Below header
Browsing Category

କ୍ରୀଡା

ଟି-୨୦ ବିଶ୍ବକପ୍ ପାଇଁ ନ୍ଯୁଜଲାଣ୍ଡ ଟିମ୍ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ମାସ ସମୟ ରହିଛି। ବିଶ୍ବକପ୍ ପାଇଁ ସବୁ ଟିମ୍ ପ୍ରସ୍ତୁତ ମଧ୍ୟ ହୋଇଗଲେଣି। ନ୍ଯୁଜଲାଣ୍ଡ କ୍ରିକେଟ ଟିମ୍ ଆଇସିସି ଟି-୨୦ ବିଶ୍ବକପ୍ ୨୦୨୧ ପାଇଁ ଟିମ୍ ଘୋଷଣା କରିଛି। ୧୫ ଜଣିଆ ଟିମ୍କୁ ନେଇ ୟୁଏଇ ଏବଂ ଓମାନରେ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆୟୋଜିତ ହେବ।…

ଏବେ ଅଲମ୍ପିକ୍‌ରେ ଦେଖିବାକୁ ମିଳିବ କ୍ରିକେଟ୍‌! ଆଇସିସି ଓ ବିସିସିଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଅଲମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌। ଏନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ବିସିସିଆଇ କହିଛି ଯେ ସେମାନେ ଅଲମ୍ପିକ୍‌ରେ ମଧ୍ୟ କ୍ରିକେଟ୍‌କୁ ସାମିଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବିସିସିଆଇ ସଚିବ…

ରଣବୀର ନୁହେଁ କି ସିଦ୍ଧାର୍ଥ ନୁହେଁ, ନିଜ ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ଦେଖିବାକୁ ଚାହାନ୍ତି ଗୋଲ୍ଡେନ୍‌ ବୟ ନୀରଜ…

ଅଗଷ୍ଟ ୭ ତାରିଖ ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ଏହି ଦିନ ଭାରତର ସୁନା ପୁଅ ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍‌ରେ ଦେଶ ପାଇଁ ଜିତିଥିଲେ ସୁନା ପଦକ। ଏହା ଥିଲା ଚଳିତ ଅଲମ୍ପିକରେ ଭାରତର ପ୍ରଥମ ତଥା ଶେଷ ଗୋଲ୍ଡ ମେଡାଲ। ଏଣୁ ଏବେ ସାରା ଦେଶ ନୀରଜଙ୍କୁ ଶୁଭେଚ୍ଛା ଜଣାଉଛି। ତେବେ ସୋମବାର…

ଟୋକିଓ ଅଲମ୍ପିକ୍ସର ପଦକ ବିଜେତାଙ୍କୁ ଦିଲ୍ଲୀର ଅଶୋକା ହୋଟେଲରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ): ଟୋକିଓରୁ ସ୍ୱଦେଶ ଫେରିଲେ ଭାରତୀୟ ଅଲିମ୍ପିଆନ୍‌ । ଦିଲ୍ଲୀ ବିମାନବନ୍ଦରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏୟାରପୋର୍ଟ ବାହାରେ ପଦକେ ବିଜେତା ଅଲିମ୍ପିଆନଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ବହୁ ପ୍ରଶଂସକ । ଗୋଲଡେନ୍‌ ବୟ ନୀରଜ ଚୋପ୍ରା,…

ଟୋକିଓରୁ ଭାରତକୁ ଫେରିଲେ ମେଡାଲ ବିଜେତା,ଦିଲ୍ଲୀ ବିମାନ ବନ୍ଦରରେ ଖେଳାଳୀଙ୍କୁ ଜୋରଦାର ସ୍ୱାଗତ

କେନ୍ୟୁଜ୍(ବ୍ୟୁରୋ):   ଫେରିଲେ ଅଲିମ୍ପିଆନ୍‌ । ଦିଲ୍ଲୀ ବିମାନ ବନ୍ଦରରେ ଖେଳାଳୀଙ୍କୁ ଜୋରଦାର ସ୍ୱାଗତ । ସ୍ୱର୍ଣ୍ଣ ବିଜେତା ନୀରଜ ଚୌପ୍ରାଙ୍କୁ ସ୍ୱାଗତ କଲେ ସାଂସଦ ତେଜସ୍ୱୀ ସୂର‍୍ୟା । ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଭାରତ । ସ୍ୱର୍ଣ୍ଣ ସମେତ ୭ଟି ପଦକ ଜିତିଛି ।…

କାନ୍ଦିଲେ ଲିଓନେଲ ମେସି, ବାର୍ସିଲୋନା ସହ ତୁଟାଇଲେ ୧୭ ବର୍ଷର ସମ୍ପର୍କ

କାନ୍ଦିଲେ ମେସି। ଭାବବିହ୍ଵଳିତ ହୋଇ ସାମ୍ବାଦିକଙ୍କ ସାମ୍ନାରେ ହିଁ କାନ୍ଦି ପକାଇଲେ ଆର୍ଜେଣ୍ଟିନାର ଟପ୍‌ ଫୁଟବଲର ଲିଓନେଲ ମେସି। ବାର୍ସିଲୋନା ଛାଡ଼ିବା ବେଳେ ସେ ଖୁବ୍‌ ଦୁଃଖୀ ହୋଇଯାଇଥିଲେ। ରବିବାର ଦିନ ମେସିଙ୍କର ଲାଗି ଏକ ବିଦାୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରେସ୍‌ କନ୍‌ଫରେନ୍ସ…

ପଡ଼ିଲା କ୍ରୀଡ଼ା ମହାକୁମ୍ଭରେ ଯବନିକା, ଉଦଯାପନୀ ସମାରୋହରେ ଦମ୍ ଦେଖାଇଲା ଭାରତ

ଟୋକିଓ: ଦୀର୍ଘ ୧୭ ଦିନ ଧରି ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ଆଡମ୍ବର ସହକାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଶେଷ ହୋଇଛି ଅଲିମ୍ପିକ୍ସ ଗେମ୍ସ । ସାରା ବିଶ୍ୱର ଖେଳାଳି ଏବେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ଗ୍ରୀଷ୍ମକାଳୀନ…

ବଦଳିବ କ୍ରୀଡ଼ା ଭୁଗୋ, ତୃଣମୂଳ ସ୍ତରରେ ସୁଦୃଢ଼ ହେବ ରାଜ୍ୟର କ୍ରୀଡା ଭିତ୍ତିଭୂମି

ଭୁବନେଶ୍ବର(କେନ୍ଯୁଜ୍): ବଦଳିବ ରାଜ୍ୟର କ୍ରୀଡ଼ା ଭୁଗୋଳ । ତୃଣମୂଳ ସ୍ତରରେ ସୁଦୃଢ଼ ହେବ ରାଜ୍ୟର କ୍ରୀଡା ଭିତ୍ତିଭୂମି । ଏଥିପାଇଁ ପ୍ରସ୍ତୁତ ହେଉଛି ନକ୍ସା । କ୍ରାଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେବ ସ୍ୱତନ୍ତ୍ର ସ୍କୁଲ । ଫଳରେ ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀ ସେମାନଙ୍କ…

ବର୍ଷା ବଞ୍ଚାଇ ଦେଲା ଇଂଲଣ୍ଡକୁ, ପ୍ରଥମ ଟେଷ୍ଟରେ ବିଜୟରୁ ବଞ୍ଚିତ ହେଲା ଭାରତ

ଲଣ୍ଡନ : ବର୍ଷା ଯୋଗୁଁ ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ଡ୍ର । ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ଆଦୌ ଖେଳ ହୋଇ ପାରିଲା ନାହିଁ । ଫଳରେ ଭାରତ ହାତରୁ ଏକ ବିଜୟ ହାତଛଡ଼ା ହୋଇଗଲା ବୋଲି କହିଲେ ଭୁଲ ହେବ ନାହିଁ । କାରଣ ଭାରତ ହାତରେ ୯ ଓ୍ଵିକେଟ୍‌ ଥାଇ ଜିତିବା ପାଇଁ ଦରକାର ହେଉଥିଲା ୧୫୭ ରନ୍‌…

ଟୋକିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ କରି ଭାରତକୁ ଗର୍ବିତ କଲେ ଏହି ଖେଳାଳି

ଟୋକିଓ ଅଲମ୍ପିକ ୨୦୨୦ରେ ଗତ କାଲି ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗର୍ବିତ କରିଛନ୍ତି । ନୀରଜଙ୍କ ଏହି ଶାନଦାର ପ୍ରଦର୍ଶନରେ ପୁରା ଦେଶ ଗୌରବାନ୍ୱିତ ହୋଇଛି ।ତେବେ ଏହାରି ମଧ୍ୟରେ ନୀରଜଙ୍କ ଉପରେ ଗିଫ୍ଟର ବର୍ଷା ଆରମ୍ଭ ହୋଇଛି । କୋଟିରୁ ଢ଼େର ଅଧିକ ଅର୍ଥ ରାଶି…

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍‌ସ, ପୁଣି ଅପେକ୍ଷା ଆଉ ୪ ବର୍ଷ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍‌ସ ଯାତ୍ରା । ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ସର ଆଜି ଉଦ୍‌ଯାପନୀ ସମାରୋହ।  ଆଜିର ଉଦ୍‌ଯାପନୀ ଉତ୍ସବରେ ସମସ୍ତ ଖେଳାଳି ଭାଗ ନେଇପାରୁଥିବା ବେଳେ ମାତ୍ର ୧୦ ଜଣ ଅଧିକାରୀ ହିଁ ଉପସ୍ଥିତ ରହିବେ। ଉଦ୍‌ଘାଟନୀ ଉତ୍ସବରେ ଖେଳାଳିମାନେ…

ନୀରଜ ଚୋପ୍ରାଙ୍କୁ ୧ କୋଟି ଦେବାକୁ ଘୋଷଣା କଲା CSK, ସମ୍ମାନରେ ତିଆରି କରିବ ୮୭୫୮ ନମ୍ବର ଜର୍ସି

ଟୋକିଓ ଅଲମ୍ପିକରେ ସୁନା ପଦକ ଜିତି ନୀରଜ ଚୋପ୍ରା ସାରା ଦେଶକୁ ଗର୍ବିତ କରିଛନ୍ତି। ଏଣୁ ଏବେ ଚାରୁ ଆଡ଼ୁ ତାଙ୍କୁ ଶୁଭେଚ୍ଛା ସହ ପୁରସ୍କାରର ସୁଅ ଛୁଟିଛି। ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଚେନ୍ନାଇ ସୁପର କିଙ୍ଗସ୍‌ ଫ୍ୟାଞ୍ଚାଇଜ୍‌ ମଧ୍ୟ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ପୁରସ୍କାର…