ରୁଷ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା, ଲୋକଙ୍କ ପାଇଁ ଲଞ୍ଚ କରିବା ପୂର୍ବରୁ ନିଜ ଝିଅଙ୍କୁ ଏହି ଭ୍ଯାକସିନ୍ ଦେଲେ ରାଷ୍ଟ୍ରପତି ପୁଟିନ୍

ରୁଷିଆ: ରୁଷିଆ ଦେଲା ଖୁସି ଖବର ।  ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ରୁଷ ପକ୍ଷରୁ ପ୍ରଥମ ଟିକା କରାଗଲା ବିକଶିତ । ଏ ନେଇ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି । ରୁଷର ସ୍ୱାସ୍ଥ୍ୟ ବିଭାଗ ଏହି ଟିକାକୁ ଅନୁମତି ଦେଇଛି । ସବୁଠାରୁ ବଡ କଥା ପୁଟିନଙ୍କ ଝିଅଙ୍କୁ ବି ଏହି ଟିକା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.