ସ୍ବାମୀଙ୍କୁ ନିଜ ହାତ ମୁଠାରେ ରଖିବାକୁ ଚାହୁଁଥିଲେ, ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର

ଦୁନିଆର ସମସ୍ତ ମହିଳା ନିଜ ସ୍ବାମୀଙ୍କୁ ସବୁବେଳେ ନିଜ ହାତ ମୁଠାରେ ରଖିବାକୁ ଚାହିଁଥାନ୍ତି। କିନ୍ତୁ ଯେଉଁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ କଥାରେ ଚାଲିଥାନ୍ତି ତାଙ୍କୁ ସମାଜରେ ଅନେକ କଥା ଶୁଣିବାକୁ ପଡ଼ିଥାଏ। କିନ୍ତୁ ଆଜି ଆମେ ନିଜ ସ୍ବାମୀଙ୍କୁ ବଶରେ ରଖିବାକୁ ଚାହିଁଥାନ୍ତି ତାଙ୍କ ପାଇଁ ଖୁସି ଖବର ଆଣିଛୁ। ଏହା ଦ୍ବାରା ଆପଣ ଭଲପାଇବାକୁ ଦମ୍ଭ କରିବା ସହ ନିଜ ସ୍ବାମୀଙ୍କୁ ନିୟନ୍ତ୍ରଣରେ ରଖିପାରିବେ।

couple

ସ୍ବାମୀଙ୍କୁ ବଶରେ ରଖିବା ପାଇଁ ପୌରାଣିକ ଶାସ୍ତ୍ର କାମସୂତ୍ରରେ ଏକ ମନ୍ତ୍ର ଉଲ୍ଲେଖ କରାଯାଇଛି। ୧୧ ଦିନ ପର୍ଯ୍ଯନ୍ତ ନିୟମିତ ଭାବେ ଅଧା ରାତିରେ ସେହି ମନ୍ତ୍ରର ଜାପ କରିବା ଦ୍ବାରା ଆପଣଙ୍କ ସ୍ବାମୀ ସବୁଦିନ ପାଇଁ ଆପଣଙ୍କର ହୋଇ ରହିଯିବେ।

 ମନ୍ତ୍ରଟି ହେଉଛି : ଓଁ କାମୋଦେବାଃ ବିଦ୍ଯାମହି ରତି ପ୍ରୀୟାୟି ଧିମହି, ତନୋଃ ଅଙ୍ଗ ପ୍ରସାଦତୟଃ ଲ”

ଏହି ମନ୍ତ୍ରଟିକୁ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ବସିବା ସହ ଏହାର ଜାପ କରନ୍ତୁ। ଏହାକୁ ଜାପ କରିବା ପୂର୍ବରୁ ନିଜକୁ ସଠିକ୍ ଭାବେ ସୁଧିକରଣ କରନ୍ତୁ। ତେବେ ଏହାର ଜାପ ଆରମ୍ଭ କରିବା ପୂର୍ବରୁ ସ୍ବାମୀଙ୍କ ନାମର ଉଚ୍ଚାରଣ କରନ୍ତୁ।

Indian-Husband-Wife-1

ଏହା ଏକ ବଶିକରଣ ମନ୍ତ୍ର ହୋଇଥିବା ବେଳେ ନିଜ ସ୍ବାମୀଙ୍କ ନିକଟରେ କିଛି କଥା ମନାଇବା ପାଇଁ ଆପଣ ଏହାର ପ୍ରୟୋଗ କରିପାରିବେ। ଏପରକି ଯଦି ଆପଣ କାହାକୁ ପସନ୍ଦ କରନ୍ତି ତେବେ ମଧ୍ୟ ଏହାର ଉଚ୍ଚାରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.