Browsing Category

କ୍ରୀଡା

ଭାରତ ପାଇଁ ଖୁସି ଖବର; ହେଭିୱେଟ୍‌ ବକ୍ସିଙ୍ଗ୍‌’ ପ୍ରତିଯୋଗିତାର କ୍ବାର୍ଟର୍‌ଫାଇନାଲ୍‌ରେ ପହଞ୍ଚିଲେ ସତୀଶ କୁମାର

ଟୋକିଓ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ହୋଇଥିବା ଭାରତ ପାଇଁ ଆସିଛି ଅନେକ ଖୁସିଖବର । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି କ୍ୱାର୍ଟରରେ ପହଞ୍ଚିଛନ୍ତି ସତୀଶ କୁମାର । ଜାମାଇକା ରିକୋର୍ଡୋ…

ଟୋକିଓ ଅଲିମ୍ପିକ୍ସିରେ ପି.ଭି.ସିନ୍ଧୁଙ୍କ କମାଲ୍, କ୍ୱାର୍ଟର ଫାଇନାଲରେ କଲେ ପ୍ରବେଶ

ଟୋକିଓ: ଟୋକିଓ ଅଲିମ୍ପିକ୍ସିରେ ପି.ଭି.ସିନ୍ଧୁଙ୍କ କମାଲ । କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ପି. ଭି ସିନ୍ଧୁ। ପ୍ରି-କ୍ୱାର୍ଟରକୁ ସିଧାସଳଖ ସେଟ୍‌ରେ ଜିତିଲେ ସିନ୍ଧୁ। ପ୍ରି-କ୍ୱାର୍ଟରରୁ ୨୧-୧୫, ୨୧-୧୩ ସେଟ୍‌ରେ ଜିତିଲେ ସିନ୍ଧୁ। ଡେନମାର୍କର ମିଆ ବ୍ଲିଚଫେଲ୍‌ଡଙ୍କୁ ହରାଇଲେ ସିନ୍ଧୁ।…

ଟୋକିଓ ଅଲିମ୍ପିକ୍ସ: ଭାରତର ଦମଦାର ତୃତୀୟ ବିଜୟ, ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଲା ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ: ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଟିମର ଦମଦାର ତୃତୀୟ ବିଜୟ। ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇଲା ଭାରତ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିଯାଇଥିଲା। ତୃତୀୟ…

ଦ୍ୱିତୀୟ ଟି-୨୦ : ଟିମ୍‌ ଇଣ୍ଡିଆ ସ୍କୋର ୫/୧୩୨ ରନ୍‌

କଲମ୍ବୋ : ପ୍ରେମଦାସା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓ୍ଵିକେଟ୍‌ରେ ୧୩୨ ରନ୍‌ ସ୍କୋର କରିଛି । ଅଧିନାୟକ ଶିଖର ଧବନ ୪୦, ଋତୁରାଜ ଗାଏକ୍ୱାଡ଼ ୨,…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ

କଲମ୍ବୋ : ପ୍ରେମଦାସା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି । ଭାରତ ପକ୍ଷରୁ ଅଧିନାୟକ ଶିଖର ଧବନ ଏବଂ ଋତୁରାଜ ଗାଏକ୍ୱାଡ଼ ପାଳି ଆାରମ୍ଭ କରିଛନ୍ତି । ଭାରତୀୟ ଦଳ ୭ ଓଭର ସୁଦ୍ଧା ଗୋଟିଏ…

କୄନାଲଙ୍କ ପରେ ଶିଖର ଧାୱନ କରୋନା ପଜିଟିଭ ଚିହ୍ନଟ, ସଂକଟରେ ଭାରତୀୟ ଦଳ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି 20 ସିରିଜରେ ଭାରତକୁ ବଡ ଝଟକା ଲାଗିଛି । ଟିମର କାର୍ଯ୍ୟବାହକ କ୍ୟାପଟେନ ଶିଖର ଧାୱନ କରୋନା ସଂକ୍ରମିତ ଥିବା ଜଣାଯାଇଛି । ଖବର ଅନୁଯାୟୀ ଆଗକୁ ଥିବା ଦୁଇଟି ଟି 20 ମ୍ୟାଚରେ ସେ ଟିମରେ ସାମିଲ ହୋଇପାରିବେ ନାହିଁ ।କହିରଖିବା ଉଚିତ ହେବକି ମଙ୍ଗଳବାର…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ଅନ୍ଯ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଲେ ଖେଳାଯିବ ମ୍ଯାଚ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । କ୍ରୁନାଲ୍‌ ପାଣ୍ଡ୍ୟା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲି ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା। କିଛି ଖେଳାଳିଙ୍କୁ କ୍ରୁନାଲ୍‌ ପାଣ୍ଡ୍ୟାଙ୍କ ସହ ଆଇସୋଲେଟ୍‌ କରିଦିଆଯାଇଥିଲା। କୁନାଲ ୭ ଦିନ ଆଇସୋଲେସନରେ…

ସଚିନ୍‌ ତେନ୍ଦୁଲକରଙ୍କୁ ମିଳିଲା ନୂଆ ପାର୍ଟନର, କହିଲେ- ସୋସିଆଲ ମିଡିଆରେ ଆଜି କରୁଛି ଡେବ୍ୟୁ

ଦୁନିଆର ମହାନ୍‌ କ୍ରିକେଟର ସଚିନ୍‌ ତେନ୍ଦୁଲକର ସୋସିଆଲ ମିଡିଆରେ ନିଜ ନୂଆ ପାର୍ଟନରଙ୍କ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ସବୁବେଳେ ଫନି ମୁଡ୍‌ରେ ନଜର ଆସୁଥିବା ସଚିନ୍‌ ଏବେ ନିଜ ନୂଆ ପାର୍ଟନରଙ୍କୁ ଫ୍ୟାନ୍‌ଙ୍କ ସହ ସାକ୍ଷାତ କରାଇଛନ୍ତି। ସେ ଭିନ୍ନ ଅନ୍ଦାଜରେ ନିଜ ପାର୍ଟନରଙ୍କୁ ଇଣ୍ଟ୍ରଡ୍ୟୁସ୍‌…

କୄନାଲ ପାଣ୍ଡ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ, ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ଵିତୀୟ ଟି- ଟ୍ୱେଣ୍ଟି ମ୍ୟାଚ

ଆଜି ଅନୁଷ୍ଠିତ ହେବାକୁ ଥିବା ଭାରତ- ଶ୍ରୀଲଙ୍କା ଦ୍ଵିତୀୟ ଟି- ଟ୍ୱେଣ୍ଟି ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଭାରତୀୟ ଟିମର ଅଲରାଉଣ୍ଡର ଖେଳାଳି କୁନାଲ ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଉଭୟ ଦଳର ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି…

ସାମ୍ନାକୁ ଆସିଲା ହରଭଜନ ସିଂହ ଓ ଗୀତା ବାସ୍ରାଙ୍କ ପୁଅର ନାମ, ଫଟୋ ସେୟାର କରି କଲେ ନାମକରଣ

କ୍ରିକେଟର ହରଭଜନ ସିଂହ ଓ ଅଭିନେତ୍ରୀ ଗୀତା ବାସ୍ରା ନିକଟରେ ନିଜ ଦ୍ୱିତୀୟ ସନ୍ତାନକୁ ୱେଲକମ୍‌ କରିଛନ୍ତି। ଏବେ ଗୀତା ନିଜ ପୁଅର ନାଁ ବିଷୟରେ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି। ଗୀତା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଝିଅ ସହ ପୁଅର ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି,…

ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ : ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ପୁରୁଷ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି । ଦଳ…

ଟୋକିଓ ଅଲମ୍ପିକ୍‌ : ମାତ୍ର ୧୩ ବର୍ଷ ବୟସରେ ବାଳିକା ଜିତିଲେ ଗୋଲ୍ଡ ମେଡାଲ

ଟୋକିଓ : ଅଲମ୍ପିକରେ ଦେଶ ପାଇଁ ମାତ୍ର ୧୩ ବର୍ଷ ବୟସରେ ଗୋଲ୍ଡ ମେଡାଲ ଜିତି ଦେଶକୁ ଗୌରବ ଆଣି ଦେଇଥିବା ବାଳିକା ହେଉଛନ୍ତି ଜାପାନର ନିଶିୟା ମୋମିଜି । ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ ଖେଳକୁ ସାମିଲ କରାଯାଇଛି। ଜାପାନର ନିଶିୟା ମୋମିଜି ୧୫.୨୬ ସ୍କୋର କରି ଗୋଲ୍ଡ ମେଡାଲ…