୧୧୯ ଜଣ। ଏମାନେ କୌଣସି ଛାତ୍ର ନୁହନ୍ତି, ଜଣେ ଜଣେ ପୋଲିସ ଅଫିସର। ହାଇଦ୍ରାବାଦରେ ପୋଲିସ ସେବା ପାଇଁ ଚୟନ ହେବା ପରେ କାର୍ୟ୍ୟରେ ଯୋଗଦେବାକୁ ପହଞ୍ଚିଥିଲେ। ଏହି ୧୨୨ ଜଣ ଟ୍ରେନି ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ୧୧୯ ଜଣ ଜରୁରୀ ପରୀକ୍ଷାରେ…

ଜାଣନ୍ତି କି କେମିତି ହୋଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁ?

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର, ଦୁନିଆର ସର୍ବଶ୍ରେଷ୍ଠ ପୁରୁଷ ଏବଂ ମନୁଷ୍ୟ ସମାଜର ତ୍ରାଣକର୍ତା । ଏ ଦୁନିଆରେ ଏମିତି କେହିବି ନଥିବେ ଯିଏକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଜାଣିନଥିବେ । ସେ ଲଙ୍କାପତି ରାଵଣଙ୍କୁ ବଦ୍ଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ…

ଏହି ଗୋଟିଏ ଆଇଡିଆରୁ ଧୀରୁଭାଇ ଅମ୍ବାନୀ ବନିଥିଲେ ବିଜନେସ୍ ଦୁନିଆଁର ମୁକୁଟ ବିହୀନ ସମ୍ରାଟ

ବ୍ଯବସାୟ ଦୁନିଆର ମୁକୁଟ ବିହୀନ ସମ୍ରାଟ ରିଲାଏକ୍ସ ଇଣ୍ଡଷ୍ଟ୍ରି ମାଲିକ ଧୀରୁଭାଇ ଅମ୍ବାନୀ । ୨୦୦୨ରେ ଆଜିର ଦିନରେ ହିଁ ନିଧନ ହୋଇଥିଲା ଧୀରୁଭାଇଙ୍କର । ତେବେ ଧୀରୁଭାଇଙ୍କୁ ନେଇ ଅନେକ କାହାଣୀ ଶୁଣିଛନ୍ତି ଆପଣ । କଣ ଜାଣନ୍ତି କେମିତି ନିଜ ବ୍ଯବସାୟ ଆରମ୍ଭ କରିଥିଲେ ସେ । କୌଣସି ସିନେମା…

ରାତିରେ କାହିଁକି ବାହାରିଥାଏ କିନ୍ନରଙ୍କ ମୃତଦେହ : ଜାଣନ୍ତି କି ଏହାର ରହସ୍ଯ ?

କିନ୍ନରଙ୍କ ବିଷୟରେ ତ ଆମେ ସମସ୍ତେ ଜାଣିଛେ । କିନ୍ତୁ ଏମିତି ଅନେକ କଥା ଅଛି ଯାହା ଏବେ ବି ଆମ ପାଇଁ ରହସ୍ଯ । ଏମାନଙ୍କ ଜୀବନର କାହାଣୀ ଆମ ସହ ସମାନ ହୋଇନଥାଏ । ଏମାନଙ୍କର ଜୀବନ ଯିଇଁବାର ତରିକା ଓ ରହଣୀ ସହଣୀ ମଧ୍ୟ ସମ୍ପୁର୍ଣ୍ଣ ଅଲଗା ହୋଇଥାଏ । ଏହି ଲୋକ ମାନଙ୍କର ଅଲଗା ସମାଜ…

ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ: ଏବେ ଆମେରିକାରେ କଟିବ ନୂଆ ଜୀବନ

ଭୁବନେଶ୍ବର: ଦିନେ ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ। ଏବେ ଆମେରିକାରେ କଟିବ ନୂଆ ଜୀବନ। ଭଦ୍ରକର ଅପରାଜିତାକୁ  ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତ୍ତି। ଗତ ୨୦୧୨ ଫେବ୍ରୁଆରୀ ୧୮ ତାରିଖରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ…

ମୃତ୍ୟୁର ଅ।ଭାସ ଜାଣିପାରନ୍ତି ଏହି ମହିଳା : ସାଧାରଣ ମଣିଷଙ୍କ ବୁଝିବା ଶକ୍ତି ବାହାରେ ଏହି ଶକ୍ତିର ରହସ୍ଯ

କୁହାଯାଏ ମରଣ କାହା ହାତର କଥା ନୁହେଁ । କାହାର କେତେ ବେଳେ ଯେ ଶେଷ ସମୟ ଆସିଯିବ କେହିବି ସେ ବିଷୟରେ ଜାଣି ନଥାନ୍ତି । କିନ୍ତୁ ଏମିତି କିଛି ଅଲୌକିକ ଶକ୍ତି ଭଗବାନଙ୍କ ବରଦାନ ସଦୃଶ୍ୟ ଅଟେ । ଯାହା କିଛି କମ୍ ଲୋକଙ୍କୁ ମିଳିଥାଏ ।  ଆସନ୍ତୁ ଜାଣିବା ଏମିତି ଜଣେ ମହିଳାଙ୍କ…

୧୮ ବର୍ଷ ପରେ ଦୁନିଆ ଦେଖିଲେ ସୂର୍ଯ୍ଯମଣି

ଗଞ୍ଜାମ: ପାଠ ପଢ଼ିବେ, ଘର ସମସ୍ୟା ଦୂର କରିବେ। ଏଇ ଇଚ୍ଛା ଥିଲା ସୂର୍ୟ୍ୟମଣିଙ୍କର। ମାତ୍ର ଭାଗ୍ୟର ବିଡମ୍ବନା, ଦୃଷ୍ଟିଶକ୍ତି ହରାଇଥିବା ଯୋଗୁ ଏହି ସମସ୍ତ ସ୍ୱପ୍ନ ଅଧୁରା ରହିଯାଇଥିଲା ତାଙ୍କର। ପିଲାଟି ଦିନରୁ ଦୃଷ୍ଟିଶକ୍ତି କମ୍ ରହିଥିବା ସୂଯ୍ୟର୍ମଣିଙ୍କ ବୟସ ବଢ଼ିବା ସାଙ୍ଗକୁ ଦୃଷ୍ଟି…

Indian Idol ଅଡିସନରେ ଓଡ଼ିଆ ପ୍ରତିଭାଙ୍କ ଜୟଯାତ୍ରା : ନିଜ ରେଶମୀ ଭଏସର ଯାଦୁରେ ବିଚାରପତିଙ୍କ ହୃଦୟ ଜିତିଲେ…

ଜାତୀୟ ମଂଚରେ ଓଡିଆ ପ୍ରତିଭାଙ୍କ ଜୟଯାତ୍ରା ଅନେକ ଦେଖିବାକୁ ମିଳିଛି । ଜାତୀୟ ସ୍ତରରେ ନିଜ ପ୍ରତିଭା ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  ଏକାଧିକ ଓଡିଆ । କୌଣସି ସଙ୍ଗୀତ ପ୍ରତିଯୋଗୀତାର ମଂଚ ହେଉ କି ଡ୍ୟାନ୍ସ ରିୟଲିଟି ସୋ । ଅନେକ ପ୍ରତିଭାଙ୍କ ପାଇଁ ଜାତୀୟ ସ୍ତରରେ ଗର୍ବିତ…

ଝିଅଙ୍କ ନାଚ ଦେଖି ଚପଲରେ ପିଟିଲେ ମା’: ଭାଇରାଲ୍ ହେଲା ଭିଡିଓ

ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ଦେଖିବାକୁ ମିଳୁଛି। ଫେସବୁକ୍ ହେଉ ବା ଇନଷ୍ଟାଗ୍ରାମ, ପ୍ରତିଦିନ ନୂଆ ନୂଆ ଭିଡିଓ ଆପଣମାନେ ଦେଖୁଥିବେ । କିଛି ଏଥିରୁ ମଜାଦାର ଥାଏ ତ ଆଉ କିଛି ଥାଏ ସମ୍ବେଦନଶୀଳ ଏବେ ସେମିତି ଏକ ଭିଡିଓ ଆସିଛି ସାମ୍ନାକୁ । ନାଚୁଥିବା ବେଳେ ଦୁଇ ଜଣ…

ମାତ୍ର ୯୯୯ଟଙ୍କାରେ ଫ୍ଲାଇଟରେ କରନ୍ତୁ ଯାତ୍ରା : ଏହି କମ୍ପାନୀର ଚାଲିଛି ମୌସୁମୀ ଅଫର୍

ସ୍ପାଇସ ଜେଟର ସ୍ବତନ୍ତ୍ର ଅଫରରେ କରନ୍ତୁ କେବଳ ୯୯୯ ଟଙ୍କାରେ ଉଡାଣ। ଏୟାରଲାଇନ ନିଜର ମେଗା ମୌସୁମୀ ଅଫର ଆରମ୍ଭ କରିଛି। ଏହି ସେଲ କେବଳ ଘରୋଇ ଉଡାଣ ଏବଂ ଏକ ତରଫା ଯାତ୍ରା ପାଇଁ ଉପଲବ୍ଧ। ମେଗା ମୌସୁମୀ ସେଲ ୪ରୁ୮ ଜୁଲାଇ ପର୍ଯ୍ଯନ୍ତ ଚାଲିବ ଏବଂ ବୁକ୍ ହୋଇଥିବା ଟିକେଟର ବୈଧତା ୮ ଅକ୍ଟୋବର…

ଭେଟନ୍ତୁ ଏହି IAS ଅଫିସରଙ୍କୁ, ଯିଏ ଦିନେ ଟଙ୍କା ପାଇଁ ସାଇକେଲ୍ ଦୋକାନରେ କରୁଥିଲେ କାମ

ଯେଉଁ ବ୍ଯକ୍ତିତ୍ବଙ୍କ ବିଷୟରେ ଆମେ ଏବେ କହିବାକୁ ଯାଉଛୁ , ତାଙ୍କ କାହାଣୀ ନିଶ୍ଚିତ ଭାବରେ ପୁରୁଣା । କିନ୍ତୁ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ତାହା ପଛରେ ଥିବା ସଂଘର୍ଷ ଆଜିର ଯୁବପୀଢିଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ । ସଂଘର୍ଷରୁ ସଫଳତାର ଏହି କାହାଣୀ ହେଉଛି ଆଇଏଏସ୍ ଅଫିସର୍ ବରୁଣ…