Below header
Browsing Category

ଘୋଷଯାତ୍ରା

ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ

ପୁରୀ (କେନ୍ୟୁଜ୍) : ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆସନ୍ତା ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା। ତାପୂର୍ବରୁ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଶ୍ରୀଜିଉଙ୍କର ନୀତିକାନ୍ତି ଓ ସେବା କରିବେ। ଗୋଟିଏ ଦିନ ପରେ ସ୍ନାନଯାତ୍ରା ପଡୁଥିବାରୁ…

ରଥଯାତ୍ରା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ରଥଖଳା, ୩ ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବା ପରେ ଚାଲିଛି…

ପୁରୀ(କେନ୍ୟୁଜ୍) : ରଥଯାତ୍ରା ପାଖେଇ ଆସୁଥିବାରୁ ଚଳଚଞ୍ଚଳ ରଥଖଳା। ସ୍ନାନଯାତ୍ରା ଅବସରରେ ୩ ରଥର ୪ ନାହାକ କାର୍ଯ୍ୟ ଶେଷ ହେବ । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ୩ ରଥର ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏବେ ୩ ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯିବା ପରେ ଦଣ୍ଡା ଖଞ୍ଜିବା…

ରଥଯାତ୍ରା ପାଇଁ ଆଜିଠୁ ଦଇତାପତି ସେବାୟତଙ୍କ ଆରମ୍ଭ ହୋଇଛି ନୀତିକାର୍ଯ୍ୟ

ପୁରୀ(କେନ୍ୟୁଜ୍): ଆସନ୍ତା ରଥଯାତ୍ରା ପାଇଁ ଆଜିଠାରୁ ଦଇତାପତି ସେବାୟତଙ୍କ ଆରମ୍ଭ ହୋଇଯାଇଛି ନୀତି କାର୍ଯ୍ୟ। ଗୋଟିଏ ଦିନ ପରେ ସ୍ନାନଯାତ୍ରା ପଡୁଥିବାରୁ ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ କରିଛନ୍ତି। ମହାପ୍ରଭୂଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତିମାନେ ଆଜିଠାରୁ…

ରଥଯାତ୍ରା ପାଇଁ ୨୫ ପୂର୍ବରୁ ସରିବ ସବୁ ବିଭାଗର ପ୍ରସ୍ତୁତି କାମ, ରଥଯାତ୍ରା ସମନ୍ଵୟ କମିଟି ବୈଠକରେ ଦିଆଗଲା…

ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ପୁରୀ ନିଳାଦ୍ରୀ ଭକ୍ତନିବାସ ସମ୍ମିଳନୀ କକ୍ଷରେ ତୃତୀୟ ସମନ୍ଵୟ କମିଟି ବୈଠକରେ ପ୍ରସ୍ତୁତିର ଅଗ୍ରଗତି ନେଇ କରାଯାଇଛି ଆଲୋଚନା । ଆସନ୍ତା ୨୫ ତାରିଖ ପୂର୍ବରୁ ସବୁ ବିଭାଗ ପ୍ରସ୍ତୁତି ଶେଷ…

ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି। ତିନି ରଥର ୪୨ଟି ଚକ ସହ, ୨୧ଟି ଅଖ ସଂଯୋଗ ବା ଚକ, ଅଖ ଡେରା କାର୍ଯ୍ୟ ସରିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ କ୍ରମେ,ଭୋଇ ସେବକମାନେ…

ପାଖେଇ ଆସୁଛି ରଥଯାତ୍ରା, ସୁପରିଚାଳନା ପାଇଁ ଆଜି ବସିବ ତୃତୀୟ ସମନ୍ଵୟ ବୈଠକ

ପୁରୀ(କେନ୍ୟୁଜ୍) : ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ଆଜି ବସୁଛି ତୃତୀୟ ସମନ୍ଵୟ କମିଟି ବୈଠକ । ରଥ ନିର୍ମାଣ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ଓ ଜଳ ଯୋଗାଣ,ରାସ୍ତାଘାଟ ମରାମତି, ସ୍ୱରାଜ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଆଲୋଚନା ହେବ। ଆଇନମନ୍ତ୍ରୀ…

ରଥଯାତ୍ରାର ସିଧା ପ୍ରସାରଣ ମାମଲା, ସବୁ ଚ୍ୟାନେଲକୁ ମିଳିବ ମଉକା

ସବୁ ଚ୍ୟାନେଲ କରିପାରିବେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ। କାହାରିକୁ ବାଦ ଦିଆଯିବ ନାହିଁ। ଅର୍ଥାତ ସିଧାପ୍ରସାରଣ ନେଇ କୌଣସି ନିଲାମ କରାଯିବ ନାହିଁ। କିନ୍ତୁ ପ୍ରତି ଚ୍ୟାନେଲ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବେ। ଏସମ୍ପର୍କରେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ। ଆଜି ପୁରୀରେ…

ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଆହ୍ଵାନ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ନେଇ ବିବାଦ, ହାଇକୋର୍ଟରେ ଜନସ୍ୱାର୍ଥ…

ପୁରୀ(କେନ୍ୟୁଜ୍) : ପୁରୀ ରଥଯାତ୍ରା ସିଧାପ୍ରସାରଣର ଟେଲିକାଷ୍ଟ ରାଇଟ୍ସ ପାଇଁ ଆହ୍ଵାନ ହୋଇଥିବା ଟେଣ୍ଡର ଦାଖଲ ସମୟସୀମା ସରିଛି । ସେପଟେ ଟେଣ୍ଡର ପ୍ରକ୍ରିୟାକୁ ନେଇ ତୀବ୍ର ହୋଇଛି ବିବାଦ । ଟେଣ୍ଡର ଆହ୍ଵାନକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଟେଣ୍ଡର ନେଇ…

ପୁରୀରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ

ପୁରୀ(କେନ୍ୟୁଜ୍): ଜୁଲାଇ ୪ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତା ପୂର୍ବରୁ ପୁରୀରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିବ। ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀବିଜେ ଯାଏ ସବୁ…

ଘୋଷଯାତ୍ରାରେ ଟ୍ବିନ୍ ସିଟିରୁ ପୁରୀକୁ ସ୍ବତନ୍ତ୍ର ବସ୍ ସେବା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ବସ୍ ସେବା। କଟକ, ଭୁବନେଶ୍ୱରରୁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍। ନିୟମିତ ଚଳାଚଳ କରୁଥିବା ବସ୍ ବ୍ୟତୀତ ଅନ୍ୟ କେତେକ ବସ୍ କଟକ ଓ ଭୁବନେଶ୍ୱରରୁ ପୁରୀକୁ ଚଳାଚଳ କରିବ। ପରିବହନ କମିଶନର ତଥା କେନ୍ଦ୍ରାଞ୍ଚଳ ଆରଡିସି ଏହି ସୂଚନା ଦେଇଛନ୍ତି।…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଆଜି ହେବ ଚକଡେରା

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ରଥଖଳା। ମହାରଣା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି। ଆଜି ଚକଡେରା ହେବ। ତିନି ରଥର ୪୨ଟି ଚକ ତିଆରି ସରିଛି। ନନ୍ଦିଘୋଷର ୧୬ଟି ତାଳଧ୍ୱଜର ୧୪ଟି ଓ ଦର୍ପଦଳନର ୧୨ଟି ଚକ ରହିଛି।…

ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ

ପୁରୀ : ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ । ଜୁଲାଇ ୪ ତାରିଖରେ ଘୋଷଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ଯାଏ ସବୁ ନୀତିକୁ ଛତିଶା ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ…