ଏମିତି କଣ ହେଲା ଯେ ରିକ୍ସାରେ ଯାତ୍ରୀଙ୍କୁ ବସାଇ ନେଲେ ଜାହ୍ନବୀ କପୁର, ବିଶ୍ୱାସ ନହେଉଥିଲେ ଦେଖନ୍ତୁ ଭାଇରାଲ ଫଟୋ

ବଲିଉଡ୍‌ ଆକ୍ଟ୍ରେସ୍‌ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଖାସ୍‌ ଆକ୍ଟିଭ୍‌ ରୁହନ୍ତି। ପ୍ରତ୍ୟେକ ଦିନ ଗ୍ଲାମର୍ସ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କୁ ସେୟାର କରନ୍ତି। ଏବେ ଜାହ୍ନବୀ କପୁରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେ ଇ-ରିକ୍ସା ଚଲାଉଥିବା ନଜର ଆସୁଛନ୍ତି।

janhabiଭିଡିଓରେ ଜାହ୍ନବୀ କପୁର ଯାତ୍ରୀଙ୍କୁ ବସାଇ ଇ-ରିକ୍ସା ଚଲାଉଛନ୍ତି। ଏହି ଭିଡିଓରେ ଆକ୍ଟ୍ରେସ ସୁଟ ଏବଂ ସାଲଓ୍ଵାର ପିନ୍ଧିଥିବା ନଜର ଆସୁଛନ୍ତି। ରିକ୍ସା ଚଲାଇ ଜାହ୍ନବୀ ଖୁବ୍‌ ଖୁସି ଥିବା ଦେଖିବାକୁ ମିଳୁଛି।

kapoorଜାହ୍ନବୀ କପୁରଙ୍କ ଏହି ଭିଡିଓକୁ ଭୁମ୍ପଲା ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ଏହି ଭିଡିଓରେ ରିକ୍ସାରେ ବସିଥିବା ଯାତ୍ରୀ କହୁଛନ୍ତି, ‘ବସ୍‌ ବସ୍‌, ଏବେ ବୁଲେଇବାକୁ ପଡିବ, ବୁଲେଇବାକୁ ପଡିବ, ଆଗକୁ ରାସ୍ତା ନାହିଁ।’ ଭିଡିଓରେ ଯାତ୍ରୀ ହୋଇ ବସିଥିବା ବ୍ୟକ୍ତି ରାଇଡର ଖୁବ୍‌ ଆନନ୍ଦ ଉଠାଉଛନ୍ତି। ତେବେ ଜାହ୍ନବୀ କପୁରଙ୍କ ଏହି ଭିଡିଓ ଦେଖି ଲୋକେ ଖୁବ୍‌ ପ୍ରତିକ୍ରୀୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.