ୟଶ ଦାସଗୁପ୍ତାଙ୍କ ସହ ଦୁର୍ଗା ପୂଜା କରୁଥିବାର ନଜର ଆସିଲେ ନୁସରତ ଜହାଁ, ଦେଖନ୍ତୁ ଫଟୋ
ଟିଏମ୍ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ ନିଜ ବ୍ୟକ୍ତିଗତ ଜୀବନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପୁଅର ଜନ୍ମ ପରେ ୟଶ ଦାସଗୁପ୍ତାଙ୍କ ସହ ରିଲେସନ୍ସିପ୍ ଯୋଗୁ ସେ ଅଧିକ ଚର୍ଚ୍ଚିତ ଅଛନ୍ତି। ସେହିପରି ୟଶଙ୍କ ଜନ୍ମଦିନରେ କେକ୍ ଉପରେ ଡ୍ୟାଡ୍ ଓ ହଜ୍ବେଣ୍ଡ ଲେଖିଥିଲେ। ଏହି…