ଡାଇବେଟିସ୍ ସହ ଅନେକ ରୋଗ ପାଇଁ ଔଷଧ ଭାବେ କାମ କରେ ଅର୍ଜୁନ ଗଛର ଛାଲ, ଏପରି କରନ୍ତୁ ବ୍ୟବହାର
ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ସମସ୍ତ ରୋଗ ପାଇଁ ବହୁତ ପ୍ରଭାବଶାଳୀ ଭାବରେ କାମ କରେ । ଏଥିମଧ୍ୟରୁ ଗୋଟିଏ ହେଉଛି ଅର୍ଜୁନ ଗଛ । ଏହି ଗଛର ଛାଲ ସୁଗର ଏବଂ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବିଶେଷ ଉପକାରୀ ବୋଲି ବିବେଚନା କରାଯାଏ । ଅର୍ଜୁନ ଗଛରେ ଅନେକ ପୋଷକ ତତ୍ତ୍ୱ ଏବଂ ଫାଇଟୋକେମିକାଲ୍ ଥାଏ ଯାହା ଏହାକୁ ଅନେକ ଔଷଧୀୟ ଉପଚାରରେ ଗୁରୁତ୍ୱପୂର୍ଣ୍ଣ କରିଥାଏ । ଅର୍ଜୁନ ଗଛରେ ଫ୍ଲାଭୋନାଏଡ, ଟେନିନ୍, ଟ୍ରାଇଟରପେନଏଡ ଏବଂ…
Read More...