Browsing Category

କ୍ରୀଡା

ଦେଶ ଖୁସି ଲୋକେ ଖୁସି, ୪୧ ବର୍ଷର ନିରାଶା ପରେ ଅଲିମ୍ପିକରେ ହକି ପଦକ ଆଶାରେ ସମସ୍ତେ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ଇତିହାସ ରଚି ଦେଶକୁ ଗର୍ବିତ କରିଛି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ହକି ଟିମର ଏହି ବିଜୟ ଦର୍ଶକ ଓ ହକି ଫ୍ୟାନସଙ୍କ ହୃଦୟ ତରଳାଇ ଦେଇଛି । ଅଗଷ୍ଟ ୧ରେ ଖେଳା ଯାଇଥିଲା କ୍ୱାର୍ଟର…

ଟୋକିଓ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ

ଟୋକିଓ ଅଲିମ୍ପିକସ୍‌ରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ। କ୍ୱାର୍ଟର ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିଲା ମୁକାବିଲା। ଭାରତ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି। 🇮🇳 HISTORY HAS BEEN…

ଦୀର୍ଘ ୪୧ ବର୍ଷର ପରେ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ଭାରତ

ଟୋକିଓ : ଆଜି ରବିବାର ଛୁଟି ଦିନରେ ଟୋକିଓ ଅଲିମ୍ପିକ୍ସରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଆଜି କ୍ୱାର୍ଟର ଫାଇନାଲ୍‌ରେ ଭାରତ ୩-୧ ଗୋଲ୍‌ରେ ବ୍ରିଟେନ୍‌କୁ ପରାସ୍ତ…

ଟୋକିଓ ଅଲିମ୍ପିକ୍ସ : ମହିଳା ବ୍ୟାଡ୍‌ମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପି.ଭି. ସିନ୍ଧୁ

ଟୋକିଓ : ସ୍ୱର୍ଣ୍ଣ ଏବଂ ରୌପ୍ୟରୁ ସିନା ବଞ୍ଚିତ ହେଲେ କିନ୍ତୁ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଲେ ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ । ଟୋକିଓ ଅଲିମ୍ପିକ୍ସ ସେମିଫାଇନଲ୍‌ରେ ହାରିବା ପରେ ଆଜି ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଏହି ଭାରତୀୟ ଖେଳାଳି ଚୀନ୍‌ର ବିଙ୍ଗ ଜିଆଓଙ୍କୁ…

ଅଲମ୍ପିକ ବିଜୟିନୀ ମୀରାବାଇ ଚାନୁଙ୍କ ଜୀବନୀକୁ ନେଇ ତିଆରି ହେବ ଫିଲ୍ମ, ନିଜେ ୱେଟଲିଫ୍ଟର ଦେଲେ ଅନୁମତି

ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତି ଦେଶର ନାଁ ରଖିଥିବା ୱେଟ ଲିଫ୍ଟର ମୀରାବାଇ ଚାନୁଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଚାନୁଙ୍କ ଜୀବନୀକୁ ନେଇ ଏକ ମଣିପୁରୀ ଫିଲ୍ମ ହେବ। ଏନେଇ ଶନିବାର ଦିନ ଚାନୁ ଓ ଇମ୍ଫାଲର ସେଓତି ଫିଲ୍ମସ ପ୍ରଡକ୍ସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ…

ଟୋକିଓ ଅଲିମ୍ପିକ୍ସ : ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ ହକି କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଯିବାକୁ ଭାରତ ପାଇଁ…

ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ କ୍ୱାର୍ଟର ଫାଇନାଲ । ଏହି ମ୍ୟାଚରେ ଭାରତ ତାର ପୂର୍ବ ଗୌରବ ଫେରିବାକୁ ଚେଷ୍ଟା କରିବ । ୪୧ ବର୍ଷ ପରେ ସେମିଫାଇନାଲ ଟିକଟ ହାସଲ କରିବା ଲାଗି ଲଢ଼ିବ ଭାରତ । ସେହିଭଳି ଗ୍ରେଟ ବ୍ରିଟେନ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନକୁ ଅତୁଟ…

ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌

ଟୋକିଓ: ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌ । କ୍ୱାର୍ଟରକୁ ଯିବା ନେଇ ଆଶା ଉଜ୍ଜୀବିତ କରିଲା ଭାରତୀୟ ମହିଳା ହକି ଟିମ୍‌ । ଗ୍ରପୁ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ଭାରତ ଦୁଇଟି ବିଜୟୀ ହୋଇଛି । ପ୍ରଥମ ତିନିଟି ମ୍ୟାଚ୍‌ ହାରିଥିଲା ହେଲେ ଶେଷ ଦୁଇଟି ମ୍ୟାଚ୍‌…

ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର, ଡିସ୍କସ୍ ଥ୍ରୋର ଫାଇନାଲରେ ପହଞ୍ଚିଲେ

ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର । ଜବରଦସ୍ତ ପ୍ରଦର୍ଶନ ସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି କମଲ । ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ ଦ୍ୱିତୀୟ ପ୍ରୟାସରେ ୬୩.୯୭…

ପୁଣି ଧୋନୀଙ୍କ ନୂଆ ଲୁକ୍ ଭାଇରଲ, ଆପଣ ଦେଖିଲେ ବି ହୋଇଯିବେ ଫ୍ଯାନ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ସବୁବେଳେ ନିଜ କୁଲ୍ ଅନ୍ଦାଜ ପାଇଁ ଜଣାଶୁଣା ଆଉ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ । ଏବେ ଯଦିଓ ସେ କ୍ରିକେଟ ମଇଦାନରେ ଦୂରରେ ଅଛନ୍ତି ତଥାପି ସେ ଲୋକଙ୍କ ପ୍ରଶଂସାର ପାତ୍ର ରହିଥାନ୍ତି । ଏବେ ପୁଣିଥରେ କ୍ୟାପଟେନ କୁଲ…

ଭାରତ ବିରୁଦ୍ଧରେ ଘରୋଇ ଟେଷ୍ଟ ସିରିଜ ସହ ଆସନ୍ତା ୱାଲର୍ଡ କପରେ ନଜର ଆସିବେନି ବେନ

ଇଂଲଣ୍ଡ କ୍ରିକେଟର ବେନ ଷ୍ଟୋକ୍ସ କ୍ରିକେଟରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନିଶ୍ଚିତକାଳ ପର୍ଯ୍ୟନ୍ତ ବେନ କ୍ରିକେଟରୁ ନେଇଛନ୍ତି ବ୍ରେକ । ଏହା କାରଣରୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟେଷ୍ଟ ମ୍ୟାଚରେ ସେ ଅଂଶଗ୍ରହଣ କରିବେ ନାହିଁ । କେବଳ ଏତିକି ନୁହେଁ ବରଂ କିଛି ମାସ…

ବ୍ୟାଡ଼ମିଣ୍ଟନରେ ଭାରତର ପଦକ ନିଶ୍ଚିତ, ଜାପାନ ଖେଳାଳିଙ୍କୁ ହରାଇ ସେମିରେ ପ୍ରବେଶ କଲେ ପିଭି ସିନ୍ଧୁ

ବ୍ୟାଡ଼ମିଣ୍ଟନରେ ଭାରତର ଏକ ପଦକ ନିଶ୍ଚିତ ହୋଇଛି । ଜାପାନର ୟକାନି ୟାମାଗୁଚିଙ୍କୁ ହରାଇ ସେମିଫାଇନାଲ ରାଉଣ୍ଡରେ ପ୍ରବେଶ କଲେ ଭାରତୀୟ ଖେଳାଳି ପିଭି ସିନ୍ଧୁ  । ବିପକ୍ଷ ଖେଳାଳିଙ୍କୁ ସିଧୂ ୨୧-୧୩, ୨୨-୨୦ ସେଟରେ ହରାଇଥିବା ଜଣାଯାଇଛି । ସିନ୍ଧୁଙ୍କ ଏହି ବିଜୟ ପରେ ଚଳିତ ଥର ଅଲିମ୍ପିକରେ…

ମହିଳା ବକ୍ସିଂରେ ଭାରତକୁ ପଦକ ନିଶ୍ଚିତ ! ଟୋକିଓ ଅଲିମ୍ପିକ୍ସରେ ବକ୍ସର ଲଭଲିନାଙ୍କ ଦମ୍‌ଦାର ବିଜୟ

କେନ୍ଯୁଜ୍: ମହିଳା ବକ୍ସିଂରେ ଭାରତକୁ ପଦକ ନିଶ୍ଚିତ। ଟୋକିଓ ଅଲିମ୍ପିକ୍‌ସରେ ବକ୍ସର ଲଭଲିନାଙ୍କ ଦମ୍‌ଦାର ବିଜୟ। ବସ୍କିଂରେ ସେମିକୁ ଉନ୍ନୀତ ହେଲେ ଲଭଲିନା। ମହିଳା ୬୪ରୁ ୬୯ କେଜି ବର୍ଗରେ ସେମି ଫାଇନାଲକୁ ଗଲେ ଲଭଲିନା। କ୍ୱାର୍ଟରରେ ଚାଇନିଜ ତାଇପେଇର ନିଏନ୍‌- ଚିନ୍‌ ଚେନଙ୍କୁ ହରାଇଲେ…