Below header

ମଇଳା ହୋଇଛି କି ଆପଣଙ୍କ ରୋଷେଇ ଘର ? ସଫା କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ରୋଷେଇ ଘର ପ୍ରତିଦିନ ସଫା କରିବା ଉଚିତ । ସବୁ ଦିନ ଏପରି ନ କରିବା ଦ୍ୱାରା ରୋଷେଇ ଘର ବହୁତ ମଇଳା ହୋଇଯାଏ, ଯାହାକୁ ସଫା କରିବା ପାଇଁ ଆପଣଙ୍କୁ ବହୁତ ଅସୁବିଧା ହୋଇପାରେ । ତାହେଲେ ଆସନ୍ତୁ ରୋଷେଇ ଘର ସଫା କରିବାର କିଛି ସହଜ ଉପାୟ ଜାଣିବା ।

ଆପଣମାନେ ତ ଜାଣିଥିବେ ଯେ ଆମ ଘର ମଧ୍ୟରେ ରୋଷେଇ ଘର କେତେ ଜରୁରୀ ହୋଇଥାଏ । ଆମେ ଘରକୁ ସଫା ରଖିବା ସହ ରୋଷେଇ ଘର ମଧ୍ୟ ଭଲ ଭାବେ ସଫା ରଖିଥାଉ । କାହିଁକି ନା ସଫାସୁତୁରା ସ୍ଥାନରେ ରହିବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ କେବେକେବେ ଆମ ରୋଷେଇ ଘର ଏତେ ଅଧିକ ମଇଳା ହୋଇଥାଏ ଯେ ତାକୁ ସଫା କରିବା ଆମ ପାଇଁ ବହୁତ କଷ୍ଟ ହୋଇଯାଏ । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ କିପରି ସହଜ ଉପାୟରେ ନିଜର ରୋଷେଇ ଘର ସଫା କରିବେ, ସେହି ବିଷୟରେ ଜଣାଇବୁ । ଯେପରି ଆପଣ ଏହି ଉପାୟକୁ ବ୍ୟବହାର କରି ନିଜ ରୋଷେଇ ଘର ସନ୍ଦର କରିପାରିବେ ।

ରୋଷେଇ ଘର ପ୍ରତିଦିନ ସଫା କରିବା ଉଚିତ । ସବୁ ଦିନ ଏପରି ନ କରିବା ଦ୍ୱାରା ରୋଷେଇ ଘର ବହୁତ ମଇଳା ହୋଇଯାଏ, ଯାହାକୁ ସଫା କରିବା ପାଇଁ ଆପଣଙ୍କୁ ବହୁତ ଅସୁବିଧା ହୋଇପାରେ । ତାହେଲେ ଆସନ୍ତୁ ରୋଷେଇ ଘର ସଫା କରିବାର କିଛି ସହଜ ଉପାୟ ଜାଣିବା ।

ରୋଷେଇ ଘର ଆମ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଆମେ ପ୍ରତିଦିନ ଖାଇବା ତିଆରି କରିବା ଦ୍ୱାରା ସେହି ସ୍ଥାନ ଅଠା ପରି ହୋଇଯାଏ । ଯାହାଦ୍ୱାରା ତାକୁ ସଫା କରିବା ପାଇଁ ଆମକୁ ବହୁତ ଅସୁବିଧା ହୋଇପାରେ । ସେଥିପାଇଁ ପ୍ରତିଦିନ ରୋଷେଇ ଘର ସଫା କରିବା ଉଚିତ ।

ବେକିଗିଂ ସୋଡା :
ବେକିଜିଂ ସୋଡା ରୋଷେଇ ଘର ସଫା କରିବା ଏକ ପାଇଁ ବେଷ୍ଟ ଉପାୟ ହୋଇଥାଏ । ଏହାକୁ ବ୍ୟବହାର କରି ରୋଷେଇ ଘରର ମଇଳା ସଫା କରିପାରିବେ । ସେଥିପାଇଁ ବେକିଗିଂ ସୋଡାକୁ ପ୍ରାୟ ୧୦ ମିନିଟ୍‌ ରୋଷେଇ ଘରେ ପକାଇ ରଖିବେ ଏବଂ ତପାରେ ତାକୁ ଭଲ ପାଣିରେ ସଫା କରିଦେବେ । ଦେଖିବେ କିଭଳି ଭାବେ ଆପଣଙ୍କ ରୋଷେଇ ଘର ସଫା ହୋଇଯିବ ।

ଭିନେଗାର :
ଆପଣ ତ ଜାଣିଥିବେ ଯେ ଭିନେଗାର ସାହାଯ୍ୟରେ ଅନେକ ଜିନିଷ ସଫା କରାଯାଇପାରିବ । ସେଥିପାଇଁ ଆପଣ ଭିନେଗାରର ବ୍ୟବହାର କରି ନିଜ ରୋଷେଇ ଘରକୁ ବହୁତ ଭଲ ଭାବେ ସଫା କରିପାରିବେ ।

ଲେମ୍ବୁ :
ସମସ୍ତଙ୍କ ରୋଷେଇ ଘରେ ମିଳୁଥିବା ଲେମ୍ବୁ ଘରର ଅନେକ ଜିନଷ ସଫା କରିବା ପାଇଁ ବହୁତ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ମଧ୍ୟ ରୋଷେଇ ଘର ସଫା କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ । ରୋଷେଇ ଘରେ ୫ ମିନିଟି ପର୍ଯ୍ୟନ୍ତ ଲେମ୍ବୁ ଲଗାଇ ଛାଡି ଦେବେ ଏବଂ ଏହାପରେ ତାକୁ ଭଲ ପାଣିବେ ଧୋଇ ଦେବେ । ଦେଖିବେ କିପରି ଭାବେ ଆପଣଙ୍କ ରୋଷେଇ ଘର ସଫା ହୋଇଯିବ ।

ଗରମ ପାଣି :
ଗରମ ପାଣି ରୋଷେଇ ଘର ସଫା କରିବା ପାଇଁ ଏକ ବେଷ୍ଟ ଉପାୟ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ରୋଷେଇ ଘର ଅଳ୍ପ ସମୟ ମଧ୍ୟରେ ହିଁ ବହୁତ ଭଲ ଭାବେ ସଫା ହୋଇଯିବ । ମଇଳା ହୋଇଥିବା ସ୍ଥାନରେ ଗରମ ପାଇଁ ଅଳ୍ପ ଅଳ୍ପ କରି ପକାଇବେ ଏବଂ ତାକୁ ଏକ ଭଲ କପଡାରେ ପୋଛି ଦେବେ । ଏହାପରେ ଦେଖିବେ ଯେ କିପରି ଭାବେ ଆପଣଙ୍କ ରୋଷେଇ ଘର ସଫା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.