ଯାଜପୁରରେ ଥମୁନି କୋରୋନା: ଆଉ ଜଣେ ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଁଚିଲା

ଯାଜପୁର: ଯାଜପୁରରେ ପୁଣି ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ । ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣଙ୍କ ୩୦ ବର୍ଷିୟ ଯୁବକ, ଯିଏକି ବେହେରାପାଟଣା ଅଞ୍ଚଳର। ସେ ନିକଟରେ କୋଲକତାରୁ ଫେରିଥିଲେ । ତେବେ ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଲା ।

jajpur corona

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.