ବାରମ୍ବାର ପାଣି ପିଉଛନ୍ତି କି, ତେବେ ଏହି ଅଭ୍ୟାସକୁ ବିଲକୁଲ କରନ୍ତୁନାହିଁ ଅଣଦେଖା

ଶୀତ ଦିନରେ ସମସ୍ତଙ୍କୁ ପ୍ରାୟ ଅଧିକ ଶୋଷ ଲାଗିଥାଏ। ଯେତେବେଳେ ବି ଶରୀରକୁ ଜଳର ଆବଶ୍ୟକତା ପଡିଥାଏ ସେତେବେଳେ ଆମକୁ ଶୋଷ ଲାଗିଥାଏ। କିନ୍ତୁ ଯେତେବେଳେ ବି ବାରମ୍ବାର ଶୋଷ ଲାଗିଥାଏ ତାହେଲେ ଏହାର ଅର୍ଥ ଜାଣନ୍ତୁ ଯେ ଆପଣଙ୍କ ଶରୀରରେ କୌଣସି ଭିଟାମିନ୍ସର ଅଭାବ ରହିଛି। ଏବଂ ଆପଣଙ୍କ ଶରୀରକୁ କୌଣସି ଏକ ରୋଗ ଘେରିବାକୁ ଯାଉଛି ବୋଲି ଜାଣନ୍ତୁ। ଯଦି ଆପଣ ମଧ୍ୟ ଅଣଦେଖା କରୁଛନ୍ତି ତାହେଲେ ଏହା ବିଲକୁଲ ଭୁଲ। ବାରମ୍ବାର ଶୋଷ ଲାଗିବାର କାରଣ ବହୁତ କିଛି ହୋଇପାରିଥାଏ। ଯଦି ଆପଣଙ୍କୁ ବି ବାରମ୍ବାର ଶୋଷ ଲାଗୁଥାଏ ତାହେଲେ ସ୍ୱାସ୍ଥ୍ୟ ସମ୍ବଦ୍ଧୀତ ଅନେକ ସମସ୍ୟା ଆପଣଙ୍କୁ ଦେଖାଦେବ।

ମୁହଁ ସୁଖିଯିବା

ଯେତେବେଳେ ଆପଣଙ୍କ ମୁହଁ ସୁଖିବାକୁ ଲାଗିବ ସେତେବେଳେ ଆପଣଙ୍କୁ ବାରମ୍ବାର ଶୋଷ ଲାଗିଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ମୁହଁରେ ସାଲିଭାରୀ ଗ୍ଲାଣ୍ଡସ ତିଆରି ହୋଇପାରେନାହିଁ। ଔଷଧ ଖାଇବା ପରେ ବି କେବେକେବେ ଗ୍ଲାଣ୍ଡ ବନ୍ଦ ହୋଇଯାଏ। ଏହାବ୍ୟତୀତ କ୍ୟାନ୍ସର ଭଳି କିଛି ମାରାତ୍ମକ ରୋଗ କାରଣରୁ ମୁହଁ ସୁଖିଯାଏ। ଯଦି ମୁହଁରେ ସାଲିଭାରୀ ଥାଏ ତାହେଲେ ଶ୍ୱାସରେ ଗନ୍ଧ, ସ୍ୱାଦରେ ପରିବର୍ତ୍ତନ, ମାଢ଼ିରେ ସମସ୍ୟା, ଦାନ୍ତ ଉପରେ ଲିପଷ୍ଟିକ ରଙ୍ଗ ଚଢ଼ିବା ଭଳି ଅନେକ କାରଣ ହୋଇପାରେ ଯେଉଁ କାରଣରୁ ବାରମ୍ବାର ଆପଣଙ୍କୁ ଶୋଷ ଲାଗିଥାଏ।

ମୁଣ୍ଡ ବୁଲାଇବା

ଯେତେବେଳେ ଆପଣଙ୍କୁ ଅଧିକ ସମୟ ଧରି ମୁଣ୍ଡ ବୁଲାଇବା ଭଳି ଅନୁମାନ ହେଉଛି ତାହେଲେ ଆପଣଙ୍କୁ ବାରମ୍ବାର ଶୋଷ ଲାଗିଥାଏ।

ହାଇପରକାଲସେମିଆ

ହାଇପରକାଲସେମିଆର ଅର୍ଥ କ୍ୟାଲସିୟମର ମାତ୍ରା ରକ୍ତରରେ ଆବଶ୍ୟକ ଠାରୁ ଅଧିକ ହୋଇଯାଏ।ହାଇପରକାଲସେମିଆର କାରଣରୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

ଡାଇବେଟିଜ୍‌

ଯଦି ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଥାଏ ତାହେଲେ ଆପଣ ମଧୁମେହ ରୋଗରେ ପୀଡିତ ହୋଇପାରନ୍ତି।