Browsing Category

କ୍ରୀଡା

ଆଇସିସି ଟି-୨୦ କ୍ରିକେଟ୍‌ : ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ

ମୁମ୍ବାଇ : କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଆଜି କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଏଥିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ରହିଛନ୍ତି । ବିସିସିଆଇ…

ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଖେଳାଳି ଆଲେକ୍ସ ଡି ମିନାଓରଙ୍କୁ କରୋନା, ଆଉ ଖେଳିବେନି ଅଲମ୍ପିକ୍‌

ଜାପାନ ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଉପରେ ଏବେ କରୋନାର କଳାବାଦଲ ଘୋଟିଛି। ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଖେଳାଳି ଆଲେକ୍ସ ଡି ମିନାଓରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନା ସଂକ୍ରମିତ ହେବା ଯୋଗୁ ସେ ଅଲମ୍ପିକ ଖେଳିବେ ନାହିଁ ବୋଲି…

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍‌ ଟିମ୍‌, ଫ୍ଲଡ୍‌ ଲାଇଟ୍ସରେ ଆରମ୍ଭ କଲେ ପ୍ରାକ୍ଟିସ୍‌

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୧୮ ଜୁଲାଇରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ମଧ୍ୟରେ ଦିନିକିଆ ଓ ଟି୨୦ ଖେଳାଯିବ। ଏଥିରେ ମୋଟ୍‌ ୬ଟି ମ୍ୟାଚ୍‌ ହେବ। ଏଣୁ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଖେଳାଳିମାନେ ୧୫ ଜୁଲାଇରେ…

ଟୋକିଓ ଯିବା ପୂର୍ବରୁ ଅଲମ୍ପିକ କିଟ୍‌ରେ ଡ୍ଯାନ୍ସ କଲେ ସାନିଆ ମିର୍ଜା, ଭିଡିଓ ଭାଇରଲ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଟୋକିଓ ଅଲମ୍ପିକ ୨୦୨୦ ପାଇଁ ବେଶ୍ ଉତ୍ସାହିତ ରହିଛନ୍ତି। ସାନିଆ ବୁଧବାର ଦିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଅଲମ୍ପିକ କିଟ୍ ସହିତ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ…

ଇଂଲଣ୍ଡ ସିରିଜ ପୂର୍ବରୁ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା, ଦୁଇ ଖେଳାଳି କରୋନା ପଜିଟିଭ ଚିହ୍ନଟ

ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢିଯାଇଛି। ଦଳର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ, ଭାରତୀୟ ଟିମ୍ ଏବେ ବିଶ୍ରାମ ନେଉଛି । ଯେଉଁ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ…

ପୂର୍ବତନ ଟେଷ୍ଟ ଖେଳାଳି ଓ୍ଵାସିମ ଜାଫର ଓଡ଼ିଶା କ୍ରିକେଟ୍‌ ଟିମ୍‌ର ନୂଆ କୋଚ୍‌

କଟକ : ମୁମ୍ବାଇର ପୂର୍ବତନ କ୍ରିକେଟର୍‌ ଓ୍ଵାସିମ ଜାଫର ଓଡ଼ିଶା କ୍ରିକେଟ୍‌ ଟିମ୍‌ର କୋଚ୍‌ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ସିନିୟର ଟିମ୍‌ର ଦାୟିତ୍ୱ ଦିଆଯାଇଛି । ଆଜି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ଏହି ସୂଚନା ଦିଆଯାଇଛି । ଜାଫର ଏହା ପୂର୍ବରୁ…

WTC 2021-2023 : ICC ଘୋଷଣା କଲା ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ତାଲିକା ଓ ନୂଆ ପଏଣ୍ଟ ପ୍ରକ୍ରିୟା

ନୂଆଦିଲ୍ଳୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୧-୨୩ ବିଶ୍ୱ ଟେଷ୍ଟ ଚମ୍ପିଅନସିପ(WTC) ପାଇଁ ନୂଆ ପଏଣ୍ଟ ପ୍ରକ୍ରିୟା ଓ ଖେଳ ତାଲିକା ଘୋଷଣା କରିଛି । ଗୋଟିଏ ମ୍ୟାଚ୍‌ ଜିତିବା ପାଇଁ ପ୍ରତ୍ୟେକ ଟିମ୍‌କୁ ୧୨ ପଏଣ୍ଟସ ହାସଲ କରିବାକୁ ହେବ । ସେହିପରି ଟାଏ ପାଇଁ ୬ ପଏଣ୍ଟ, ଡ୍ର…

ଡେଭିଡ ୱାର୍ଣ୍ଣର ଅକ୍ଷୟ କୁମାରଙ୍କୁ କଲେ ନକଲ, ରାସିଦ ଖାନ ଉଠାଇଲେ ମଜା

କ୍ରିକେଟ ମଇଦାନରେ ଅଷ୍ଟ୍ରେଲିଆର ଦମଦାର ବ୍ଯାଟ୍ସମ୍ଯାନ ଡେଭିଡ ୱାର୍ଣ୍ଣରଙ୍କ ପ୍ରଦର୍ଶନ ଯାହା ବି ହେଉ, ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଡେଭିଡ ୱାର୍ଣ୍ଣରଙ୍କ ଲାଟେଷ୍ଟ ପୋଷ୍ଟ ଦେଖିଲେ ଆପଣ ହସି ହସି ଗଡିଯିବେ। ଡେଭିଡ ୱାର୍ଣ୍ଣର ଶେଷ ଥର ପାଇଁ ଆଇପିଏଲ ୨୦୨୧ ଦମଦାର…

ଅଲମ୍ପିକ ପୂର୍ବରୁ ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ବଢ଼ାଇଲେ ମନୋବଳ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲମ୍ପିକରେ ଦେଶରୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି । ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଥିବା ଜଣାପଡ଼ିଛି…

୬ ମାସ ପରେ ସାମ୍ନାକୁ ଆସିଲା ଭାମିକାଙ୍କ ଫଟୋ, ସୋସିଆଲ ମିଡ଼ିଆରେ ଅନୁଷ୍କା କଲେ ସେୟାର

ଏବେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଇଂଲଣ୍ଡରେ ଛୁଟି ବିତାଉଛନ୍ତି। ଏଠାରେ ୫ ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏଠାରେ ବାମିକାଙ୍କ ଜନ୍ମଦିନକୁ ଅନୁଷ୍କା ଏବଂ ବିରାଟ ଅତି ସାଧାରଣ ଭାବେ ପାଳନ କରିଛନ୍ତି। ସେମାନେ ପାର୍କରେ ଝିଅ ସହିତ ଛୋଟ ପିକନିକ୍‌ କରିଥିଲେ। ଯାହାର ଫଟୋ…

୧୯୮୩ ବିଶ୍ୱକପ୍ ବିଜେତା ଦଳର ୟଶପାଲ ଶର୍ମାଙ୍କ ହୃଦଘାତରେ ଦେହାନ୍ତ

ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜେତା ଦଳର ୟଶପାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ସକାଳେ ହୃଦଘାତ ହେତୁ ୟଶପାଲ ଶର୍ମାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । କ୍ରିକେଟ୍ କ୍ୟାରିୟରରେ ତାଙ୍କର ପ୍ରଦର୍ଶନ ଥିଲା ଚମତ୍କାର ।…