ପୁଣି ବିବାଦରେ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାଁ, ମା’ ଦୁର୍ଗାଙ୍କୁ ପୂଜା କରୁଥିବାର ଭିଡିଓ ହେଲା ଭାଇରାଲ

ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜହାଁ ସ୍ୱାମୀ ନିଖିଲ ଜୈନଙ୍କ ସହ ଦୁର୍ଗା ପୂଜା ପ୍ୟାଣ୍ଡେଲରେ ପୂଜା କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ହିନ୍ଦୁ ଧର୍ମର ନହୋଇ ମଧ୍ୟ ମା’ ଦୁର୍ଗାଙ୍କ ପୂଜା କିପରି କଲେ ବୋଲି ବିବାଦ ହୋଇଛି । ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ନୁସରତ ଏକ ଫିଲ୍ମରେ ମା’ ଦୁର୍ଗାଙ୍କ ଗୀତରେ ଡ୍ୟାନ୍ସ କରୁଛନ୍ତି । ନୁସରତଙ୍କ ସହ ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ, ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

nusrat

ଏହାସହ ପଢନ୍ତୁ:

‘ବିଗ୍‌ବସ୍‌ ୧୩’ ରେ ଅଶ୍ଳୀଳତାକୁ ବିରୋଧ, ବ୍ୟାନ ପାଇଁ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ନିକଟକୁ ଲେଖାଗଲା ଚିଠି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.