Below header
Browsing Category

କ୍ରୀଡା

ଆଜି ଦିଲ୍ଲୀରୁ ଟୋକିଓ ଯାତ୍ରା କରିବେ ଦୌଡରାଣୀ ଦୂତି ଚାନ୍ଦ

ନୂଆଦିଲ୍ଲୀ: ଆଜି ଦୌଡରାଣୀ ଦୂତି ଚାନ୍ଦଙ୍କ ଟୋକିଓ ଗସ୍ତ । ହାଇଦ୍ରାବାଦରୁ ବାହାରିଲେ ଦୂତି ଚାନ୍ଦ । ହାଇଦ୍ରାବାଦରୁ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ସେ ଟୋକିଓ ଯାତ୍ରା କରିବେ । ଦିଲ୍ଲୀରୁ ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବେ । ୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ…

ଆଜିଠୁ ଆରମ୍ଭ ହେଲା ଟୋକିଓ ଅଲମ୍ପିକ : ଭାରତର ଦୀପିକା କୁମାରୀ ମହିଳା ତୀରନ୍ଦାଜ ର‍୍ୟାଙ୍କିର ନବମ ସ୍ଥାନରେ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଟୋକିଓ ଅଲମ୍ପିକ । ଭାରତର ପ୍ରଥମ ମୁକାବିଲା ତୀରନ୍ଦାଜରୁ ଆରମ୍ଭ ହୋଇଛି । ଭାରତ ପକ୍ଷରୁ ଦୀପିକା କୁମାରୀ ଭାଗ ନେଇ ବ୍ୟକ୍ତିଗତ  ୯ମ ର‍୍ୟାଙ୍କ ହାସଲ କରିଛନ୍ତି । ୟୁମେନୋଶିମା ପାର୍କରେ ଅନୁଷ୍ଠିତ ହୋଇଥିବା ତୀରନ୍ଦାଜ ପ୍ରତିଦ୍ୱନ୍ଦୀତାରେ ଦୀପିକା ୬୬୩…

ଟୋକିଓ ଅଲିମ୍ପିକ୍ସକୁ ଟାଇଫୁନ୍‌ ଭୟ, ଅଲିମ୍ପିକ୍ସ ବେଳେ ଜାପାନରେ ହିଟ୍‌ କରିପାରେ

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ଅଲିମ୍ପିକ୍ସକୁ ଟାଇଫୁନ୍‌ ଭୟ । କରୋନା ମହାମାରୀ ପରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶ୍ୱ କ୍ରୀଡ଼ା ମହାକୁମ୍ଭକୁ ଧିରେ ଧିରେ ଘନଉଛି ଟାଇଫୁନ୍‌ ସଂକଟ । ଅଲିମ୍ପିକ୍ସ ବେଳେ ଜାପାନରେ ହିଟ୍‌ କରିପାରେ । ଏଭଳି ପୂର୍ବାନୁମାନ…

ଟିମ୍‌ ଇଣ୍ଡିଆକୁ ପୁଣି ଏକ ଝଟକା, ଇଂଲଣ୍ଡ ସିରିଜରୁ ବାହାରିଲେ ଓ୍ଵାଶିଂଟନ ସୁନ୍ଦର

ନୂଆଦିଲ୍ଲୀ :  ଟିମ୍‌ ଇଣ୍ଡିଆ ର ଅଫ ସ୍ପିନର ଓ୍ଵଶିଂଟନ ସୁନ୍ଦର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରୁ ବାହାରି ଯାଇଛନ୍ତି । ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କର ଆଙ୍ଗୁଳି ଫ୍ରାକ୍‌ଚର ହୋଇଯାଇଛି । ମହମ୍ମଦ ସିରାଜଙ୍କ ବଲ୍‌ରେ ସୁନ୍ଦରଙ୍କର ଆଙ୍ଗୁଳି ଫ୍ରାକ୍‌ଚର ହୋଇଯିବା…

ଟୋକିଓ ଅଲିମ୍ପିକ୍ସ: ଭାଗ ନେଇଛନ୍ତି ୨୫ ଜଣ ଭାଇ ଭଉଣୀ ଓ ୬ ଯାଆଁଳା ଯୋଡି

ନୂଆଦିଲ୍ଲୀ : ଆଉ କିଛି ମୁହୂର୍ତ୍ତ ପରେ ଆରମ୍ଭ ହେବ ବିଶ୍ୱ କ୍ରୀଡାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଏନେଇ ସମସ୍ତ ଖେଳାଳି ମାନେ ନିଜକୁ ପ୍ରସ୍ତୁତ କରିସାରିଲେଣି । ପାଞ୍ଚ ବର୍ଷ ପୂର୍ବେ, ରିଓ ଅଲିମ୍ପିକ୍ସରେ ୩୬ ଭାଇଭଉଣୀ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲେ ମାତ୍ର ଚଳିତ ବର୍ଷ ୨୫…

ଟୋକିଓ ଅଲମ୍ପିକ୍ସ: କରୋନା ମହାମାରୀ ମଧ୍ୟରେ ଅଲମ୍ପିକ୍ସରେ ଭାରତ ପାଇଁ ନୂଆ ଆଶା

ଜାପାନରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଆସନ୍ତାକାଲିରୁ ଖେଳ ମହାକୁମ୍ଭ ଅର୍ଥାତ୍ ଅଲମ୍ପିକର ଆୟୋଜନ ହେଉଛି। ଏହି ଅଲମ୍ପିକ ୨୦୨୦ରେ ଆରମ୍ଭ ହେବାକୁ ଥିଲା କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ…

କରୋନା ସଂକ୍ରମଣ ବଢୁଥିବାରୁ ବାତିଲ ହୋଇପାରେ ଅଲମ୍ପିକ୍ସ, ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ

ଆଉ ଦୁଇ ଦିନ ପରେ ଟୋକିଓ ଅଲମ୍ପିକ୍ସ । ତେବେ କ୍ରୀଡା ସହ ଜଡିତ ବ୍ୟକ୍ତି ଓ କ୍ରୀଡାବିତଙ୍କୁ ମିଶାଇ ୭୨ ଜଣ କରୋନା ସଂକ୍ରମିତ ହେବା ଓ ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଲମ୍ପିକ୍ସ ଆୟୋଜନ କରିବା ଯୁଦ୍ଧ ଠାରୁ କଷ୍ଟକର । ବିନା ଦର୍ଶକରେ…

ଭାରତର ରୋମାଞ୍ଚକର ବିଜୟ, ୨-୦ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଭାରତର ରୋମାଞ୍ଚକର ବିଜୟ । ଦୀପକ ଚହରଙ୍କ ଅଲରାଉଣ୍ଡର ଇଂନିସ ବଳରେ ସିରିଜ କବଜା କଲା ଟିମ ଇଣ୍ଡିଆ । ୩ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇଲା । ୨୭୬ ରନ ପିଛା କରୁଥିବା ଭାରତୀୟ ଦଳ ୭ ଓ୍ଵିକେଟ ହରାଇ ୨୭୭ ରନ କଲା । ଅଧିନାୟକ ଶିଖର ଧଓ୍ଵନ ୨୯ ରନ କରିଥିବା ବେଳେ ମନିଷ ପାଣ୍ଡେ ୩୭ ଏବଂ କ୍ରୁନାଲ…

ଶ୍ରୀଲଙ୍କାକୁ ୨୭୫ ରନରେ ରୋକିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ୨୭୫/୯

ଆଜି ପ୍ରେମାଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଶ୍ରୀଲଙ୍କା। ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍‌ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମରୁ ଶ୍ରୀଲଙ୍କାର କୌଣସି ଉଇକେଟ ପଡିନଥିବା ବେଳେ ଚହଲ ଇଣ୍ଡିଆକୁ ପ୍ରଥମ ବ୍ରେକଥ୍ରୁ ଦେଇଥିଲେ।…

ଭାରତ- ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ ଆଜି, ସମ୍ଭାବ୍ଯ ଏକାଦଶ ସହିତ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ତିନି ମ୍ଯାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ମୁକାବିଲା ଆଜିଠାରୁ କଲମ୍ବୋ ଏବଂ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ଅଭ୍ୟାସ ସମୟ ନାହିଁ । ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିବା ପରେ ଭାରତୀୟ ଦଳର ନଜର ଦ୍ୱିତୀୟ…

ଡେବ୍ଯୁ ମ୍ଯାଚରେ ଧମାଲ୍ କଲେ ଇଶାନ୍ କିଶନ, ଭାରତ ଆଗରେ ଆଣ୍ଠେଇଲା ଲଙ୍କା ବାହିନୀ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ୭ ୱିକେଟରେ ବାଜି ମାରିନେଲା ଟିମ୍ ଇଣ୍ଡିଆ। ବୋଲରଙ୍କ ପରେ ବ୍ୟାଟସମ୍ୟାନଙ୍କ କମାଲ। ପୃଥୀ, ଧଓ୍ବନ ଓ ଇଶାନ କିଶନଙ୍କ ପାଓ୍ବାର ସୋ ଆଗରେ ହାର ମାନିଥିଲା ଲଙ୍କା ବାହିନୀ। ଜନ୍ମଦିନର ଖାସ୍ ଅବସରରେ…

ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇଲା ଭାରତ, ୧-୦ ରେ ସିରିଜ ଆଗୁଆ

କଲମ୍ବୋ :  ଭାରତ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଆଜି ଭାରତ ୭ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇ ବିଜୟ ହାସଲ କରିଛି । ଶେଖର ଧଓ୍ଵନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଅପରାଜେୟ ୮୬ ରନ୍‌, ପୃଥ୍ଵୀ ସ ୪୩ ରନ୍‌ ଓ ଇଶାନ କିସାନଙ୍କ ୫୯ ରନ୍‌ ଭାରତକୁ…