ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୭ ଜୀବନ, ମୋଟ୍ ମୃତ୍ୟୁ ସଂଖ୍ୟା ୧୫୦ ଛୁଇଁବାକୁ ଆଉ ତିନି ବାକି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୭ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩, ସୁନ୍ଦରଗଡରୁ ୧,ଭୁବନେଶ୍ବରରୁ ୧, ଗଜପତିରୁ ୧, କଟକ ୧ ଓ ମାଲକାନଗିରିରୁ ଜଣଙ୍କର ଜୀବନ ନେଇଛି ମହାମାରୀ ।
Regret to inform the demise of 7 Covid positive patients while under treatment in hospitals.
1. A 63-year old male of Sundergarh district who was also suffering from Diabetes.
2. A 45-year old male of Bhubaneswar who was also suffering from Diabetes.
— H & FW Dept Odisha (@HFWOdisha) July 27, 2020
3. A 51-year old female of Ganjam district.
4. A 58-year old male of Ganjam district who was also suffering from Diabetes.
5. A 55-year old male of Ganjam district.
6. A 66-year old male of Cuttack district.
— H & FW Dept Odisha (@HFWOdisha) July 27, 2020
7. A 51-year old male of Malkangiri district who was also suffering from Hypertension.
— H & FW Dept Odisha (@HFWOdisha) July 27, 2020