ଅଢେଇ ବର୍ଷ ଶିଶୁ ପୁତ୍ରର ଚିକିତ୍ସା ପାଇଁ ବାପା ମା’ଙ୍କ କରୁଣ ନିବେଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ସନ୍ତାନ ଖୁସି ହେଲେ ବାପା ମା’ ଖୁସି ହୁଅନ୍ତି । ପ୍ରତ୍ୟେକ ବାପା ମା’ ଚାହାନ୍ତି ତାଙ୍କ ସନ୍ତାନ ସବୁବେଳେ ଭଲରେ ରହୁ । କିନ୍ତୁ ସମୟ ସବୁବେଳେ ଠିକ୍ ନଥାଏ । ବେଳେବେଳେ ପରିସ୍ଥିତି ସବୁ ଖୁସି ଛଡ଼ାଇ ନିଏ । ଆମେ ଏଭଳି କହିବାର କାରଣ ବିଜୟଙ୍କ ପୁଅକୁ ହୋଇଛି ବଡ଼ ରୋଗ । ବିଜୟଙ୍କ ପରିବାରର…