Browsing Category

କ୍ରୀଡା

ଟୋକିଓ ଅଲମ୍ପିକ୍ସ: କରୋନା ମହାମାରୀ ମଧ୍ୟରେ ଅଲମ୍ପିକ୍ସରେ ଭାରତ ପାଇଁ ନୂଆ ଆଶା

ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଆସନ୍ତାକାଲିରୁ ଖେଳ ମହାକୁମ୍ଭ ଅର୍ଥାତ୍ ଅଲମ୍ପିକର ଆୟୋଜନ ହେଉଛି। ଏହି ଅଲମ୍ପିକ ୨୦୨୦ରେ ଆରମ୍ଭ ହେବାକୁ ଥିଲା କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ…

କରୋନା ସଂକ୍ରମଣ ବଢୁଥିବାରୁ ବାତିଲ ହୋଇପାରେ ଅଲମ୍ପିକ୍ସ, ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ

ଆଉ ଦୁଇ ଦିନ ପରେ ଟୋକିଓ ଅଲମ୍ପିକ୍ସ । ତେବେ କ୍ରୀଡା ସହ ଜଡିତ ବ୍ୟକ୍ତି ଓ କ୍ରୀଡାବିତଙ୍କୁ ମିଶାଇ ୭୨ ଜଣ କରୋନା ସଂକ୍ରମିତ ହେବା ଓ ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଲମ୍ପିକ୍ସ ଆୟୋଜନ କରିବା ଯୁଦ୍ଧ ଠାରୁ କଷ୍ଟକର । ବିନା ଦର୍ଶକରେ…

ଭାରତର ରୋମାଞ୍ଚକର ବିଜୟ, ୨-୦ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଭାରତର ରୋମାଞ୍ଚକର ବିଜୟ । ଦୀପକ ଚହରଙ୍କ ଅଲରାଉଣ୍ଡର ଇଂନିସ ବଳରେ ସିରିଜ କବଜା କଲା ଟିମ ଇଣ୍ଡିଆ । ୩ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇଲା । ୨୭୬ ରନ ପିଛା କରୁଥିବା ଭାରତୀୟ ଦଳ ୭ ଓ୍ଵିକେଟ ହରାଇ ୨୭୭ ରନ କଲା । ଅଧିନାୟକ ଶିଖର ଧଓ୍ଵନ ୨୯ ରନ କରିଥିବା ବେଳେ ମନିଷ ପାଣ୍ଡେ ୩୭ ଏବଂ କ୍ରୁନାଲ…

ଶ୍ରୀଲଙ୍କାକୁ ୨୭୫ ରନରେ ରୋକିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ୨୭୫/୯

ଆଜି ପ୍ରେମାଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା। ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମରୁ ଶ୍ରୀଲଙ୍କାର କୌଣସି ଉଇକେଟ ପଡିନଥିବା ବେଳେ ଚହଲ ଇଣ୍ଡିଆକୁ ପ୍ରଥମ ବ୍ରେକଥ୍ରୁ ଦେଇଥିଲେ।…

ଭାରତ- ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ ଆଜି, ସମ୍ଭାବ୍ଯ ଏକାଦଶ ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ତିନି ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ମୁକାବିଲା ଆଜିଠାରୁ କଲମ୍ବୋ ଏବଂ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ଅଭ୍ୟାସ ସମୟ ନାହିଁ । ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ…

ଡେବ୍ଯୁ ମ୍ଯାଚରେ ଧମାଲ୍ କଲେ ଇଶାନ୍ କିଶନ, ଭାରତ ଆଗରେ ଆଣ୍ଠେଇଲା ଲଙ୍କା ବାହିନୀ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ୭ ୱିକେଟରେ ବାଜି ମାରିନେଲା ଟିମ୍ ଇଣ୍ଡିଆ। ବୋଲରଙ୍କ ପରେ ବ୍ୟାଟସମ୍ୟାନଙ୍କ କମାଲ। ପୃଥୀ, ଧଓ୍ବନ ଓ ଇଶାନ କିଶନଙ୍କ ପାଓ୍ବାର ସୋ ଆଗରେ ହାର ମାନିଥିଲା ଲଙ୍କା ବାହିନୀ। ଜନ୍ମଦିନର ଖାସ୍ ଅବସରରେ…

ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ, ୧-୦ ରେ ସିରିଜ ଆଗୁଆ

କଲମ୍ବୋ :  ଭାରତ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଆଜି ଭାରତ ୭ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇ ବିଜୟ ହାସଲ କରିଛି । ଶେଖର ଧଓ୍ଵନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଅପରାଜେୟ ୮୬ ରନ୍‌, ପୃଥ୍ଵୀ ସ ୪୩ ରନ୍‌ ଓ ଇଶାନ କିସାନଙ୍କ ୫୯ ରନ୍‌ ଭାରତକୁ…

ପ୍ରଥମ ଦିନିକିଆରେ ଭାରତକୁ ୨୬୩ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କଲମ୍ବୋ : ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତ ଆଗରେ ୨୬୩ ରନ୍‌ର ବିଜୟଲକ୍ଷ୍ୟ ରଖିଛି ଘରୋଇ ଶ୍ରୀଲଙ୍କା ଦଳ । ଟସ୍‌ ଜିତି ଘରୋଇ ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ ନେଇଥିଲା । ଦଳ ପକ୍ଷରୁ ଆବିଷ୍କା ଫର୍ଣ୍ଣାଣ୍ଡେ ୩୨, ମିନୋଡ ଭାନୁକ ୨୭, ଭାନୁକା ରାଜପାକସେ ୨୪ ଓ…

ଅଲମ୍ପିକ୍‌ ପାଇଁ ଟୋକିଓରେ ପହଞ୍ଚିଲେ ଭାରତୀୟ ଖେଳାଳି, କରାଗଲା ଏମିତି ଭବ୍ୟ ସ୍ୱାଗତ

ଅଲମ୍ପିକ୍‌ରେ ଦେଶର ନାଁ ଉଜ୍ୱଳ କରିବା ପାଇଁ ଭାରତୀୟ ଦଳର ୮୮ ଜଣିଆ ବ୍ୟାଚ୍‌ ରବିବାର ଦିନ ଟୋକିଓରେ ପହଞ୍ଚିଛନ୍ତି। ଭାରତର ୨୨୮ ସଦସ୍ୟ ଦଳ ଅଲମ୍ପିକରେ ଭାଗ ନେବେ, ସେଥିରେ ମୋଟ୍‌ ୧୧୯ ଜଣ ଖେଳାଳି ସାମିଲ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଆୟୋଜିତ ଖେଳ ପାଇଁ ଭାରତର ୮ ତୀରନ୍ଦାଜ,…

ଓଡ଼ିଶା ଅଲିମ୍ପିକ୍‌ ସଂଘ ଓଡ଼ିଆ ଅଲିମ୍ପିଅନ୍‌ଙ୍କ ପାଇଁ ଘୋଷଣା କଲା ଅର୍ଥ ପୁରସ୍କାର

କଟକ(କେନ୍ଯୁଜ୍) : ଓଡିଆ ଅଲିମ୍ପିଆନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନର ପୁରସ୍କାର ଘୋଷଣା । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ଯ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ୬ ଜଣ ଓଡିଆ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସରେ ଭାଗ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ, ଯୁବ ବାହିନୀ ଉପରେ ରହିବ ନଜର

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ । ଆଜି ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ ଦୁଇ ଦଳ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ ।୧୩ରେ ହେବାକୁ ଥିବା ଏହି ମ୍ୟାଚ୍ କୋଭିଡ୍ କାରଣରୁ ସ୍ଥଗିତ ରହିଥିଲା ।…

ଟୋକିଓ ଅଲମ୍ପିକ୍ସରେ ପ୍ରବେଶ କଲା କରୋନା, ଖେଳଗ୍ରାମରେ ସାମ୍ନାକୁ ଆସିଲା ପ୍ରଥମ ମାମଲା

ଟୋକିଓ ଅଲମ୍ପିକ୍ସରେ କରୋନା ଏଣ୍ଟ୍ରି। ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଯାଉଛି ଖେଳର ମହାକୁମ୍ଭ । ଯାହାକୁ ନେଇ ଏବେଠାରୁ…