ମମି କରୀନାଙ୍କ ଉପରେ ରାଗିଲେ ତୈମୁର, ଫଟୋଗ୍ରାଫର ବି ଏହି କୁନି ନଓ୍ଵାବଙ୍କ ରାଗରୁ ପଡ଼ିଲେନି ବାଦ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ଛୋଟେ ନଓ୍ଵାବ ତୈମୁର ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ତାଙ୍କର କୌଣସି ଫଟୋ ବା ଭିଡିଓ ଇଣ୍ଟରନେଟ୍‌ରେ ଚାହୁଁ ଚାହୁଁ ଭାଇରାଲ ହେଉଛି। ସେ ଯୁଆଡେ ବି ଯାଇଥାନ୍ତି ମିଡିଆ ତାଙ୍କ ସାଙ୍ଗେ ସାଙ୍ଗେ ରହିଥାଏ। ନିକଟରେ ତୈମୁର ଅଲ୍ଲୀଖାନ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତୈମୁର ନିଜ ମମି କରୀନା କପୁରଙ୍କ ଉପରେ ରାଗୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ଫଟୋଗ୍ରାଫରଙ୍କ ଉପରେ ମଧ୍ୟ ଚିଲ୍ଲାଉଥିଲେ।

ଦେଖନ୍ତୁ ଭିଡିଓ:

 

View this post on Instagram

 

What Saying Angrily… 😄😘 #taimuralikhan

A post shared by bollywood and shahrukh khan 🥀💙 (@bollyiinsta) on

ତୈମୁରଙ୍କ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ବଲିଇନ୍‌ଷ୍ଟା ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ତୈମୁର ଓ କରୀନାଙ୍କ ଏହି ଭିଡିଓ ଏୟାରପୋର୍ଟର ବୋଲି ଜଣାଯାଇଛି। ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ କୌଣସି କାରଣରୁ ତୈମୁର କରୀନାଙ୍କ ଉପରେ ରାଗି ତାଙ୍କ ଠାରୁ ହାତ ଛଡ଼ାଉଛନ୍ତି।

ଏହାସହ ପଢ଼ନ୍ତୁ:  ବେଡ୍‌ରୁମ୍‌ ଭିଡିଓ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, ଏମିତି କହି ଟ୍ରୋଲ୍‌ କଲେ ୟୁଜର

 

View this post on Instagram

 

#TaimurAliKhan in phataka mood this Diwali #kareenakapoor 😱😱😘😍 #happydiwali #ManavManglani

A post shared by Manav Manglani (@manav.manglani) on

ସେତେବେଳେ କିଛି କ୍ୟାମେରାମ୍ୟାନ୍‌ଙ୍କ ଫଟୋ ଉଠାଇବାକୁ ଚାହିଁବାରୁ ତୈମୁର ତାଙ୍କୁ ମଧ୍ୟ ନୋ କହୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.