Below header
Browsing Category

କ୍ରୀଡା

ଇଂଲଣ୍ଡ ଓ ଭାରତ ଦ୍ୱିତୀୟ ଟେଷ୍ଟ, ବ୍ୟାଟିଂ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଭାରତ

ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟ ଦୁଇଗୁଣ ବଢ଼ିଯାଇଛି । ଭାରତ ବ୍ୟାଟିଂ ତ୍ରୁଟିକୁ ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ…

ପୁରୁଷ ହକି ଟିମ୍ ଗୋଲକିପର ଶ୍ରୀଜେଶଙ୍କୁ ୨ କୋଟି ଟଙ୍କା ଦେଲେ କେରଳ ସରକାର, ପ୍ରମୋସନ ମଧ୍ୟ ମିଳିଲା

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଗୋଲକିପର ପିଆର ଶ୍ରୀଜେଶଙ୍କୁ କେରଳରେ ଜବରଦସ୍ତ ଭାବେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। କେରଳ ସରକାର ଦ୍ବାରା ଆୟୋଜିତ ସ୍ବାଗତ ସମାରୋହରେ ଗୋଲକିପର ଶ୍ରୀଜେଶଙ୍କୁ ଦୁଇ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ଏହା ସହିତ…

ମୀରାବାଇ ଚାନୁଙ୍କୁ ଭେଟିଲେ ସଲମାନ୍‌ ଖାନ୍‌, ନିଜ ଫ୍ୟାନ୍‌ ବୋଲି ଜାଣିବା ପରେ କଲେ ନିମନ୍ତ୍ରଣ

ଟୋକିଓ ଅଲମ୍ପିକରେ ସିଲଭର ପଦକ ଜିତି ଦେଶ ନାଁ ଉଜ୍ଜ୍ୱଳ କରିଥିବା ମୀରାବାଇ ଚାନୁଙ୍କୁ ଭେଟିଛନ୍ତି ଆକ୍ଟର ସଲମାନ୍‌ ଖାନ୍‌। ମୀରାଙ୍କୁ ଭେଟିବା ବେଳର ଫଟୋକୁ ସଲମାନ୍‌ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମୀରାବାଇ ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌ ଓ ଏକ ଇଣ୍ଟରଭ୍ୟୁରେ ଏନେଇ ସେ ସୂଚନା…

୪ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ DSP…

ଭୁବନେଶ୍ବର(କେନ୍ଯୁଜ୍): ୨.୫ କୋଟି ସହ DSP ନିଯୁକ୍ତି । ୪ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ୨.୫ କୋଟି ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଉଭୟଙ୍କୁ ପୋଲିସ ବିଭାଗରେ DSP ଭାବେ ମଧ୍ୟ ନିଯୁକ୍ତି…

ପୁରୁଣା ସାଥୀ ନେମାରଙ୍କ ଟିମ୍‌ରେ ସାମିଲ ହେଲେ ଲିଓନେଲ ମେସି, ଜାଣନ୍ତୁ ବର୍ଷକୁ ନେବେ କେତେ ଟଙ୍କା

ପ୍ୟାରିସ୍‌ରେ ପହଞ୍ଚିଛନ୍ତି ଦୁନିଆର ଟପ୍‌ ଫୁଟବଲର ଲିଓନେଲ ମେସି। ଦୁଇ ବର୍ଷ ପାଇଁ ଫ୍ରାନ୍ସିସ୍‌ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ-ଜର୍ମାନ(ପିଏସ୍‌ଜି) ସହ ଚୁକ୍ତି ସ୍ୱାକ୍ଷର କରିବା ପରେ ମଙ୍ଗଳବାର ଦିନ ପ୍ୟାରିସରେ ପହଞ୍ଚିଛନ୍ତି ମେସି। ଏ ଅବସରରେ ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ…

ଶାସ୍ତ୍ରୀଙ୍କ ସ୍ଥାନ ନେବେ ରାହୁଲ ଡ୍ରାଭିଡ, ବିସିସିଆଇ ଦେଲା ଆଭାସ

ଖୁବଶୀଘ୍ର ଅଲଗା ହେବେ କୋହଲି-ଶାସ୍ତ୍ରୀ ଯୋଡ଼ି । ମୁଖ୍ୟ କୋଚ୍‌ ପଦରୁ ଯିବେ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନ ନେବେ ରାହୁଲ ଦ୍ରାବିଡ । ଏଭଳି କିଛି ଆଭାସ ଦେଇଛି ବିସିସିଆଇ । ICC ଟି-୨୦ ଓ୍ଵାର୍ଲଡ କପ୍‌ ପରେ ମୁଖ୍ୟ କୋଚ୍‌ ପଦ ଛାଡିବେ ଶାସ୍ତ୍ରୀ । ଟି-୨୦ ବିଶ୍ୱ କପ ପରେ ମୁଖ୍ୟ କୋଚ ଭାବେ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ, ଦୁଇ ଖେଳାଳି ମ୍ଯାଚରୁ ପଡିପାରନ୍ତି ବାଦ୍

ଆସନ୍ତାକାଲିଠୁ ଲର୍ଡସରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟ ଦୁଇଗୁଣ ବଢ଼ିଯାଇଛି । କିନ୍ତୁ ଏହା ପୂର୍ବରୁ ଫ୍ଯାନଙ୍କୁ ଲାଗିଛି ବଡ ଝଟକା। କେବଳ ଭାରତ କିମ୍ବା ଇଂଲଣ୍ଡ ନୁହେଁ ଦୁଇଟି…

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ, ହସପିଟାଲରେ ଭର୍ତ୍ତି

କେନ୍ଯୁଜ୍: କ୍ରିସ କେର୍ନସଙ୍କ ଅବସ୍ଥା ସଙ୍କଟାପନ୍ନ । ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ସ୍ୱାସ୍ଥବସ୍ଥା ସଙ୍କଟାପନ୍ନ ରହିଛି । ଅଷ୍ଟ୍ରେଲିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ କାନବେରା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଜୀବନ ସହ ସଂଗ୍ରାମ…

ଆମକୁ ମରିବାକୁ ଛାଡିଦିଅନ୍ତୁ ନାହିଁ, କାହିଁକି ଏମିତି କହିଲେ ଆଫଗାନିସ୍ତାନ କ୍ରିକେଟର ରାସିଦ ଖାନ୍

ଆମେରିକୀୟ ସୈନ୍ଯ ଫେରିବା ପରେ ଆଫଗାନିସ୍ତାନରେ ପୁଣିଥରେ ତାଲିବାନୀ ଆତଙ୍କୀ ମୁଣ୍ଡ ଟେକିଛି। ତେଣୁ ଆଫଗାନିସ୍ତାନର ଅବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଆମେରିକା ସମେତ ବିଭିନ୍ନ ଦେଶ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ଫେରାଇ ନେଇ ଯାଉଛନ୍ତି । ଏହି ଭିତରେ ଆଫଗାନିସ୍ତାନର ପ୍ରସିଦ୍ଧ…

ଓଡ଼ିଶା ଫେରିଲେ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ୪ ହକି ଖେଳାଳି, ଭୁବନେଶ୍ୱରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ୪ ହକି ଖେଳାଳି । ଭୁବନେଶ୍ୱରରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ପହଞ୍ଚିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।…

ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ମୋଦୀଙ୍କ ସ୍ପେଶାଲ ଟ୍ରିଟମେଣ୍ଟ, ଜାଣନ୍ତୁ

ଜାଭେଲିନ ଥ୍ରୋରେ ଇତିହାସ ରଚିଥିବା ଗୋଲ୍ଡ ବୟ ନୀରଜ ଚୋପ୍ରାଙ୍କ ସ୍ୱାଗତ ସମ୍ବର୍ନ୍ଧନା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନୀରଜଙ୍କ ମନ ପସନ୍ଦ ଚୁରମା ଏବଂ ଗୋଲଗପ୍ପା ଖୁଆଇବାର ଯୋଜନା ରହିଛି । ଅନୁରାଗ ଠାକୁୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ…

ଟି-୨୦ ବିଶ୍ବକପ୍ ପାଇଁ ନ୍ଯୁଜଲାଣ୍ଡ ଟିମ୍ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ମାସ ସମୟ ରହିଛି। ବିଶ୍ବକପ୍ ପାଇଁ ସବୁ ଟିମ୍ ପ୍ରସ୍ତୁତ ମଧ୍ୟ ହୋଇଗଲେଣି। ନ୍ଯୁଜଲାଣ୍ଡ କ୍ରିକେଟ ଟିମ୍ ଆଇସିସି ଟି-୨୦ ବିଶ୍ବକପ୍ ୨୦୨୧ ପାଇଁ ଟିମ୍ ଘୋଷଣା କରିଛି। ୧୫ ଜଣିଆ ଟିମ୍କୁ ନେଇ ୟୁଏଇ ଏବଂ ଓମାନରେ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆୟୋଜିତ ହେବ।…