Below header

ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୭୮୫ କରୋନା ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୭ ଶହ ୮୫ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୪ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧ ଜଣ ସୁସ୍ଥ ହୋଇଛନ୍ତି ।


ସେହିପରି କନ୍ଧମାଳ ଜିଲ୍ଲାରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦ଜଣଙ୍କୁ ମିଶାଇ ଆଜି ହସ୍ପିଟାଲରୁ ଡାସଚାର୍ଜ ହୋଇଛନ୍ତି ୨୮ ଜିଲ୍ଲାର କରୋନା ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୪ ହଜାର ୮୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ମୋଟ୍‌ ୭୧ ପ୍ରତିଶତ ଭୂତାଣୁ ସଂକ୍ରମିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.