ଏହି ୪ଟି କଥାରେ ମାଡ଼ି ଆସିଥାଏ ଦାରିଦ୍ର୍ୟ, ଭୁଲରେ ବି ତାହା କରନ୍ତୁ ନାହିଁ

ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଯେ ସମ୍ପନ୍ନତା ଓ ସୁଖୀ ଜୀବନ ନିଜ କର୍ମ ଏବଂ ଭାଗ୍ୟ ଅନୁସାରେ ମିଳିଥାଏ। ଶାସ୍ତ୍ରରେ ଏହା ବି କୁହାଯାଇଛି କି, ଯଦି କିଛି ଖାସ ଉପାୟ ଆପଣାଯାଏ, ତ ପ୍ରତିକୂଳତା ଅନୁକୂଳତାରେ ବଦଳିଯାଇ ପାରିବ।

vastu3

ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁସାରେ ଏମିତି କିଛି କଥା କହିବୁ, ଯାହାକୁ ଭୁଲରେ ବି କେବେ କରିବେ ନାହିଁ। କାରଣ, ଏହାଦ୍ୱାରା ଦାରିଦ୍ର୍ୟ ପାଖ ମାଡ଼ିଥାଏ।

vastu

୧. ଶୟନ କକ୍ଷରେ ପଲଙ୍କ ସାମ୍ନାରେ ଡ୍ରେସିଂ ଟେବୁଲ କିମ୍ବା ଦର୍ପଣ ରଖିବେ ନାହିଁ।

୨. ଘରର ସବୁ ଝରକା ବାହାର ଆଡ଼କୁ ଖୋଲିବା ଦରକାର।

vastu2

୩. ଝାଡ଼ୁକୁ କେବେ ବି ରୋଷେଇ ଘରେ ରଖିବା ଉଚିତ ନୁହେଁ।

୪. ପାଣିକୁ ଲିକେଜ ହେବାକୁ ଦିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.