ପୁରୀରେ ବଢୁଛି ସଂକ୍ରମଣ: ଟପ୍‌ ଫାଇଭ୍‌ ଜିଲ୍ଲାରେ ହେଲା ସାମିଲ୍, ଗତ ୨୪ ଘଣ୍ଟାରେ ୭୦୮ ପଜିଟିଭ୍‌ ଚିହ୍ନଟ

ପୁରୀ: ପୁରୀରେ ବଢୁଛି ସଂକ୍ରମଣ । ଟପ୍‌ ଫାଇଭ୍‌ ଜିଲ୍ଲାକୁ ଆସିଲା ପୁରୀ । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୭୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ୪୩୪ ଥିବାବେଳେ ଆଜି ପୁଣି ସଂକ୍ରମଣ ବୃଦ୍ଧି ପାଇଛି।

ସେପଟେ ଟିକାର ଅଭାବ ଯୋଗୁ ପୁରୀରେ ୪୫ରୁ ୬୦ ବର୍ଷ ବୟସ୍କ ଏପର୍ଯ୍ୟନ୍ତ ଟିକା ନେଇ ପାରିନାହାନ୍ତି । ଟିକାଦାନ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ନିରାଶ ହୋଇ ଫେରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.