Browsing Category

କ୍ରୀଡା

ଟୋକିଓ ଅଲିମ୍ପିକ୍ସ: ୪୯ କେଜି ଭାରୋତ୍ତୋଳନରେ ପ୍ରଥମ ରୌପ୍ଯ ପଦକ ହାସଲ କଲେ ମୀରାବାଈ ଚାନୁ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରାବାଈ ଚାନୁ । ଭାରୋତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରୋତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି…

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ର ଦମ୍‌ଦାର ବିଜୟ, ୩-୨ରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍‌

କେନ୍ଯୁଜ୍: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତ ପାଇଁ ଭଲ ଖବର । ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଛନ୍ତି । ଖେଳ ଆରମ୍ଭରୁ ଭାରତୀୟ ଖେଳାଳି ମାନେ…

ତୀରନ୍ଦାଜି ପ୍ରତିଯୋଗିତାରେ କ୍ୱାଟର ଫାଇନାଲରେ ଭାରତ: କମାଲ୍ କଲେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡି

କେନ୍ଯୁଜ୍: ତୀରନ୍ଦାଜି ପ୍ରତିଯୋଗିତାରେ ଭାରତର କମାଲ । ଚୀନି ତାଇପେକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କଲା ଭାରତ । ତୀରନ୍ଦାଜି ପ୍ରତିଯୋଗିତାରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଯୋଡି ଭଲ ପ୍ରଦର୍ଶନ ଦେଖାଇଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଚୀନି ତାଇପେକୁ ୫-୩ରେ ପରାସ୍ତ କରିଛି।…

ଶ୍ରୀଲଙ୍କା ଆଗରେ ୨୨୬ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

କଲମ୍ବୋ : ତୃତୀୟ ଦିନିକିଅ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତ ଅଲ୍‌ଆଉଟ୍‌ ହୋଇଗଲା । ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତର ତାର ସବୁଯାକ ଓ୍ଵିକେଟ୍‌ ହରାଇ କରିଛି ୨୨୫ ରନ୍‌ । ୨୩ ଓଭର୍‌ ପରେ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ଓଭର ସଂଖ୍ୟା ୪୭କୁ କମାଇ ଦିଆଯାଇଥିଲା…

ବାଜିଲା ବିଶ୍ବର ସର୍ବବୃହତ କ୍ରୀଡା ମହାକୁମ୍ଭର ବିଗୁଲ, ଉଦ୍‌ଘାଟନୀ ସମାରୋହରେ ଭାଗ ନେଲେ ଭାରତର ୧୯ ଜଣ ଖେଳାଳି

ବାଜିଛି ବିଗୁଲ୍‌ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍ତ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍‌ଘାଟନୀ ସମାରୋହରେ ଭାଗ ନେଇଥିଲେ ଭାରତର ୧୯ ଜଣ ଖେଳାଳି ଏବଂ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ଭାରତର ପତାକା ଧରିଥିଲେ ପୁରୁଷ…

ରଙ୍ଗୀନ ଆତସବାଜୀରେ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ, ମନପ୍ରୀତ ସିଂହ ଉଡାଇଲେ…

କେନ୍ୟୁଜ୍(ବ୍ୟୁରୋ):  ବାଜିଛି ବିଗୁଲ୍‌ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ଭାରତର ୧୯ ଜଣ ଖେଳାଳି ଓ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ୨୧…

ଓଡ଼ିଶା କ୍ରିକେଟରେ ଆରମ୍ଭ ହେଲା ଜାଫର ଯୁଗ, OCAର ମୁଖ୍ୟ କୋଚ ଭାବେ ଯୋଗ ଦେଲେ ୱାସୀମ ଜାଫର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା କ୍ରିକେଟରେ ଆରମ୍ଭ ହେଲା ଜାଫର ଯୁଗ। OCAର ମୁଖ୍ୟ କୋଚ ଭାବେ ଯୋଗ ଦେଲେ ୱାସୀମ ଜାଫର। ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ୱାସୀମ। ନିଜର ଯୋଗ ଦାନ ସମୟରେ ପ୍ରତିକ୍ରିୟା ରଖି ଜାଫର କହିଛନ୍ତି ନୂତନ ଖେଳାଳୀ, ନୂଆ ସ୍ଥାନରେ ଚ୍ୟାଲେଞ୍ଜ ଅଧିକ ରହିବ। ପିଲାଙ୍କୁ…

ଆଜି ଦିଲ୍ଲୀରୁ ଟୋକିଓ ଯାତ୍ରା କରିବେ ଦୌଡରାଣୀ ଦୂତି ଚାନ୍ଦ

ନୂଆଦିଲ୍ଲୀ: ଆଜି ଦୌଡରାଣୀ ଦୂତି ଚାନ୍ଦଙ୍କ ଟୋକିଓ ଗସ୍ତ । ହାଇଦ୍ରାବାଦରୁ ବାହାରିଲେ ଦୂତି ଚାନ୍ଦ । ହାଇଦ୍ରାବାଦରୁ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ସେ ଟୋକିଓ ଯାତ୍ରା କରିବେ । ଦିଲ୍ଲୀରୁ ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବେ । ୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ…

ଆଜିଠୁ ଆରମ୍ଭ ହେଲା ଟୋକିଓ ଅଲମ୍ପିକ : ଭାରତର ଦୀପିକା କୁମାରୀ ମହିଳା ତୀରନ୍ଦାଜ ର‍୍ୟାଙ୍କିର ନବମ ସ୍ଥାନରେ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଟୋକିଓ ଅଲମ୍ପିକ । ଭାରତର ପ୍ରଥମ ମୁକାବିଲା ତୀରନ୍ଦାଜରୁ ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଦୀପିକା କୁମାରୀ ଭାଗ ନେଇ ବ୍ୟକ୍ତିଗତ  ୯ମ ର‍୍ୟାଙ୍କ ହାସଲ କରିଛନ୍ତି । ୟୁମେନୋଶିମା ପାର୍କରେ ଅନୁଷ୍ଠିତ ହୋଇଥିବା ତୀରନ୍ଦାଜ ପ୍ରତିଦ୍ୱନ୍ଦୀତାରେ ଦୀପିକା ୬୬୩…

ଟୋକିଓ ଅଲିମ୍ପିକ୍ସକୁ ଟାଇଫୁନ୍‌ ଭୟ, ଅଲିମ୍ପିକ୍ସ ବେଳେ ଜାପାନରେ ହିଟ୍‌ କରିପାରେ

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ଅଲିମ୍ପିକ୍ସକୁ ଟାଇଫୁନ୍‌ ଭୟ । କରୋନା ମହାମାରୀ ପରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶ୍ୱ କ୍ରୀଡ଼ା ମହାକୁମ୍ଭକୁ ଧିରେ ଧିରେ ଘନଉଛି ଟାଇଫୁନ୍‌ ସଂକଟ । ଅଲିମ୍ପିକ୍ସ ବେଳେ ଜାପାନରେ ହିଟ୍‌ କରିପାରେ । ଏଭଳି ପୂର୍ବାନୁମାନ…

ଟିମ୍‌ ଇଣ୍ଡିଆକୁ ପୁଣି ଏକ ଝଟକା, ଇଂଲଣ୍ଡ ସିରିଜରୁ ବାହାରିଲେ ଓ୍ଵାଶିଂଟନ ସୁନ୍ଦର

ନୂଆଦିଲ୍ଲୀ :  ଟିମ୍‌ ଇଣ୍ଡିଆ ର ଅଫ ସ୍ପିନର ଓ୍ଵଶିଂଟନ ସୁନ୍ଦର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରୁ ବାହାରି ଯାଇଛନ୍ତି । ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କର ଆଙ୍ଗୁଳି ଫ୍ରାକ୍‌ଚର ହୋଇଯାଇଛି । ମହମ୍ମଦ ସିରାଜଙ୍କ ବଲ୍‌ରେ ସୁନ୍ଦରଙ୍କର ଆଙ୍ଗୁଳି ଫ୍ରାକ୍‌ଚର ହୋଇଯିବା…

ଟୋକିଓ ଅଲିମ୍ପିକ୍ସ: ଭାଗ ନେଇଛନ୍ତି ୨୫ ଜଣ ଭାଇ ଭଉଣୀ ଓ ୬ ଯାଆଁଳା ଯୋଡି

ନୂଆଦିଲ୍ଲୀ : ଆଉ କିଛି ମୁହୂର୍ତ୍ତ ପରେ ଆରମ୍ଭ ହେବ ବିଶ୍ୱ କ୍ରୀଡାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଏନେଇ ସମସ୍ତ ଖେଳାଳି ମାନେ ନିଜକୁ ପ୍ରସ୍ତୁତ କରିସାରିଲେଣି । ପାଞ୍ଚ ବର୍ଷ ପୂର୍ବେ, ରିଓ ଅଲିମ୍ପିକ୍ସରେ ୩୬ ଭାଇଭଉଣୀ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲେ ମାତ୍ର ଚଳିତ ବର୍ଷ ୨୫…